Daily Archives

June 18, 2018

୨୦୧୯ ନିର୍ବାଚନ ପୂର୍ବରୁ ଶକ୍ତି ଗୋଟାଉଛି କଂଗ୍ରେସ : ରାଜ୍ୟସଭା ଉପାଧ୍ୟକ୍ଷ ପଦ ଦେଇ ବିଜେଡିକୁ ମନାଇବା ଫର୍ମୁଲା ଉପରେ…

କନକ ବ୍ୟୁରୋ : ପୁଣି ଜାତୀୟ ଗଣମାଧ୍ୟମରେ ବିଜେଡିକୁ ନେଇ ଚର୍ଚ୍ଚା । ଦିଲ୍ଲୀରେ ମମତା ବାନାର୍ଜୀଙ୍କୁ ଅହମ୍ମଦ ପଟେଲ ଭେଟିବା ପରେ ଏହି ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି ୨୦୧୯ ପୂର୍ବରୁ ଶକ୍ତି ସଂଗ୍ରହ କରୁଛି କଂଗ୍ରେସ । ଯେଉଁଥିପାଇଁ ଆଂଚଳିକ ଦଳଗୁଡିକର ସମର୍ଥନ ଜରୁରୀ ହୋଇପଡିଛି । ବିଶେଷ…

ଓଡ଼ିଆ ଝିଅଙ୍କ କମାଲ : ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ଅତିକ୍ରମ କରି ପାୟଲ ଓ ଗୀତାଞ୍ଜଳୀ ପାଲଟିଲେ ଓଡିଶାର ‘ପ୍ୟାଡ…

କନକ ବ୍ୟୁରୋ : ଅକ୍ଷୟ କୁମାରଙ୍କ ପ୍ୟାଡ଼ମ୍ୟାନ ସିନେମା ସମସ୍ତେ ଦେଖିଥିଲେ ନିଶ୍ଚୟ । ଯେଉଁଥିରେ ରହିଛି ଅନେକ ମଜାଦାର ଦୃଶ୍ୟ ସହିତ ସଚେତନତାର ବାର୍ତ୍ତା । ବଲିଉଡରେ ପ୍ରଥମ ଥର ପାଇଁ ଏଭଳି ଫିଲ୍ମ ନିର୍ମାଣ କରାଯାଇଛି ଯାହା ବିଷୟରେ ସମସ୍ତେ ଜାଣନ୍ତି କିନ୍ତୁ ସେ ବିଷୟରେ କଥା ହେବାକୁ ସଙ୍କୋଚ…

ଏଭରେଷ୍ଟ ପାଲଟୁଛି ଅଳିଆଗଦା ! ପର୍ବତାରୋହୀଙ୍କ ବର୍ଜ୍ୟରେ ମଳିନ ହେଉଛି ବିଶ୍ୱର ସର୍ବୋଚ୍ଚ ଗିରିଶୃଙ୍ଗ ।

ବିଶ୍ୱର ସର୍ବୋଚ୍ଚ ଗିରିଶୃଙ୍ଗ ମାଉଣ୍ଟ ଏଭରେଷ୍ଟ ଏବେ ଅଳିଆ ଗଦାରେ ପରିଣତ ହୋଇଗଲାଣି । ଦିନକୁ ଦିନ ମାଉଣ୍ଟ ଏଭରେଷ୍ଟରେ ଗୋଟିଏ ପରେ ଗୋଟିଏ ଇତିହାସ ଲେଖାଯାଉଛି । କିନ୍ତୁ ପର୍ବତାରୋହୀମାନେ ପଛରେ ଛାଡି ଆସୁଛନ୍ତି ଅନେକ ବର୍ଜ୍ୟବସ୍ତୁ । ଯାହାକୁ ନେଇ ଏବେ ଚିନ୍ତାରେ ପଡିଛନ୍ତି ପରିବେଶ…

ଆଗାମୀ ୭ଦିନ ଯାଏଁ ତାତିରୁ ତ୍ରାହି ନାହିଁ : ଲଗାତର ତୃତୀୟ ଦିନ ପାଇଁ ଭୁବନେଶ୍ୱର ସବୁଠାରୁ ଉତ୍ତପ୍ତ ସହର

କନକ ବ୍ୟୁରୋ : ଆହୁରି ତାତିବ ଓଡିଶା । ଉପକୂଳରୁ ପଶ୍ଚିମ, ଆହୁରି ସପ୍ତାହେ ଯାଏଁ ତାତିରୁ ତ୍ରାହି ମିଳିବନି । ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ଗୁଳୁଗୁଳି ଜାରି ରହିଛି । ଲଗାତର ଦ୍ୱିତୀୟ ଦିନ ପାଇଁ ରାଜଧାନୀ ଭୁବନେଶ୍ୱର ହୋଇଛି ରାଜ୍ୟର ସବୁଠୁ ଉତ୍ତପ୍ତ ସହର । ପାଣିପାଗ…

ଛାତିରୁ ଜାମୁ ଡାଳ ବାହାରିବା ପରେ ସୁସ୍ଥ ହୋଇ ଘରକୁ ଫେରିଲେ କେନ୍ଦୁଝରର ବିଷ୍ଣୁ : ଗଛରୁ ପଡି ଗୁରୁତର ଅବସ୍ଥାରେ…

କନକ ବ୍ୟୁରୋ : ନୂଆ ଜୀବନ ପାଇ ଘରକୁ ଫେରିଛନ୍ତି କେନ୍ଦୁଝରର ବିଷ୍ଣୁ ମହାକୁଡ । ୧୮ ଦିନର ସଂଘର୍ଷ ପରେ କଟକ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି ୧୩ ବର୍ଷୀୟ ବିଷ୍ଣୁ । ଜାମୁକୋଳି ଗଛରୁ ପଡିଯିବା ପରେ ତାଙ୍କ ଛାତି ଭିତରେ ପଶି ଯାଇଥିଲା ଜାମୁ ଡାଳ । ବିରଳ ଅପରେସନ୍ ଓ ଡାକ୍ତରଙ୍କ ଆକ୍ଳାନ୍ତ…

ଔଷଧର ଷ୍ଟ୍ରିପ ଉପରେ ଥିବା ଏହି ନାଲି ରଙ୍ଗର ପଟିର ଅର୍ଥ କ’ଣ ? ଜାଣନ୍ତୁ, ନଚେତ୍ ହୋଇପାରେ ଏହି ସମସ୍ୟା

ସାଧାରଣତଃ ଛୋଟ ଛୋଟ ସ୍ୱାସ୍ଥ୍ୟ ସମସ୍ୟା ହେବା ଦ୍ୱାରା ଅଧିକାଂଶ ଲୋକ ଡାକ୍ତରଙ୍କ ପାଖକୁ ଯିବା ବଦଳରେ ମେଡିକାଲ ଷ୍ଟୋର ଯାଇ ଔଷଧ କିଣି ଆଣନ୍ତି । ବେଳେବେଳେ ଔଷଧ ଦୋକାନୀ ଏମିତି ଔଷଧ ଦେଇଦିଅନ୍ତି, ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ଯଦି ଆପଣ ବି ଏମିତି କରୁଛନ୍ତି,…