Daily Archives

August 8, 2018

ସ୍ୱଚ୍ଛତାର ପାଠ ପଢ଼ାଉଛି କୁକୁର ଛୁଆ ! ଡଷ୍ଟବିନରେ ପକାଉଛି ରାସ୍ତାରେ ପଡ଼ିଥିବା ମଇଳା

ଦେଶର ପରିମଳ ବ୍ୟବସ୍ଥାକୁ ସୁଧାରିବା ଲାଗି ଆରମ୍ଭ ହୋଇଥିଲା ସ୍ୱଚ୍ଛ ଭାରତ ଅଭିଯାନ । ଦେଶର ସବୁଠାରୁ ବଡ଼ ମିଶନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିଥିଲେ । ବେଶ୍ କିଛି ଦିନ ଧରି ରାଜନେତା, ସ୍ୱେଚ୍ଛାସେବୀ ଦଳ, ସେଲିବ୍ରିଟି ତଥା ସାଧାରଣ ଲୋକ ଏହି ଅଭିଯାନରେ ସାମିଲ…

ପଢ଼ିବା ପାଇଁ କୈାଣସି ବୟସ ନଥାଏ ବୋଲି ପ୍ରମାଣ କରିଦେଲେ ୯୬ ବର୍ଷୀୟ ବୃଦ୍ଧା : ନିଜ ଜୀବନର ପ୍ରଥମ ପରୀକ୍ଷା ଦେଇ ସଫଳ…

ପଢ଼ିବାର ଇଚ୍ଛା ବୟସର କୈାଣସି ବି ଚରଣରେ ସୃଷ୍ଟି ହୋଇପାରେ । କେରଳର ଅଲ୍ଲାପୁଝା ଜିଲ୍ଲାର ୯୬ ବର୍ଷୀୟ ଦାଦୀ ଏହାର ଜ୍ୱଳନ୍ତ ଉଦାହରଣ । କାର୍ଥ୍ୟାୟନୀ ଅମ୍ମା ଜିଲ୍ଲାର ସବୁଠାରୁ ବୟୋଜ୍ୟେଷ୍ଠ ଛାତ୍ରୀ ଅଟନ୍ତି । ମିଡିଆ ରିପୋର୍ଟ ମୁତାବକ, ସେ ନିଜ ଜୀବନର ପ୍ରଥମ ପରୀକ୍ଷା ଦେଇଛନ୍ତି, ଯେଉଁଥିରେ…

ଆସନ୍ତା ୪ ତାରିଖରୁ ବିଧାନସଭା ମୌସୁମୀ ଅଧିବେଶନ ,୧୧ଟି କାର୍ଯ୍ୟ ଦିବସରେ ଗୃହରେ ଉଠିବ ଅନେକ ପ୍ରସଙ୍ଗ

କନକ ବ୍ୟୁରୋ: ଆସନ୍ତା ସେପ୍ଟେମ୍ବର ୪ ତାରିଖରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହି ମୌସୁମୀ ଅଧିବେଶନ ସେପ୍ଟେମ୍ବର ୨୦ ତାରିଖରେ ଶେଷ ହେବାକୁଥିବାବେଳେ ଏଥିରେ ମୋଟ୍ ୧୧ଟି କାର୍ଯ୍ୟ ଦିବସ ସ୍ଥିରିକୃତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସଂସଦୀୟବ୍ୟାପାର ବିଭାଗର…

କେନ୍ଦୁଝରର ବାଘଧରା ନାଳରେ ପୋଲ ନିର୍ମାଣ ଦାବି ଜୋର ଧରିଲା : ପୋଲ ନ କଲେ ୨୧୫ ନଂ ଜାତୀୟ ରାଜପଥକୁ ଅବରୋଧ କରିବାପାଇଁ…

କନକ ବ୍ୟୁରୋ : ସାଧାରଣ ଲୋକଙ୍କ ଦୈନଦିନ ଜିବାଆସିବା ପାଇଁ ସରକାର ଅନେକ ଯୋଜନା କରୁଛନ୍ତି । ସେହି ଯୋଜନା ମଧ୍ୟରେ ଅନେକ ସ୍ଥାନରେ ରାସ୍ତାମଧ୍ୟ ନିର୍ମାଣ କରାଯାଉଛି । ତେବେ ବାରମ୍ବାର ଗୁହାରି ସତ୍ତେ୍ୱ ମଧ୍ୟ ଅନେକ ଗ୍ରାମ ବର୍ତ୍ତମାନ ସମୟରେ ବି ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହିଛି । ତେବେ…

‘ମେକ୍ ଇନ୍ ଓଡିଶା କନକ୍ଲେଭ ନେଇ ନବୀନଙ୍କ ଆଗରେ ଅନେକ ଚ୍ୟାଲେଞ୍ଜ, ମୁମ୍ବାଇର କ୍ୟାମ୍ପେନ କେତେ ସହାୟକ ?

କନକ ବ୍ୟୁରୋ : ଓଡିଶାକୁ ଶିଳ୍ପାଭୀମୂଖୀ ପେଣ୍ଠସ୍ଥଳୀ ରାଜ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରୟାସ ଜାରି ରହିଛି । ଅନେକ ଶିଳ୍ପାନୁଷ୍ଠାନ କିଭଳି ଓଡିଶାରେ ପୁଞ୍ଜି ନିବେଶ କରିବେ ସେନେଇ ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରୁଛନ୍ତି । ଓଡିଶାରେ ପୁଞ୍ଜିପତିମାନେ କିଭଳି…

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଘରକୁ ବରଯାତ୍ରୀ ନେଇଯିବେ ସମୀନା ! ସମ୍ପୁର୍ଣ୍ଣ ଖବର ଜାଣିବା ପାଇଁ ପଢନ୍ତୁ ଏହି…

ବହୁବିବାହ ଏବଂ ହଲାଲା ମାମଲାରେ ସୁପ୍ରିମକୋର୍ଟରେ ଯାଚିକା ସବମିଟ୍ କରିଥିବା ଡା.ସମୀନାଙ୍କ କହିବାନୁସାରେ, “ମହାଗଠବନ୍ଧନ ନେତା ତିନ୍ ତଲାକ୍ ମାମଲାରେ ବାଧା ଉପୁଜାଉଛନ୍ତି । ରାହୁଲ ଗାନ୍ଧି ଯଦି ବିଲ୍ ପାସ୍ କରିବାରେ ସହଯୋଗ କରୁନାହାନ୍ତି ତେବେ ଏହାର ଅର୍ଥ ହେଉଛି ସେ ବହୁବିବାହକୁ ସମର୍ଥନ…