Daily Archives

August 16, 2018

କେମିତି ମିଳିବ ଜିଓଫୋନ-୨ ? ଏଭଳି କରନ୍ତୁ ବୁକିଂ, ଘରେ ଆସି ମୋବାଇଲ ଦେଇଯିବ କଂପାନୀ

ଆଜି ଦିନ ୧୨ଟାରୁ ଆରମ୍ଭ ହୋଇଛି ଜିଓଫୋନ-୨ର ବିକ୍ରି । ଏହା ମାଇଜିଓ ଆପ ଓ ଜିଓଡଟକମରେ ବିକ୍ରି କରାଯାଇଛି । ପୂର୍ବରୁ କମ୍ପାନି ଘୋଷଣା କରିଥିଲା ଯେ ବିକ୍ରି ୧୫ତାରିଖରୁ ଆରମ୍ଭ ହେବ, କିନ୍ତୁ ଏବେ ତାହାକୁ ଗୋଟିଏ ଦିନ ଘୁଞ୍ଚାଇଦିଆଯାଇଛି । ଏହାର ମୂଲ୍ୟ ୨,୯୯୯ ଟଙ୍କା ରହିଥିବାବେଳେ ମନସୁନ…

କେରଳର ବନ୍ୟା ସ୍ଥିତି ଗମ୍ଭୀର : ସହାୟତାର ହାତ ବଢାଇଲା ଓଡିଶା,ବନ୍ୟା ପୀଡିତଙ୍କ ପାଇଁ ୫ କୋଟି ଟଙ୍କା ଘୋଷଣା କଲେ…

କନକ ବ୍ୟୁରୋ : କେରଳରେ ବନ୍ୟା ପୀଡିତଙ୍କ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହାୟତା ରାଶି ଘୋଷଣା । ସେଠାକାର ଜନସାଧାରଣ ପାଇଁ ନବୀନ ୫କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଥିବା ସୂଚନା ମିଳିଛି । ସାରା ଭାରତରୁ କେରଳ ଲାଗି ସହାୟତା ଦିଆଯାଉଥିବା ସୂଚନା ମିଳିଛି । ପୂର୍ବରୁ…

ଅଟଳଙ୍କ ନେତୃତ୍ୱରେ ଭାରତର ଶକ୍ତି ପାଲଟିଥିଲା ପରମାଣୁ ! ସବୁ ଦେଶ ଆଖିରେ ଧୂଳି ଦେଇ ସଫଳତା ହାସଲ କରିଥିଲା ଭାରତ ।

ଆଜି ସମ୍ପୁର୍ଣ୍ଣ ଦେଶ ନିଜ ପ୍ରିୟ ନେତା ଅଟଳ ବିହାରୀ ବାଜପେୟୀଙ୍କ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି । ତାଙ୍କ ଶାସନ କାଳରେ ସେ ବହୁ ଉନ୍ନତିମୂଳକ କାର୍ଯ୍ୟ କରିଥିଲେ କିନ୍ତୁ ତାଙ୍କର ସବୁଠାରୁ ଉକ୍ୃଷ୍ଟ ଧରଣର କାର୍ଯ୍ୟ ଥିଲା ଭାରତକୁ ପରମାଣୁ ଶକ୍ତିର ଉପହାର…

ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବାକୁ ଦିଲ୍ଲୀ ଯିବେ ନବୀନ : ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା

କନକ ବ୍ୟୁରୋ : ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନେଇ ଏମ୍ସ ପକ୍ଷରୁ ଜାରି ହେଲା ହେଲଥ୍ ବୁଲେଟିନ । ତେବେ ଏହି ବୁଲେଟିନରେ ଗଣମାଧ୍ୟମକୁ ସୂଚନା ଦିଆଯାଇଛି ଯେ, ଅଟଳଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେବି ସଙ୍କଟାପନ୍ନ ରହିଛି । ଅଟଳଙ୍କୁ ଲାଇଫ ସପୋର୍ଟ ସିଷ୍ଟମରେ ଅଟଳଙ୍କୁ ରଖାଯାଇଥିବା…

ଏହି ଗମ୍ଭୀର ରୋଗରେ ପୀଡିତ ବାଜପେୟୀ ? ଜାଣନ୍ତୁ ଏହାର ଲକ୍ଷଣ କଣ ଏବଂ କେମିତି କରିବେ ନିଜକୁ ରକ୍ଷା

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କ ସ୍ୱାସ୍ଥ୍ୟବସ୍ଥା ଅତି ଗୁରୁତର ହେବାରେ ଲାଗିଛି । ଗତ ୯ ସପ୍ତାହ ଧରି ଏମ୍ସରେ ଚିକିତ୍ସିତ ହେଉଥିବା ବାଜପାୟୀଙ୍କ ଅବସ୍ଥା, ବିଗତ ୨୪ ଘଂଟା ଭିତରେ ଗମ୍ଭୀର ହୋଇ ପଡ଼ିଥିବା ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଏମ୍ସ ପକ୍ଷରୁ ଜାରି ହେଲ୍ଥ…

ପ୍ରବଳ ବର୍ଷାରେ ବେହାଲ ମାଲକାନଗିରି : ମାଲକାନଗିରି – ଜୟପୁର ମୁଖ୍ୟରାସ୍ତା ଉପରେ ୫ଫୁଟ ଉଚ୍ଚର ପାଣି, ଉଭୟ ପାଶ୍ୱର୍ରେ…

କନକ ବ୍ୟୁରୋ : ଲଘୁଚାପ ବର୍ଷାରେ ବେହାଲ ଦକ୍ଷିଣ ଓଡିଶା । ପ୍ରବଳ ବର୍ଷାରେ ଦକ୍ଷିଣ ଓଡିଶାରେ ଅନେକ ରାସ୍ତାଘାଟ ବୁଡି ରହିଥିବା ସୂଚନା ମିଳିଛି । ତେବେ ଗତ ୩ଦିନ ଧରି ଜାରି ରହିଥିବା ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲାର ସ୍ଥିତି ଅତ୍ୟନ୍ତ ଖରାପ ହୋଇ ଯାଇଛି। ଜିଲ୍ଲାର ସମସ୍ତ ନଦୀରେ…