Daily Archives

February 25, 2020

ବାଲେଶ୍ୱରର ‘ବୋଇତାଳୁ’ ହୋଟେଲ । ପନ୍ଦର ଟଙ୍କା ଦେଲେ ମିଳୁଛି ପେଟପୂରା ଖାଇବା । ଭୋଜନ ବେଳେ ଭଜନ ବାଜୁଛି, ନିଆରା…

କନକ ବ୍ୟୁରୋ: ଭଜନ ଶୁଣିବେ, ଭୋଜନ କରିବେ । ହାଲକା ଗୀତର ତାଳେତାଳେ ହୋଟେଲ ଭିତରେ ଖାଇବେ ଗ୍ରାହକ । ଶୁଦ୍ଧ ନିରାମିଶ ଖାଦ୍ୟ ପରଷିବା ସହ ଭୋଜନ ବେଳେ ମନ ଶୁଦ୍ଧି ପାଇଁ ହୋଟେଲରେ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ଶସ୍ତା, ସୁନ୍ଦର ସାଙ୍ଗକୁ ପେଟ ଆଉ ପକେଟକୁ ସୁଆଇଲା ଭଳି ଖାଦ୍ୟ ମିଳୁଥିବାରୁ…

କ୍ୟାମେରା ରୋକିବ କପି: ସିସିଟିଭି ନଜରରେ ରହିବ ସବୁ ପରୀକ୍ଷା କେନ୍ଦ୍ର । ଯୁକ୍ତ ୨ ପରୀକ୍ଷାରେ ବିଭ୍ରାଟ ନହେବାକୁ…

କନକ ବ୍ୟୁରୋ: ସିସିଟିଭି ନଜରରେ ରହିବ ସବୁ ପରୀକ୍ଷା କେନ୍ଦ୍ର । ଯେଉଁ ଭୁଲ ମାଟ୍ରିକ ବେଳେ ହେଲା ତାହା ପ୍ଲସ ଟୁ ପରୀକ୍ଷାରେ ଆଉ ହେବନି । ସମସ୍ତ ସେଣ୍ଟରରେ କପି ଜଗିବ ସିସିଟିଭି । ଆସନ୍ତା ମାର୍ଚ୍ଚ ୩ ତାରିଖରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ସମସ୍ତ ପରୀକ୍ଷା କେନ୍ଦ୍ରରେ…

ଫେରିଗଲେ ଡୋନାଲ୍ଡ ଟ୍ରମ୍ପ । ଦୁଇ ଦିନିଆ ଭାରତ ଗସ୍ତ ସାରି ଆମେରିକା ଫେରିଗଲେ ଟ୍ରମ୍ପଙ୍କ ପୂରା ପରିବାର । 

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୨ ଦିନିଆ ଭାରତ ଗସ୍ତ ଶେଷ ହୋଇଛି । ଭାରତ ଛାଡି ଆଜି ଆମେରିକା ଫେରିଯାଇଛନ୍ତି ଟ୍ରମ୍ପଙ୍କ ପୂରା ପରିବାର । ଆଉ ସାଙ୍ଗରେ ନେଇଯାଇଛନ୍ତି ଅନେକ ସ୍ମୃତି । ଗସ୍ତର ଶେଷ ଭାଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଆୟୋଜିତ…

ଅଟୋ ଚଳାଇ ସ୍ତ୍ରୀର ସ୍ୱପ୍ନ ପୂରା କଲେ ସ୍ୱାମୀ । ଅଭାବ ଅନଟନ ଭିତରେ କଠିନ ପରିଶ୍ରମ କରି ସ୍ତ୍ରୀଙ୍କୁ ଡାକ୍ତର କଲେ…

କନକ ବ୍ୟୁରୋ : ନିଜର ଇଚ୍ଛା ଓ ଆତ୍ମବିଶ୍ୱାସ ବଳରେ ଅନେକ ଅସମ୍ଭବ କାମ ସମ୍ଭବ ହୋଇଥିବାର ଅନେକ ଉଦାହରଣ ଆମେ ପୂର୍ବରୁ ଦେଖିଛେ । ଏମିତି ଆଉ ଏକ ଘଟଣା ରାଜସ୍ଥାନର ଚୋମୁରୁ ସାମ୍ନାକୁ ଆସିଛି । ଆଠବର୍ଷ ବୟସରେ ବିବାହ ହୋଇଯାଇଥିବା ରୁପା ଯାଦବ ପିଲାଟି ବେଳରୁ ଡାକ୍ତର ହେବାର ସ୍ୱପ୍ନ ଦେଖିଥିଲେ…

ଦିଲ୍ଲୀରେ ଭୟଙ୍କର ହେଉଛି ହିଂସାକାଣ୍ଡ । ନାଗରିକତା ନିଆଁରେ ଗଲା ୧୩ ଜୀବନ । ପରିସ୍ଥିତି ଅସମ୍ଭାଳ ହେବାରୁ…

କନକ ବ୍ୟୁରୋ: ଦିଲ୍ଲୀ ଜଳୁଛି, ଚିନ୍ତା ବଢୁଛି । ଉତ୍ତର-ପୂର୍ବ ଦିଲ୍ଲୀରେ ନାଗରିକତା ନିଆଁ ହୁତୁହୁତୁ ହୋଇ ଜଳୁଥିବା ବେଳେ ହିଂସାକାଣ୍ଡ ଭୟଙ୍କର ରୂପ ନେଇଛି । ସ୍ଥିତି ଏମିତି ହୋଇଛି ଯେ ଚାରିଆଡେ ନିଆଁ ଜଳୁଛି, ଭଙ୍ଗାରୁଜା ହେଉଛି । ଆଉ ସାଧାରଣ ଲୋକଙ୍କୁ ରାସ୍ତା ମଝିରେ ଗୋଡେଇ ଗୋଡେଇ…