Daily Archives

March 15, 2020

ଏମିତି ସାଙ୍ଗ ଭାଗ୍ୟରେ ଥିଲେ ମିଳେ । ପରିବାର ଲୋକ ଭୁଲି ଯାଇଥିଲେ, ସାଙ୍ଗ କିନ୍ତୁ ମନେ ରଖିଥିଲେ । ହସ୍ପିଟାଲ ବେଡରେ…

କନକ ବ୍ୟୁରୋ : ସାଙ୍ଗଙ୍କ ସହ ଜନ୍ମଦିନ ପାଳିଲେ ଶ୍ରୀଜିତ୍ । କେକ୍ କଟା ହେଲା, ଚକଲେଟ, ଜଳଖିଆ ଚା’ ବଣ୍ଟା ହେଲା । ସାଙ୍ଗଙ୍କ ସହ ବେଶ କିଛି ସମୟ ଚାଲିଲା ହସ ମଜା । ଜନ୍ମ ଦିନର ଶୁଭେଚ୍ଛା ଜଣାଇବା ସହ କିଏ ଶ୍ରୀଜିତଙ୍କ ମୁଣ୍ଡକୁ ଆଉଁସି ଦଉଥିଲା ତ ପୁଣି କିଏ ପିଠିରେ ହାତ ବୁଲାଇ ଆଣୁଥିଲା ।…

କରୋନା ମୁକାବିଲା ପାଇଁ ବଡ଼ ପଦକ୍ଷେପ । ଆସନ୍ତାକାଲି ଠାରୁ ବନ୍ଦ ରହିବ କଟକ ଓ ଭୁବନେଶ୍ୱରର ସମସ୍ତ ମଲ, ମାର୍ଚ୍ଚ ୩୧…

କନକ ବ୍ୟୁରୋ : କରୋନା ସର୍ତକତା ନେଇ କମିଶନରେଟ ପୋଲିସର ବଡ ପଦକ୍ଷେପ । ଆସନ୍ତାକାଲି ଠାରୁ ଟ୍ୱିନସିଟିର ସମସ୍ତ ମଲ ବନ୍ଦ କରିବାକୁ ନିର୍ଦ୍ଦେଶ । ମାର୍ଚ୍ଚ ୧୬ରୁ ଆସନ୍ତା ୩୧ ମାର୍ଚ୍ଚ ଯାଏଁ ଭୁବନେଶ୍ୱର ଓ କଟକର ସମସ୍ତ ମଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅର୍ବାନ ପୋଲିସ ଆକ୍ଟ ଧାରା…

କରୋନା ସତର୍କତା : ଗଞ୍ଜାମରେ ୧୪୪ ଧାରା, ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

କନକ ବ୍ୟୁରୋ : କରୋନାକୁ କିଭଳି ମୁକାବିଲା କରାଯାଇପାରିବ ସେ ନେଇ ତତ୍ପର ହୋଇଉଠିଛନ୍ତି ରାଜ୍ୟର ସମସ୍ତ ଜିଲ୍ଲାପ୍ରଶାସନ । କରୋନାର କୌଣସି ଔଷଧ ବାହାରି ନଥିବାରୁ ସ୍ୱାସ୍ଥ୍ୟମନ୍ତ୍ରାଳୟର ନିର୍ଦ୍ଦେଶାବଳୀ ଅନୁଯାୟୀ କିଭଳି ଆୟତରେ ରଖାଯାଇପାରିବ ସେଥିପାଇଁ ବିଶେଷ ପଦକ୍ଷେପ ନେଇଛନ୍ତି ।…

ନବରଙ୍ଗପୁରରେ କରୋନା ଗୁଜବ : ଅନ୍ଧାର ରାତିରେ ମନ୍ଦିରରେ ଭକ୍ତଙ୍କ ଭିଡ . . ଗୋଟିଏ ସନ୍ତାନ ଥିବା ପରିବାର ଶିବ ପୂଜା…

କନକ ବ୍ୟୁରୋ : କରୋନାରୁ ମୁକ୍ତି ପାଇବା ପାଇଁ ଅନେକ ସ୍ଥାନରେ ପୂଜା କର୍ମ ଆଦି କରାଯାଉଛି । କେଉଁଠି ଗୁଜବ ଶୁଣି ଶିବମନ୍ଦିରରେ ଲୋକଙ୍କ ଭିଡ ଜମୁଛି ତ ଆଉ କେଉଁଠି ଲୋକେ ସଂକୀର୍ତ୍ତନ କରୁଛନ୍ତି । କିନ୍ତୁ ଏଠାରେ ଲୋକେ ଜାଣି ରଖିବା ଉଚିତ ସଚେତନତା ଓ ସତର୍କତା ହିଁ ଆପଣଙ୍କୁ ସୁସ୍ଥ ରଖିବ ।…

ପର୍ଯ୍ୟଟକଙ୍କୁ ବିଶ୍ୱପ୍ରସିଦ୍ଧ କୋଣାର୍କ ମନା : ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ…

କନକ ବ୍ୟୁରୋ : ଖାଲି ପୁରୀ ଶ୍ରୀମନ୍ଦିର କାହିଁକି ରାଜ୍ୟର ଅନ୍ୟ ମନ୍ଦିରମାନଙ୍କରେ ମଧ୍ୟ ଜାରି ହୋଇଛି କରୋନା କଟକଣା । କେବଳ ମନ୍ଦିର ନୁହେଁ, ଅନେକ ପ ର୍ଯ୍ୟଟନ ସ୍ଥଳୀରେ ମଧ୍ୟ କରୋନା ସତର୍କତା ଜାରି ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ କରୋନାର ମୁକାବିଲା ପାଇଁ ଅଂଟା ଭିଡିଛି ଜିଲ୍ଲା ପ୍ରଶାସନ ।…

କଟକଣା ଭିତରେ ହେବ ଜଗା ଦର୍ଶନ : କରୋନା ପାଇଁ ଛତିଶା ନିଯୋଗ ବୈଠକରେ ବଡ ନିଷ୍ପତ୍ତି . . . . ଭିତର କାଠ ଦର୍ଶନ ବନ୍ଦ,…

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିରରେ କରୋନା କଟକଣା । ଭକ୍ତ ଏବଂ ସେବାୟତମାନଙ୍କୁ କିପରି କରୋନା ସଂକ୍ରମଣ ନହେବ ସେନେଇ ଛତିଶାନିଯୋଗ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ବଡ କଥା ହେଲା, ଶ୍ରୀମନ୍ଦିରରେ ପୂଜା ବେଳେ ମାସ୍କ ପିନ୍ଧିବେ ଶ୍ରୀମନ୍ଦିର ସେବାୟତ । ଅରୁଣ ସ୍ତମ୍ଭ ଓ ଗରୁଡ…