Daily Archives

February 25, 2020

ଓଡି଼ଶାରେ ଦିଦି । ଭୁବନେଶ୍ୱରରେ ପହଞ୍ଚିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ, ବିମାନବନ୍ଦରରୁ ସିଧା ପୁରୀ ଗଲେ ମମତା ।

କନକ ବ୍ୟୁରୋ : ଓଡି଼ଶାରେ ଦିଦି । ଭୁବନେଶ୍ୱରରେ ମମତା ବାନାର୍ଜୀ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କିଛି ସମୟ ତଳେ ଭୁବନେଶ୍ୱରରେ ପହଁଚିଛନ୍ତି । ବିମାନ ବନ୍ଦରରୁ ସିଧାସଳଖ ସେ ପୁରୀ ଯାଇଛନ୍ତି । ପୁରୀରେ ମମତାଙ୍କ ମହାପ୍ରଭୁଙ୍କୁ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି । କିଛି…

ପ୍ରତିଶ୍ରୁତି ଦେଇ ଫେରିଲେନି… ହୋଲିରେ ଘରକୁ ଆସିବେ ବୋଲି କହିଥିଲେ, ହେଲେ ଆସିବା ଆଗରୁ ହିଂସାକାଣ୍ଡରେ ଆଖି…

କନକ ବ୍ୟୁରୋ: ସୋମବାର ଉତ୍ତର-ପୂର୍ବ ଦିଲ୍ଲୀରେ ନାଗରିକତା ଆଇନ ସପକ୍ଷବାଦୀ ଓ ବିରୋଧୀଙ୍କ ମଧ୍ୟରେ ହୋଇଥିବା ଦଙ୍ଗାରେ ଏଯାବତ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ହିଂସାରେ ଦିଲ୍ଲୀ ପୁଲିସର ହେଡ କନେଷ୍ଟବଳ ରତନ ଲାଲ ସହିଦ ହୋଇଥିବା ବେଳେ ଡିସିପି ଅମିତ ଶର୍ମା ବି ଗୁରୁତର ଭାବେ…

ସ୍ତ୍ରୀହନ୍ତା କର୍ଣ୍ଣେଲକୁ ଆଜୀବନ ସଜ୍ଜା । ୨୦୧୩ରେ ପତ୍ନୀଙ୍କୁ ୩୦୦ ଖଣ୍ଡ କରି ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଥିଲେ…

କନକ ବ୍ୟୁରୋ: ନିଜ ପତ୍ନୀଙ୍କୁ ୩୦୦ଖଣ୍ଡ କରି ହତ୍ୟା କରିଥିବା କର୍ଣ୍ଣେଲଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ସମସ୍ତ ତଥ୍ୟ ପ୍ରମାଣକୁ ଆଧାର କରି ଖୋର୍ଦ୍ଧା ଜିଲ୍ଲା ଦୌରାଜଜ କର୍ଣ୍ଣଲ ସୋମନାଥ ପରିଡାଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । ଭାରତୀୟ ଦଣ୍ଡବିଧି ଆଇନ୍ର ଧାରା ୩୦୨…

ଦିନରେ ସୃଷ୍ଟି ହେଲା ରାତିର ଭ୍ରମ ! ଝିପି ଝିପି ବର୍ଷା ସହ ଆକାଶରେ ଢ଼ାଙ୍କିଗଲା କଳା ବାଦଲ…ପାଣିପାଗ କେନ୍ଦ୍ରର…

କନକ ବ୍ୟୁରୋ: ରାଜ୍ୟରେ ଶୀତ ଯାଇ ଧିରେ ଧିରେ ଖରା ଆସୁଥିବା ବେଳେ ଆଜି ହଠାତ୍ ପାଣିପାଗ ବଦଳିଯାଇଥିଲା । ଦିନ ପ୍ରାୟ ୧୦ଟାରେ ଚାରିଆଡେ ମେଘ ଢାଙ୍କି ହୋଇ ଅନ୍ଧାର ହୋଇଯାଇଥିଲା । ଆଜି ସୋନପୁରରେ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ଆହୁରି ୨୪ ଘଂଟା ଯାଏ ବର୍ଷା ଲାଗି ରହିବ ବୋଲି ପାଣିପାଗ…

ବାଜିଲା ରାଜ୍ୟସଭା ବିଗୁଲ୍, ଆସନ୍ତା ୨୬ରେ ନିର୍ବାଚନ । ଓଡ଼ିଶାର ୪ରୁ ୩ ଆସନ ବିଜେଡି ଖାତାକୁ ଯିବା ନିଶ୍ଚିତ, ଚତୁର୍ଥ…

କନକ ବ୍ୟୁରୋ: ଆସନ୍ତା ଏପ୍ରିଲ ମାସରେ ଖାଲି ହେବାକୁ ଥିବା ୪ଟି ରାଜ୍ୟସଭା ଆସନ ପାଇଁ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି । ଆସନ୍ତା ମାର୍ଚ୍ଚ ୨୬ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ । ଏଥିପାଇଁ ମାର୍ଚ୍ଚ ୬ ତାରିଖରୁ ୧୩ ତାରିଖ ଯାଏଁ ନାମାଙ୍କନ ଦାଖଲ ହେବ । ଆଉ ଯେତେବେଳେ ରାଜ୍ୟସଭା ନିର୍ବାଚନ…

ଏଣିକି ଜାମ୍ କଲେ ଜରିମାନା…ରାଜଧାନୀରେ ଲାଗୁ ହେଲା ନୂଆ ପାର୍କିଂ କଟକଣା: ଭୁବନେଶ୍ୱରର ଏହି ୬ଟି ଛକରେ ଏବେ ଗାଡି…

କନକ ବ୍ୟୁରୋ: ଏଣିକି ଅବୈଧ ଢଙ୍ଗରେ ଗାଡି ପାର୍କିଂ କଲେ ଦେବାକୁ ପଡିବ ଜରିମାନା । ଆଉ ସେ ପୁଣି ଶହେ କି ଦୁଇ ଶହ ନୁହେଁ ବରଂ ୫ ଶହ ଟଙ୍କା । ଆଉ ଯଦି ଗାଡି ଉଠାଇନେଲା ବେଳେ କ୍ରେନ ବ୍ୟବହାର କରାଯାଏ ତାହା ହେଲେ ସେ ବାବଦୀୟ ଖର୍ଚ୍ଚ ମଧ୍ୟ ପୃଥକ ଭାବେ ଭରଣା କରିବାକୁ ପଡିବ । ତେବେ ବେଆଇନ…