ଦାମଙ୍କ ଗଡରେ କାହିଁକି ଫୁଟିଲା ପଦ୍ମ ! ମନ୍ତ୍ରୀ କହିଲେ, ଲୁଣି ଅଂଚଳରେ ଛତିଶଗଡରୁ କେହି ଆଣି ପକାଇଦେଲା

81

କନକ ବ୍ୟୁରୋ : ଦାମଙ୍କ ଛତିଶଗଡ ପଦ୍ମ ଉପାଖ୍ୟାନ । ପଂଚାୟତ ନିର୍ବାଚନରେ ଦାମଙ୍କ ଅଂଚଳରେ ପଦ୍ମ ଫୁଟିବା ନେଇ ପ୍ରତିକିୟା ରଖିଛନ୍ତି ମନ୍ତ୍ରୀ ଦାମୋଦର ରାଉତ । କହିଛନ୍ତି ତାଙ୍କ ଅଂଚଳ ଲୁଣି ଅଂଚଳ । ସେଠି ପଦ୍ମ ଫୁଟେନି । ତେବେ ତାଙ୍କ ଅଂଚଳରେ କେହି ଛତିଶଗଡରୁ ପଦ୍ମ ଆଣି ପକାଇଦେଇଛନ୍ତି । ସେଥିପାଇଁ ପଦ୍ମ ଫୁଟିଛି । ଏହା ସହ ପଦ୍ମ ଉପରେ ଲକ୍ଷ୍ମୀ ବସିଛନ୍ତି । ତେଣୁ ତାକୁ ଲୋକମାନେ ଘରକୁ ନେଇ ଯାଇଛନ୍ତି ।