Daily Archives

November 28, 2018

ବିଶ୍ୱ ଦେଖିବ ଓଡ଼ିଶାର ଐତିହ୍ୟ । ହକି ବିଶ୍ୱକପ ପାଇଁ ୫ଟି ସ୍ମାରକୀ ଡାକ ଟିକେଟର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ: ହକି ମାନିଆରେ ରାଜ୍ୟ ବିଭୋର ରହିଥିବାବେଳେ ବିଶ୍ୱ ପୁରୁଷ ହକି ମହାକୁମ୍ଭକୁ ନେଇ ବୁଧବାର  ସ୍ମାରକୀ ଡାକ ଟିକେଟ୍ ଉନ୍ମୋଚନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସଚିବାଳୟରେ ଏହି ଡାକ ଟିକେଟକୁ ଉନ୍ମୋଚନ କରିଛନ୍ତି । ପୁରୁଷ ହକି ବିଶ୍ୱକପ ୨୦୧୮ ଅବସରରେ ଏହାକୁ…

ପ୍ରଥମେ ଆତଙ୍କବାଦ ଉପରେ ରୋକ ଲଗାଉ ପାକିସ୍ତାନ, ପରେ ହେବ ଆଲୋଚନା : ସୁଷମା ସ୍ୱରାଜ

କନକ ବ୍ୟୁରୋ : ଭାରତ-ପାକିସ୍ତାନ ମଧ୍ୟରେ କୌଣସି କଥାବାର୍ତ୍ତା ସେ ପର୍ଯ୍ୟନ୍ତ ସମ୍ଭବ ନୁହେଁ,ଯେ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ ନ କରିଛି । ଇସଲାମାବାଦରେ ଅନୁଷ୍ଠିତ ହେଉଥିବା ସାର୍କ ସମ୍ମିଳନୀରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାକିସ୍ତାନ…

ସେନାକୁ ମିଳିଲା ସଫଳତା : ଏନକାଉଣ୍ଟରରେ ଆଖି ବୁଜିଲା ସାମ୍ବାଦିତ ସୁଜାତ ବୁଖାରୀ ହତ୍ୟାକାଣ୍ଡରେ ସାମିଲ ଥିବା…

କନକ ବ୍ୟୁରୋ : ଜମ୍ମୁକାଶ୍ମୀର ବଡଗାମରେ ଆତଙ୍କବାଦୀ ଓ ସୁରକ୍ଷାବଳଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ସୁରକ୍ଷାବଳ ୨ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଲସ୍କର କମାଣ୍ଡର ତଥା ସାମ୍ବାଦିତ ସୁଜାତ ବୁଖାରୀ ହତ୍ୟାକାଣ୍ଡରେ ସାମିଲ ଥିବା ଆତଙ୍କବାଦୀ…

ମଦ ପିଇ ଗର୍ଭବତୀ ମହିଳାଙ୍କ ଅସ୍ତ୍ରୋପଚାର କଲେ ଡାକ୍ତର ! ନବଜାତ ଓ ମା’ ମୃତ

କନକ : ଡାକ୍ତରଙ୍କୁ ଭଗବାନଙ୍କ ଦ୍ୱତୀୟ ରୂପ ବୋଲି କୁହାଯାଏ । କାରଣ ଆମେ ଅନ୍ଧ ଭାବେ ତାଙ୍କ ଉପରେ ବିଶ୍ୱାସ କରୁ ।  ମଣିଷ ରୋଗରେ ପଡିଥିଲେ ଡାକ୍ତରଙ୍କ ଉପରେ ଥାଏ ଭରସା। ତେଣୁ ଡ଼ାକ୍ତରଙ୍କୁ ଭଗବାନଙ୍କ ରୂପ ବୋଲି କୁହାଯାଏ । କାରଣ ସେମାନଙ୍କ ପାଇଁ ହିଁ ଅନେକ ସମୟରେ ଜୀବନ ବଞ୍ଚି ପାରିଥାଏ ।…

ଡ୍ରାମା କୁଇନଙ୍କ ନୂଆ ନାଟକ ! କୁସ୍ତି ଯୋଦ୍ଧା ରେବେଲଙ୍କଠୁ ମାଡ ଖାଇବା ପରେ ମାର୍ସଲ ଆଟ ଶିଖିଲେ ରାକ୍ଷୀ ସାୱନ୍ତ । 

ଡ୍ରାମା କ୍ୱିନଙ୍କ  ନୂଆ ନାଟକ । ନୂଆ ରେସଲିଂ ରିଙ୍ଗରେ ରାକ୍ଷୀ ସାୱନ୍ତଙ୍କୁ ମହିଳା ରେସଲର୍ କଚାଡି ଦେବା ପରେ ଏବେ  ରାକ୍ଷୀ ଶିଖୁଛନ୍ତି ମାର୍ଶଲ ଆର୍ଟ  । ରେସଲିଂ ରିଙ୍ଗରେ ରାକ୍ଷୀଙ୍କୁ କଚାଡି ଦେଇଥିଲେ ବିଦେଶୀ କୁସ୍ତି ଯୋଦ୍ଧା ପୂର୍ବରୁ ରେସଲିଂ ରିଙ୍ଗରେ କଚାଡ଼ି ହୋଇ ରାକ୍ଷୀ ସାୱନ୍ତ…

ରାହୁଲଙ୍କୁ ମୋଦିଙ୍କ ଟାର୍ଗେଟ ! ଯାହାକୁ ମୁଗ ଓ ମସୁର ମଧ୍ୟରେ ଫରକ ଜଣାନାହିଁ, ସେ ଦେଶକୁ କୃଷି ଶିଖାଇବାକୁ…

କନକ ବ୍ୟୁରୋ : ରାଜସ୍ଥାନ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗୋରରେ ଏକ ରାଲି କରିଛନ୍ତି । କଂଗ୍ରେସକୁ ଟାର୍ଗେଟ କରିବା ସହ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି ମୋଦି । ରାଜସ୍ଥାନର ନାଗୋରରେ ମୋଦି ରାଲି…