Daily Archives

November 27, 2018

କମ୍ପୁଛି କଳିଙ୍ଗ, ସବୁ ଅପେକ୍ଷାର ଘଟିଲା ଅନ୍ତ! ଓଡିଶାରେ ଏକାଠି ହେଲା ସାରା ବିଶ୍ୱ, ଉଦଘାଟିତ୍ ହେଲା ହକି ବିଶ୍ୱକପ୍ ।

କନକ ବ୍ୟୁରୋ : ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଉଦଘାଟିତ୍ ହୋଇଛି ପୁରୁଷ ହକି ବିଶ୍ୱକପ୍ ୨୦୧୮ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ବିଶ୍ୱକପର ଉଦଘାଟନ୍ କରିଛନ୍ତି । ଓଡିଶାରେ ଏକାଠି ହୋଇଛି ସାରା ବିଶ୍ୱ । ଏହା ସହ ଆରମ୍ଭ ହୋଇଯାଇଛି ଉଦଘାଟନୀ…

ଆରପାରିରେ ମହମ୍ମଦ ଅଜିଜ୍ ! ମୁମ୍ବାଇରେ ୬୪ ବର୍ଷ ବୟସରେ ପରଲୋକ ।

କନକ ବ୍ୟୁରୋ : ବଲିଉଡର ଖ୍ୟାତନାମା କଣ୍ଠଶିଳ୍ପୀ ମହମ୍ମଦ ଅଜିଜଙ୍କ ପରେଲାକ ଘଟିଛି । ମୁମ୍ବାଇରେ ୬୪ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ବଲିଉଡରେ ଅନେକ ଫିଲ୍ମରେ ଅଜିଜ ଗୀତ ଗାଇଛନ୍ତି । ଏପରିକି ଅନେକ ଓଡିଆ ଭଜନ ସହ ଆଧୁନିକ ଗୀତ ମଧ୍ୟ ସେ ଗାଇଛନ୍ତି । ମଙ୍ଗଳବାର ମୁ୍ମ୍ବାଇର ନାନାବତୀ…

ହକି ବିଶ୍ୱକପ୍ ଉଦଘାଟନୀ ସମାରୋହ ଆରମ୍ଭ !

କନକ ବ୍ୟୁରୋ : କମ୍ପୁଛି କ୍ରୀଡ଼ା ରାଜଧାନୀ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଆରମ୍ଭ ହୋଇଯାଇଛି ହକି ବିଶ୍ୱକପ୍ ଉଦଘାଟନୀ କାର୍ଯ୍ୟକ୍ରମ । ହକି ବିଶ୍ୱକପ୍ ଉଦଘାଟନୀ ସମାରୋହ ଦେଖିବାକୁ କଳିଙ୍ଗ ଷ୍ଟାଡିୟମରେ ହକି ଓ ସିନେମା ପ୍ରେମୀଙ୍କ ପ୍ରବଳ ଭିଡ ଲାଗିଛି । ଲୋକ ବେଶ ଆଗ୍ରହ ସହକାରେ…

ଏସବିଆଇ ଗ୍ରାହକଙ୍କକ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର ! ୩୦ ନଭେମ୍ବର ପର୍ଯ୍ୟନ୍ତ କରନ୍ତୁ ୩ଟି ବିଶେଷ କାମ, ନହେଲେ ବନ୍ଦ…

ଆପଣ ଯଦି ଭାରତୀୟ ଷ୍ଟେଟ ବ୍ୟାଙ୍କର ଗ୍ରାହକ ଅଟନ୍ତି ତେବେ ଚଳିତ ମାସ ଶେଷ ସୁଦ୍ଧା ତିନିଟି ବିଶେଷ କାମ ଶେଷ କରି ଦିଅନ୍ତୁ । ନଚେତ ଡିସେମ୍ବର ପହିଲାରୁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଯଦି ଆପଣ ଚାହୁଁଛନ୍ତି ଡିସେମ୍ବର ୧ରୁ ଆପଣଙ୍କ ପାଇଁ ନେଟ ବ୍ୟାଙ୍କିଂ ବନ୍ଦ ହୋଇ ନଯାଉ, ତେବେ ଯଥା…

କିଛି ସମୟ ପରେ ଆରମ୍ଭ ହେବ ହକି ବିଶ୍ୱକପ୍ ! କଳିଙ୍ଗ ଷ୍ଟାଡିୟମରେ ହକି ଓ ସିନେ ପ୍ରେମୀଙ୍କ ଭିଡ଼

କନକ ବ୍ୟୁରୋ :  ହକି ବିଶ୍ୱକପ୍ ପାଇଁ ବଢ଼ିଚାଲିଛି ଉତ୍କଣ୍ଠା । ଆଉ କିଛି ସମୟକୁ ଅପେକ୍ଷା । ସ୍ୱର୍ଣ୍ଣିମ ଇତିହାସ ରଚିବ ଓଡ଼ିଶା । ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ସମାରୋହ ଦେଖିବାକୁ କଳିଙ୍ଗ ଷ୍ଟାଡିୟମରେ ହକି ଓ ସିନେମା ପ୍ରେମୀଙ୍କ ପ୍ରବଳ ଭିଡ ଲାଗିଛି । କଳିଙ୍ଗ ଏଥଲେଟିକ୍‌…

କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିଲେ କିଙ୍ଗ୍ ଖାନ୍ ଶାହରୁଖ ଖାନ୍ ।

କନକ ବ୍ୟୁରୋ : କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିଲେ କିଙ୍ଗ୍ ଖାନ୍ ଶାହରୁଖ ଖାନ୍ । ହକି ବିଶ୍ବକପ୍ ଉଦଘାଟନୀ ଉତ୍ସବରେ ଯୋଗ ଦେବା ଲାଗି ଭୁବନେଶ୍ୱରରେ ପହଂଚିଛନ୍ତି ଶାହରୁଖ ଖାନ୍ । ସ୍ବତନ୍ତ୍ର ଭ୍ୟାନିଟି ଭ୍ୟାନ୍ ସହ ଚାଟାର୍ଡ ଫ୍ଲାଇଟରେ ଓଡ଼ିଶାରେ ପହଞ୍ଚିଛନ୍ତି ଶାହରୁଖ୍ । ଅପରାହ୍ନ ୫ଟା ସମୟରେ…