ଫଳାଫଳକୁ ନେଇ ସମ୍ବଲପୁର ବିଜେଡିରେ ଫାଟ : ପରାଜୟ ପାଇଁ ପରସ୍ପରକୁ ଦୋଷ ଦେଲେ ନେତା

24

କନକ ବ୍ୟୁରୋ : ସମ୍ବଲପୁରରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ବିଜେଡି ହାରିବା ପରେ ଦଳୀୟ କନ୍ଦଳ ପଦାକୁ ଆସିଛି । ବିଜେଡି ବିବାଦ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଅନ୍ୟପଟେ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ପରାଜୟ ପାଇଁ ସମ୍ବଲପୁର ବିଧାୟିକା ଓ ଜିଲ୍ଲାସଭାପତିଙ୍କୁ ଟାର୍ଗେଟ କରିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –