ଔପଦା ପାହାଡ ଉପରେ ୩ ମୃତଦେହ ଠାବ, ଗୁଣିଗାରେଡି ସନ୍ଦେହରେ ୩ ଜଣଙ୍କୁ ହତ୍ୟା

116

କନକବ୍ୟୁରୋ:ଔପଦା ପାହାଡ ଉପରେ ୩ ମୃତଦେହ ଠାବ ହୋଇଛି । ବରପଦା ଗାଁ ନିକଟ ପାହାଡରୁ ମୃତଦେହ ଠାବ ହୋଇଛି । ଗୁଣିଗାରେଡି ସନ୍ଦେହରେ ୩ ଜଣଙ୍କୁ ହତ୍ୟା କରାଯାଇଥିବା ସୁଚନା ମିଳିଛି । ଗତ ରବିବାର ରାତିରୁ ୩ଜଣ ଥିଲେ ନିଖୋଜ । ଔପଦା ଥାନାରେ ୬ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।