କନକବ୍ୟୁରୋ:ଔପଦା ପାହାଡ ଉପରେ ୩ ମୃତଦେହ ଠାବ ହୋଇଛି । ବରପଦା ଗାଁ ନିକଟ ପାହାଡରୁ ମୃତଦେହ ଠାବ ହୋଇଛି । ଗୁଣିଗାରେଡି ସନ୍ଦେହରେ ୩ ଜଣଙ୍କୁ ହତ୍ୟା କରାଯାଇଥିବା ସୁଚନା ମିଳିଛି । ଗତ ରବିବାର ରାତିରୁ ୩ଜଣ ଥିଲେ ନିଖୋଜ । ଔପଦା ଥାନାରେ ୬ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
ଔପଦା ପାହାଡ ଉପରେ ୩ ମୃତଦେହ ଠାବ, ଗୁଣିଗାରେଡି ସନ୍ଦେହରେ ୩ ଜଣଙ୍କୁ ହତ୍ୟା
/kanak/media/post_attachments/wp-content/uploads/2024/07/deadbody.jpg)