Daily Archives

June 18, 2018

ଶିଶୁର ନାମକରଣ ପାଇଁ ହେଲା ନିର୍ବାଚନ ! ଲୋଡାହେଲା ବହୁମତ, ବାଲାଟ ପେପରରେ ପଡିଲା ଭୋଟ ।

ନିର୍ବାଚନକୁ ଗଣତନ୍ତ୍ରର ଏକ ବଡ ପର୍ବ ବୋଲି କୁହାଯାଇଥାଏ । କାହିଁକି ନା ନିର୍ବାଚିତ ହୋଇଥିବା ସରକାରଙ୍କ ଦ୍ୱାରା ହିଁ ଜନତାଙ୍କର ବିକାଶ କାର୍ଯ୍ୟ କରାଯାଇଥାଏ । ଗଣତନ୍ତ୍ରରେ ନିର୍ବାଚନ ଜରିଆରେ ସରକାର ଚୟନ କରାଯାଇଥାଏ । କିନ୍ତୁ ଗୋଟିଏ ପରିବାରରେ ନବଜାତ ଶିଶୁର ନାମକରଣ ପାଇଁ ନିର୍ବାଚନ…

ଦିଲ୍ଲୀ ସରକାର-ଉପରାଜ୍ୟପାଳ ଖଣ୍ଡଯୁଦ୍ଧକୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ କଡା ଟିପ୍ପଣୀ : ଉପରାଜ୍ୟପାଳଙ୍କ ବାସଭବନରେ…

କନକ ବ୍ୟୁରୋ : ନୂଆଦିଲ୍ଲୀରେ ହାଇଭୋଲଟେଜ ଡ୍ରାମା । ଆଇଏଏସ ଅଧିକାରୀଙ୍କ ଅଘୋଷିତ ଆନ୍ଦୋଳନ ପ୍ରତ୍ୟାହାର ଦାବିରେ ଉପରାଜ୍ୟପାଳ ଅନିଲ ବୈଜଲଙ୍କ ଘରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅନଶନଙ୍କୁ ନେଇ କଡା ଟିପ୍ପଣୀ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । କାହାରି ବାସଭବନ ଭିତରେ ଅନଶନ…

ଜମ୍ମୁ-କାଶ୍ମୀରରେ ଅସ୍ତ୍ରବିରତି ଅବଧି ଶେଷ ପରେ ଅପରେସନ ଅଲଆଉଟ ଆରମ୍ଭ : ସେନା ଗୁଳିରେ ୪ଆତଙ୍କବାଦୀ ନିହତ

କନକ ବ୍ୟୁରୋ : ପବିତ୍ର ରମଜାନ ମାସ ଶେଷ ହେବା ପରେ ଜମ୍ମୁକଶ୍ମୀର ଘାଟିରେ ପୁଣିଥରେ ଆରମ୍ଭ ହୋଇଛି ଅପରେସନ ଅଲଆଉଟ । ପ୍ରାୟ ଏକ ମାସ ହେବ ଅସ୍ତ୍ରବିରତୀ ଅବଧି ପାଳନ କରୁଥିଲା ଭାରତ । ତେବେ ଏହାରି ମଧ୍ୟରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢିବା ଯୋଗୁଁ ପୁଣି ଆରମ୍ଭ ହାଇଯାଇଛି ଅପରେସନ ।…

୭୦ ହଜାର ଟଙ୍କାର ସ୍ମାର୍ଟଫୋନ ପାଇପାରିବେ ମାତ୍ର ୧୦,୯୯୯ ଟଙ୍କାରେ ! ଫ୍ଲିପକାର୍ଟ ଆଣିଲା ବଡ ଅଫର ।

ଯଦି ନିକଟରେ ଆପଣ ମୋବାଇଲ କିଣିବାର କୌଣସି ଯୋଜନା କରୁଛନ୍ତି ତେବେ ଏହି ଖବର ଆପଣଙ୍କ ଅତ୍ୟନ୍ତ ଲାଭଦାୟକ ହେବ । ଫିଲ୍ପକାର୍ଟ ଆପଣଙ୍କ ପାଇଁ ଆଣିଛି ଏକ ବଡ ଅଫର । ଫିଲ୍ପକାର୍ଟର ସୁପର ଭେଲ୍ୟୁ ସପ୍ତାହ ଆରମ୍ଭ ହୋଇଯାଇଛି । ଏହି ଅଫର ଆଜିଠାରୁ ଅର୍ଥାତ ଜୁନ ୧୮ ତାରିଖରୁ ଆରମ୍ଭ ହୋଇ ଜୁନ ୨୪…

ସାମ୍ନାକୁ ଆସିଲା ଚିଲିକାରେ ଡଙ୍ଗା ବୁଡିଯିବା ପୂର୍ବର ଭିଡିଓ : ଶେଷ ରଜରେ ଖୁସି ମନରେ ବାଲୁଗାଁରୁ କାଳିଜାଈ ଅଭିମୁଖେ…

କନକ ବ୍ୟୁରୋ : ମୃତ୍ୟୁ କାହାପାଇଁ କେତେବେଳେ କେମିତି ଆସେ କହିବା ମୁସ୍କିଲ । ମଝି ଚିଲିକାରେ ଯାହା ଘଟିଗଲା ତାହା ଅତ୍ୟନ୍ତ ହୃଦୟ ବିଦାରକ । ହେଲେ ବୋଟରେ ଯାତ୍ରା କରୁଥିବା ଯାତ୍ରୀ ଯାତ୍ରା ସମୟରେ କେବେ ବି ମୃତ୍ୟୁ ଏପରି ଆସିବ ବୋଲି ଭାବିନଥିଲେ । ବେଶ୍ ଆନନ୍ଦର ସହ ସମସ୍ତ ଯାତ୍ରୀ ସାମିଲ…

ଆପଣଙ୍କ ଶରୀରର ଫିଟନେସ୍ ସମ୍ପର୍କରେ ସୂଚନା ଦେବ ସାର୍ଟ ! କମ୍ପ୍ୟୁଟର ଭଳି ସଂରକ୍ଷଣ କରିବ ଡାଟା ।

ସମ୍ପ୍ରତ୍ତି ସମୟରେ ଅନେକ ଜ୍ଞାନକୌଶଳ ବଳରେ ଅସମ୍ଭବ କାମକୁ ମଧ୍ୟ ସମ୍ଭବ କରିହେଉଛି । ଏପରିକି ଉନ୍ନତ୍ତ କୌଶଳ ବଳରେ ଅନେକ କାମ ବହୁତ ଅଳ୍ପ ସମୟ ମଧ୍ୟରେ ସମ୍ପାଦନ ହୋଇପାରୁଛି । ଏପରିକି ବିଭିନ୍ନ କ୍ଷେତ୍ରରେ ଜ୍ଞାନକୌଶଳ ବଳରେ ଅନେକ ସଫଳତା ମିଳିଥିବାର ଉଦାହରଣ ମଧ୍ୟ ରହିଛି । ତେବେ ଓହିଓ…