Daily Archives

May 31, 2018

ଛାତ୍ରଛାତ୍ରୀଙ୍କ ଏକାଗ୍ରତାକୁ କମାଇବାରେ ଥାଏ ଏହି ଇଲେକଟ୍ରୋନିକ ଯନ୍ତ୍ରର ହାତ! କେମିତି ଜାଣନ୍ତୁ ।

ଅଧିକ ସମୟ ଟିଭି ଦେଖିଲେ ତାହା କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରିବା ସହ ଛାତ୍ରଛାତ୍ରୀଙ୍କ ପାଇଁ କ୍ଷତିକାରକ ହୋଇଥାଏ । ଏହା ଆମେ ନିଜେ କହୁ ନାହୁଁ ବରଂ ଏଭଳି ମତ ବ୍ୟକ୍ତ କରିଛନ୍ତି କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ । ଅଧିକାଂଶ ସମୟ ଟିଭି ଦେଖୁଥିବା କିଛି ବ୍ୟକ୍ତି ଏବଂ…

ଅପରାଧୀ ଗୋଡରେ ପୋଲିସ ଗୁଳି : କେନ୍ଦ୍ରାପଡାରେ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରତାପ ଓରଫ ବିଭୁକୁ ଏନକାଂଉଟର

କନକ ବ୍ୟୁରୋ : ପ୍ରତାପ ଗୋଡରେ ପୁଲିସ ଗୁଳି । କେନ୍ଦ୍ରାପଡାରେ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରତାପ ସାହୁ ଓରଫ ବିଭୁକୁ ଏନକାଉଂଟର । ଗତକାଲି ବିଳମ୍ବିତ ରାତିରେ ପୁଲିସ ବିଭୁ ଉପରକୁ ଗୁଳି ଚାଳନା କରିଥିଲା । ପ୍ରତାପର ଦୁଇଟି ଗୋଡରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାକୁ ମେଡିକାଲରେ ଭର୍ତ୍ତି…

ସ୍ପା ସେଂଟରରୁ ଥାଇଲାଣ୍ଡ ଯୁବତୀ ଧରାପଡିବା ଘଟଣା : ଖୁବ ଶୀଘ୍ର ଦେଶ ଛାଡିବାକୁ ଥାଇଲାଣ୍ଡ ଯୁବତୀଙ୍କୁ ନିର୍ଦ୍ଦେଶ

କନକ ବ୍ୟୁରୋ : ଭୁୁବନେଶ୍ୱର ସ୍ପା ସେଂଟରରୁ ଧରାପଡିଥିବା ୮ ଜଣ ଥାଇଲାଣ୍ଡ ଯୁବତୀଙ୍କୁ ଶୀଘ୍ର ଦେଶ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ସନ୍ଧ୍ୟାସୁଦ୍ଧା ଦେଶ ଛାଡିବାକୁ ଭୁବନେଶ୍ୱର ଡିସିପି ନୋଟିସ ଦେଇଛନ୍ତି । ଚଳିତମାସ ୧୯ ତାରିଖରେ ଭୁବନେଶ୍ୱରରୁ ହାଇପ୍ରୋଫାଇଲ ସେକ୍ସ ରାକେଟ ଠାବ ହୋଇଥିଲା…

ଅଧିକ ସମୟ ଖରାରେ ବୁଲିବା ପରେ ଶରୀର ପୋଡାଜଳା କରୁଛି କି ? ସାବଧାନ ଆପଣ ଚର୍ମ କର୍କଟ ସମସ୍ୟାରେ ପଡିନାହାନ୍ତି ତ ?

ରୋଗ ବ୍ୟାଧି ଜୀବନର ଅନ୍ୟ ଏକ ବନ୍ଧୁ । ଯାହା କେବେ ମଧ୍ୟ ପିଛା ଛାଡ଼େନି । ତାହା ଛୋଟ ହେଉ କିମ୍ବା ବଡ଼ । ଏହା ପ୍ରତ୍ୟେକଙ୍କୁ କେବେ ନା କେବେ ହୋଇଥାଏ । ପୂର୍ବରୁ ସେ ସବୁର ପ୍ରତିରୋଧ କରାଯାଉଛି । ତେବେ ଆସନ୍ତୁ ଜାଣିବା ଚର୍ମ କର୍କଟ ରୋଗର କାରଣ ଏବଂ ନିରାକରଣ ସଂପର୍କରେ ।ସାଧାରଣତଃ ଅଧିକ…

ଲଗାତାର ଦ୍ୱିତୀୟ ଲାଗି କମିଲା ତେଲ ଦର : ପେଟ୍ରୋଲ ୭ ପଇସା ଓ ଡିଜେଲ ୫ ପଇସା ଶସ୍ତା

କନକ ବ୍ୟୁରୋ : ଲଗାତାର ଦ୍ୱିତୀୟ ଲାଗି ଠକିଗଲେ ଜନତା । ପେଟ୍ରୋଲ ଓ ଡିଜେଲ ଦର ଗତକାଲି ୧ ପଇସା କମିଥିବାବେଳେ ଆଜି ବି ଦର ସାମାନ୍ୟ କମିଛି । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୭ ପଇସା କମିଥିବାବେଳେ ଡିଜେଲ ୫ ପଇସା ଶସ୍ତା ହୋଇଛି । ଏହାଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଚ୍ଛା ୭୭…

ଆଡଭାଇଜରି ଜାରି ପରେ ବି ଥମୁନି ପିଲାଚୋରି ଆତଙ୍କ ! ଓଡିଶା ଛତିଶଗଡ ସୀମାନ୍ତରେ ମାରଣାସ୍ତ୍ର ଧରି ରାତିରେ ବୁଲୁଛନ୍ତି…

କନକ ବ୍ୟୁରୋ : ଆଡଭାଇଜରି ଜାରି ପରେ ବି ଥମୁନି ପିଲା ଚୋରି ଆତଙ୍କ । ଗାଁକୁ ଗାଁ ଏବେ ଏହା ବ୍ୟାପୀବାରେ ଲାଗିଛି । ଓଡିଶା ଛତିଶଗଡ ସୀମାନ୍ତରେ ମାରଣାସ୍ତ୍ର ଧରି ରାତିରେ ବୁଲୁଛନ୍ତି ଠେଙ୍ଗାବାହିନୀ । ରାତି ତମାମ ଏମାନେ ଜଗି ରହୁଛନ୍ତି । ଯଦି କେହି ଅଜଣା ବ୍ୟକ୍ତି ଗାଁକୁ ଆସୁଛନ୍ତି ତାଙ୍କୁ…