Daily Archives

November 28, 2018

ସଫଳ ହେଲା ଭାରତର ପ୍ରୟାସ ! ଚୀନରେ ବଢ଼ୁଛି ଭାରତୀୟ ଅଙ୍ଗୁରର ଚାହିଦା

କନକ ବ୍ୟୁରୋ : ଚୀନ୍‌ରେ ଏକ ବଡ଼ ଫଳ ବଜାର ରହିଛି । ବିଶେଷକରି ଅଙ୍ଗୁରର ଚାହିଦା ଅଧିକ । ଭାରତ ଚୀନ ବଜାରକୁ ୨୦୧୬ରେ ୩.୫ ନିୟୁତ ଡଲାର ଅଙ୍ଗୁର ରପ୍ତାନି କରିଥିବାବେଳେ ୨୦୧୭ରେ ଏହା ୬.୭ ନିୟୁତ ଡଲାରକୁ ବୃଦ୍ଧି ପାଇଛି । ଚୀନ ବର୍ଷକୁ ପ୍ରାୟ ୬୩୦ ନିୟୁତ ଡଲାରର ଅଙ୍ଗୁର ରପ୍ତାନି କରିଥାଏ ।…

ଡିଜେଲ ଦରରେ ହ୍ରାସ ଯୋଗୁଁ କମିଲା ବସ୍ ଭଡ଼ା । କେଉଁ ବସରେ କିଲୋମିଟର ପିଛା କେତେ କମିଲା ଜାଣନ୍ତୁ…

କନକ ବ୍ୟୁରୋ: ବସ୍ ଯାତ୍ରୀମାନଙ୍କ ପାଇଁ ଖୁସି ଖବର । କମିଲା ବସ୍ ଭଡ଼ା । ଦୀର୍ଘଦିନ ଧରି ଅହେତୁକ ଭାବେ ବୃଦ୍ଧି ପାଉଥିବା ଡିଜେଲ ଦର କମିବାରୁ ବସ୍ ଭଡ଼ା ମଧ୍ୟ ହ୍ରାସ କରାଯାଇଛି । ଏନେଇ ପରିବହନ କମିଶନରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ପରିବହନ କମିଶନରଙ୍କ ବିଜ୍ଞପ୍ତି ମୁତାବକ…

ହଜି ଯାଉଛି ସୋରିଷ ଚାଷ : ସରକାରୀ ପ୍ରୋତ୍ସାହନ ମିଳିଲେ ଚାଷ ଆଗେଇବ ବୋଲି କହିଲେ ପୁରୀ କଣାସର ଚାଷୀ

କନକ ବ୍ୟୁରୋ : ସୋରିଷ ହାଣ୍ଡିଶାଳରୁ ଭୋଗ ଥାଳି ଯାଏ ସବୁଠି ଆବଶ୍ୟକ ପଡେ । ପୂଜା ପାର୍ବଣରେ ଖୋଜାପଡେ ସୋରିଷ, ଭୋଜି ଭାତରେ ଗୋଟା ସୋରିଷ ସାଙ୍ଗକୁ ସୋରିଷ ତେଲର ବି ଆବଶ୍ୟକ ପଡିଥାଏ । ସୋରିଷ ତେଲରେ କୁନି କୁନି ପିଲାଙ୍କୁ ମାଲିସ କରାଯାଏ । ହେଲେ ଏବେ ସେହି ସୋରିଷ ଚାଷ ଲୋପ ପାଇ ଗଲାଣି ।…

ଅନୁଗୁଳର ସମଲ ଜଳଭଣ୍ଡାର ଯୋଗୁଁ ୬ଟି ଗାଁ କ୍ଷତିଗ୍ରସ୍ତ ! ସ୍ଥାନୀୟ ବାସିନ୍ଦାଙ୍କ ମନରେ ଅସନ୍ତୋଷ

କନକ ବ୍ୟୁରୋ : କ୍ଷତିଗ୍ରସ୍ତ ହୋଇପଡିଛି ତାଳଚେର ସ୍ଥିତ ସମଲ ଜଳଭଣ୍ଡାର । ଫଳରେ ଜଳଭଣ୍ଡାରକୁ ଲାଗିଥିବା ୬ଟିି ଗ୍ରାମ ଏବେ ସପୂର୍ଣ୍ଣ ଭାବେ ଏବେ ଲୀନ ହେବାକୁ ବସିଲାଣି । ଅନ୍ୟପଟେ ଏହି ଗ୍ରାମଗୁଡିକୁ ବିସ୍ଥାପିତ କରାଯାଇଥିଲେ ମଧ୍ୟ ୧୬ ବର୍ଷ ମଧ୍ୟରେ ଗ୍ରାମବାସୀ ମାନଙ୍କୁ ଥଇଥାନ କରାଯାଇ ନ…

ୱାଇଫାଇ ସହର ହେବ ବ୍ରହ୍ମପୁର : ପ୍ରଥମ ପର୍ଯ୍ୟାୟରେ ୬ଟି ସ୍ଥାନରେ ଲାଗିବ ୱାଇଫାଇ ମୋଡେମ୍ 

କନକ ବ୍ୟୁରୋ : ବ୍ରହ୍ମପୁର ସହରରେ ଲାଗିବ ୱାଇଫାଇ । ଏଥିପାଇଁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ କାର୍ଯ୍ୟ ଶେଷ ହୋଇଛି । ପ୍ରଥମ ପର୍ଯ୍ୟୟରେ ୬ଟି ସ୍ଥାନରେ ଲଗାଯାଇଛି ୱାଇଫାଇ ମୋଡେମ୍ । ଆସନ୍ତା ୧ ତାରିଖ ଠାରୁ ସହରବାସୀ ମାଗଣା ଇଂଟରନେଟର ସୁବିଧା ପାଇ ପାରିବେ । ତେବେ ଏହି ମାଗଣା…

ସାଇ ଇଂଟରନ୍ୟାସନାଲ ସ୍କୁଲ ପିଲାଙ୍କୁ ଟିପ୍ସ ଦେଲେ ଇଂଲଣ୍ଡ ହକି ଟିମ୍ !

କନକ ବ୍ୟୁରୋ : ସାରା ଓଡିଶାରେ ହକି ଏବେ ଫିବର । ହକିର ପ୍ରମୋସନ ପାଇଁ ଚାଲିଛି ପ୍ରଚାର ଓ ପ୍ରସାର । ଆଉ ଏପଟେ ସାଇ ଇଂଟରନ୍ୟାସନାଲ ସ୍କୁଲ ପିଲାଙ୍କୁ ହକିର ତାଲିମ ଦେଲେ ଇଂଲଣ୍ଡ ଟିମ୍ । ସାଇ ଇଂଟରନ୍ୟାସନାଲ ସ୍କୁଲର କ୍ୟାମ୍ପସରେ ଆଜି ପହଂଚିଥିଲେ ଇଂଲଣ୍ଡ୍ ଟିମ୍ । ଟିମର କ୍ୟାପଟେନ୍ ଜର୍ଜ…