Daily Archives

August 16, 2018

ଘରେ ଭୁଲି ଆସିଛନ୍ତି କି ଏଟିଏମ କାର୍ଡ? ତେବେ ବ୍ୟସ୍ତ ହୁଅନ୍ତୁନି, ବିନା କାର୍ଡରେ ବି ଏଟିଏମରୁ ଉଠାଇପାରିବେ ଟଙ୍କା,…

ସାଧାରଣତଃ ବ୍ୟାଙ୍କ ଖାତାରେ ଦରମା ଆସିଛି କି ନାହିଁ ଜାଣିବା ପାଇଁ ହେଉ କିମ୍ବା ଏଟିଏମ ମେସିନରୁ କିଛି ଟଙ୍କା ଉଠାଇବାକୁ ହେଉ . . ଏହି ଦୁଇଟି କାମ ପାଇଁ ଆପଣଙ୍କୁ ଏଣିକି ଏଟିଏମ କାର୍ଡର ଆବଶ୍ୟକତା ପଡିନପାରେ । କାରଣ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଏଟିଏମ ମେସିନରୁ ଆପଣ ବିନା ଏଟିଏମ…

ଏକ ବିଶେଷ ‘ଜୋମ୍ବି ଜିନ୍’ ଯାହା ହାତୀଙ୍କୁ ଦେଇଥାଏ କ୍ୟାନସରରୁ ସୁରକ୍ଷା : କ’ଣ ଏହା ମନୁଷ୍ୟ କ୍ଷେତ୍ରରେ କ୍ୟାନସରର…

ସାରା ବିଶ୍ୱରେ ପାଖାପାଖି ୧୭% ଲୋକଙ୍କ କ୍ୟାନସରରେ ମୃତ୍ୟୁ ହୁଏ । କିନ୍ତୁ ହାତୀଙ୍କ କ୍ଷେତ୍ରରେ ଏହା କେବଳ ୫%, ତଥାପି ବି ଏମାନେ ମନୁଷ୍ୟ ବରାବର ବୟସ ବଂଚନ୍ତି- ୭୦ ବର୍ଷ ତଳକୁ । ମନୁଷ୍ୟ ତୁଳନାରେ ହାତୀମାନଙ୍କ ଠାରେ କୋଷ ଗୁଡିକର ସଂଖ୍ୟା ସମ୍ଭାବ୍ୟ ରୂପେ କ୍ୟାନସରରେ ବଦଳିଯାଏ, ପାଖାପାଖି…

ବିବାହ କରିବେ ଦୀପବୀର ! କିନ୍ତୁ ବାହାଘରକୁ ଅତିଥି ନେଇ ପାରିବେନି ମୋବାଇଲ୍ କାହିଁକି ଜାଣନ୍ତୁ ।

ବେଶ୍ କିଛି ଦିନ ହେବ ବଲିଉଡ଼ରେ ଲୋକପ୍ରିୟ ନାୟକ ରଣବୀର ସିଂହ ଓ ନାୟିକା ଦୀପିକା ପାଦୁକୋନ୍ଙ୍କ ବାହାଘରକୁ ନେଇ ଚର୍ଚ୍ଚା ଜୋର୍ସୋର୍ ଧରିଛି। ରଣବୀର ଓ ଦୀପିକାଙ୍କ ବାହାଘର ଚଳିତ ବର୍ଷ ନଭେମ୍ବର ୨୦ ତାରିଖରେ ହେବ ବୋଲି ଆପତତଃ ସ୍ଥିରୀକୃତ ହୋଇଛି ।ଅବଶ୍ୟ ଏସଂପର୍କରେ ଉଭୟଙ୍କ ପକ୍ଷରୁ କୌଣସି…

କେରଳରେ ବର୍ଷାର କରାଳ ରୂପ । ତାମିଲନାଡୁ ଓ କର୍ଣ୍ଣାଟକକୁ ମଧ୍ୟ ସତର୍କ ସୂଚନା ଜାରି କଲା ଭାରତୀୟ ପାଣିପାଗ ବିଭାଗ

କନକ ବ୍ୟୁରୋ : ଦକ୍ଷିଣ ଭାରତରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି । କେରଳରେ ବର୍ଷା ବିଭୀଶିକା ରଚିବା ପରେ ଏବେ ତାମିଲନାଡୁ ଓ କର୍ଣ୍ଣାଟକକୁ ହାଇଆଲର୍ଟ ଜାରି ହୋଇଥିବା ସୂଚନା ମିଳିଛି । କେରଳରେ ବର୍ତ୍ତମାନ ସମୟରେ ୭୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେଠାରେ ଉଦ୍ଧାର କାର୍ଯ୍ୟରେ ସେନା ଓ…

ଗୋଟିଏ ଦୁର୍ଘଟଣା ବଦଳାଇ ଦେଇଥିଲା ବାଜପେୟୀଙ୍କ ଜୀବନ ! ଜାଣନ୍ତୁ ଜଣେ ସାମ୍ବାଦିକରୁ ରାଜନେତା ହେବା ପଛର ବାସ୍ତବ କାରଣ

ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ରାଜନୈତିକ ବ୍ୟକ୍ତିତ୍ୱ ନା ହିଁ କେବଳ ସତ୍ତାଧାରୀ ଭାରତୀୟ ଜନତା ପାର୍ଟି ପାଇଁ ବରଂ ବିରୋଧୀ ଦଳର ନେତାମାନଙ୍କ ପାଇଁ ବି ପ୍ରେରଣାର ସ୍ରୋତ ପାଲଟିଯାଇଛି । ବର୍ତ୍ତମାନ ସ୍ଥିତିରେ ଦେଶରେ ଯେପରି ରାଜନୈତିକ ବୟାନବାଜୀ କଟୁରତାର ରୂପ…

ସୋନାଲିଙ୍କ ଶରୀରରେ ଦେଖାଗଲାଣି ପରିବର୍ତ୍ତନ ! ଦିନକୁ ଦିନ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ହେବାରେ ଲାଗିଛି ।

କିଛି ଦିନ ତଳେ ସୋସିଆଲ ମିଡ଼ିଆ ଜରିଆରେ ନିଜ ରୋଗ ବିଷୟରେ ଜଣାଇଥିଲେ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ । କର୍କଟ ରୋଗର ଶିକାର ହେବା କଥା ସମ୍ନାକୁ ଆସିବା ପରେ ସେ ରିୟାଲିଟି ସୋ’ ଛାଡ଼ି ଚିକିତ୍ସା ପାଇଁ ନ୍ୟୁୟର୍କ ଯାଇ ପହଞ୍ଚିଥିଲେ । ବିଭିନ୍ନ ସମୟରେ ସେ ନିଜ ସ୍ୱାସ୍ଥ୍ୟ ସହ ଜଡ଼ିତ ସମସ୍ତ ତଥ୍ୟ…