Daily Archives

June 25, 2018

ବିଦେଶରେ ଲାଗିବ ବାବାଙ୍କ ପ୍ରତିମୂର୍ତି ! ସ୍ୱାମୀ ବିବେକାନନ୍ଦଙ୍କ ପରେ ପ୍ରଥମ ଭାରତୀୟ ଭାବେ ସଂଗ୍ରହାଳୟରେ ଶୋଭା…

କନକ ବ୍ୟୁରୋ : ଯୋଗ ଗୁରୁ ରାମଦେବ ଖୁବ୍ ଶୀଘ୍ର ଲଣ୍ଡନର ମେଡାମ ତୁସାଦ ସଂଗ୍ରହାଳୟରେ ଯୋଗ କରୁଥିବା ନଜର ଆସିବେ । କାରଣ ଏହି ବିଶ୍ୱପ୍ରସିଦ୍ଧ ସଂଗ୍ରହାଳୟରେ ଯୋଗଗୁରୁ ରାମଦେବ ବାବାଙ୍କ ପ୍ରତିମୂର୍ତି ଲାଗିବ । ତେବେ ସ୍ୱାମୀ ବିବେକାନନ୍ଦଙ୍କ ପରେ ଏହା ପ୍ରଥମ ଭାରତୀୟ ସନ୍ଥର ପ୍ରତିମୂର୍ତି…

ସାମ୍ବାଦିକ ସୁଜାତ ବୁଖାରୀଙ୍କ ହତ୍ୟା ନେଇ ଜାମ୍ମୁ-କାଶ୍ମୀର ପୋଲିସର ବଡ ଖୁଲାସା : ପାକିସ୍ତାନରୁ ଦିଆଯାଇଥିଲା ସୁପାରୀ

କନକ ବ୍ୟୁରୋ : ବୁଖାରୀଙ୍କ ପାଇଁ ସୁପାରୀ ଦେଇଥିଲା ପାକିସ୍ତାନ । ସୁଜାତ୍ ବୁଖାରୀଙ୍କୁ ହତ୍ୟା କରିବାକୁ ସୀମା ସେପାଖରୁ ଆସିଥିଲା ନିର୍ଦ୍ଦେଶ । ଜାମ୍ମୁ କଶ୍ମୀରର ବରିଷ୍ଠ ସାମ୍ବାଦିକ ସୁଜାତ୍ ବୁଖାରୀ ହତ୍ୟା ମାମଲାରେ ସାମନାକୁ ଆସିଛି ଏପରି ଚାଂଚଲ୍ୟକର ତଥ୍ୟ । ହତ୍ୟାକାଣ୍ଡର ତଦନ୍ତ…

ଶୈଳଜା ମର୍ଡର ମିଷ୍ଟରୁ ହଟିଲା ପରଦା ! ପ୍ରେମ ପାଇଁ ବନ୍ଧୁପତ୍ନୀଙ୍କୁ ହତ୍ୟା କରିଥିଲେ ମେଜର, ଜାଣନ୍ତୁ କେମିତି…

କନକ ବ୍ୟୁରୋ : ପରକୀୟା ପ୍ରିତିରୁ ହତ୍ୟାକାଣ୍ଡ  । ଦିଲ୍ଲୀରେ ମେଜରଙ୍କ ପତ୍ନୀଙ୍କୁ ହତ୍ୟା ମାମଲାର ପର୍ଦ୍ଦାଫାଶ ହୋଇଛି । ଦିଲ୍ଲୀ କ୍ୟାଣ୍ଟନମେଂଟ୍ ଅଞ୍ଚଳରେ ମେଜର ଅମିତ ଦ୍ୱିବେଦୀଙ୍କ ପତ୍ନୀ ଶୈଳଜା ଦ୍ୱିବେଦୀ ପରକୀୟା ପ୍ରୀତି ସମ୍ପର୍କ ଜାରି ରଖିବାକୁ ମନା କରିବାରୁ ହତ୍ୟା କରିଥିବା…

ସାମ୍ନାକୁ ଆସିଲା ସୁନା ସ୍ମଗଲିଂର ସତ : ବିଦେଶରେ ଶସ୍ତା, ଭାରତରେ ମହଙ୍ଗା ଥିବାରୁ ବଢୁଛି କଳା ସୁନା ବେପାର

କନକ ବ୍ୟୁରୋ : ନିୟମିତ ବ୍ୟବଧାନରେ ଆସୁଛି ସୁନା ଚୋରା ଚାଲାଣର ଖବର । ଭୁବନେଶ୍ୱର ବିମାନବନ୍ଦର ଅର୍ନ୍ତଜାତୀୟ ମାନ୍ୟତା ପାଇବା ପରେ ଏହି ଧାରା ବେଶ ବଢ଼ିଯାଇଛି । ବିଦେଶରୁ ଆସୁଥିବା ଲକ୍ଷ ଲକ୍ଷ ଟଙ୍କାର ବେଆଇନ ସୁନା ଜବତ ହେଉଛି । ଅଭାବନୀୟ ଉପାୟ ଜରିଆରେ ବିଦେଶରୁ ସୁନା ଆସୁଛି । ବିଦେଶରୁ…

ସାଧାରଣ ନିର୍ବାଚନ ପାଇଁ ବାଜିଲା କି ବିଗୁଲ ? ପ୍ରସ୍ତୁତି ପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ମୁଖ୍ୟ ନିର୍ବାଚନ…

କନକ ବ୍ୟୁରୋ : ରାଜ୍ୟରେ ଆଗୁଆ ନିର୍ବାଚନ ନେଇ ପୁଣି ଜୋରଧରିଲା ଚର୍ଚ୍ଚା । ସାଧାରଣ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ପୁଣି ଏହି ପ୍ରସଙ୍ଗ ସାମ୍ନାକୁ ଆସିଛି । ଯଦିଓ ଜିଲ୍ଲାପାଳମାନଙ୍କୁ ଲେଖାଯାଇଥିବା ଚିଠିରେ ମାର୍ଚ୍ଚରୁ ମେ’ ମଧ୍ୟରେ ନିର୍ବାଚନ…

ଧାମନଗରର ନାଗବଂଶକୁ ନେଇ ବଢିଲା ରହସ୍ୟ : ତିନି ଦିନ ଭିତରେ ପ୍ରାୟ ଦେଢଶହ ନାଗ ସାପ ଉଦ୍ଧାର

କନକ ବ୍ୟୁରୋ : ଭଦ୍ରକ ଧାମନଗରର ନାଗବଂଶକୁ ନେଇ ବଢ଼ୁଛି ରହସ୍ୟ । ତିନି ଦିନ ଭିତରେ ଏହି ଅଂଚଳର ଦୁଇ ଜଣଙ୍କ ଘରୁ ପ୍ରାୟ ଦେଢଶହ ନାଗ ସାପ ଉଦ୍ଧାର କରାଗଲାଣି । ଆହୁରି ସାପ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ଧାମନଗରର ଏହି ଅଂଚଳରୁ ଏତେ ସଂଖ୍ୟାରେ ନାଗ ସାପ ମିଳିବା ନେଇ ରହସ୍ୟ ବଢିବାରେ…