Daily Archives

November 27, 2018

ଦକ୍ଷତା ବଢ଼ାଅ, ନହେଲେ ବଢ଼ିବନି ଦରମା ! ସୂଚନା ପ୍ରଯୁକ୍ତି ବିଦ୍ୟା ଶିଳ୍ପରେ ବଦଳୁଛି ପ୍ରାଥମିକତା

ସୂଚନା ପ୍ରଯୁକ୍ତି ବିଦ୍ୟା ଶିଳ୍ପରେ ନିୟମିତ ଭାବେ ପରିବର୍ତ୍ତନ ଆସୁଛି । ଦିନକୁ ଦିନ ଟେକ୍ନୋଲୋଜି ବଦଳୁଛି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆସିବା ଯୋଗୁଁ ଆଇଟି କମ୍ପାନିମାନଙ୍କ ପ୍ରାଥମିକତା ବଦଳିଛି । ଏଥିପାଇଁ ପୂର୍ବରୁ ପେଶାଦାରମାନେ ଯେଉଁ ତାଲିମ ପାଇଥିଲେ ଏବେ ସେଗୁଡ଼ିକର ଚାହିଦା ଓ…

ଆତଙ୍କବାଦ ରାସ୍ତା ଛାଡ଼ି ସେନାରେ ଯୋଗଦେଇଥିଲେ ! ଶତ୍ରୁଙ୍କ ମାରି ସହିଦ ହୋଇଗଲେ ଦେଶଭକ୍ତ ନଜିର୍ ଅହମ୍ମଦ ବାନୀ

ପ୍ରତିଦିନ ସୀମାରେ ଅନେକ ବୀର ଯବାନ ସହୀଦ ହେଉଛନ୍ତି । ଦେଶ ପାଇଁ ଜାତି ପାଇଁ ହସି ହସି ଜୀବନ ଦେଉଛନ୍ତି । ତାଙ୍କ ତ୍ୟାଗ ତ୍ୟାଗ ଆଗରେ ସବୁକିଛି ଛାର । ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ମୁଛପୋଛ କରିବା ପାଇଁ ସେନା ପକ୍ଷରୁ ପ୍ରତିଦିନ ଅପରେସନ ଅଲଆଉଟକୁ ଜୋରଦାର କରାଯାଉଛି । ଯବାନ ଆଉ ଏଥିରେ…

ଭୁବନେଶ୍ୱରରେ କିଙ୍ଗ୍ ଖାନ୍ । ହକି ବିଶ୍ୱକପ ଉଦଘାଟନୀ ସମାରୋହରେ ସାମିଲ ହେବା ପାଇଁ ଓଡିଶାରେ ପହଂଚିଲେ ଶାହରୁଖ୍

କନକ ବ୍ୟୁରୋ: ରାଜଧାନୀ ବଲିଉଡ କିଙ୍ଗ ଖାନ୍ । ହକି ବିଶ୍ବକପ୍ ଉଦଘାଟନୀ ଉତ୍ସବରେ ଯୋଗ ଦେବା ଲାଗି ଭୁବନେଶ୍ୱରରେ ପହଂଚିଛନ୍ତି ଶାହରୁଖ ଖାନ୍ । ସ୍ବତନ୍ତ୍ର ଭ୍ୟାନିଟି ଭ୍ୟାନ୍ ସହ ଚାଟାର୍ଡ ଫ୍ଲାଇଟରେ ଓଡ଼ିଶାରେ ପହଞ୍ଚିଛନ୍ତି ଶାହରୁଖ୍ । ଅପରାହ୍ନ ୫ଟା ସମୟରେ ସେ ଭୁବନେଶ୍ବର ବିମାନବନ୍ଦରରେ…

ବଢୁଛି ହୃଦସ୍ପନ୍ଦନ ! ଆଉ ମାତ୍ର କିଛି ମୁହୂର୍ତ୍ତର ଅପେକ୍ଷା, କଡା ସୁରକ୍ଷା ବଳୟରେ କଳିଙ୍ଗ ଷ୍ଟାଡିୟମ୍ ।

କନକ ବ୍ୟୁରୋ : ଶେଷ ହୋଇଛି ପ୍ରସ୍ତୁତି ! ଅପେକ୍ଷା ମାତ୍ର କେଇ ଘଣ୍ଟାକୁ । ହକି ବିଶ୍ୱକପକୁ ନେଇ ହୋଇଛି ବ୍ୟାପକ ବନ୍ଦୋବସ୍ତ । ପାଖାପାଖି ସନ୍ଧ୍ୟା ୬.୩୦ରୁ ଆରମ୍ଭ ହେବ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ । ପୁରୁଷ ହକି ବିଶ୍ୱ କପ୍ ପାଇଁ ସୁରକ୍ଷା ବଳୟ ଭିତରେ ଭୁବନେଶ୍ୱର ଓ କଳିଙ୍ଗ…

ପାକିସ୍ତାନରେ ଦୁଇ ମୁସଲିମ୍ ଭଉଣୀଙ୍କୁ ଭେଟିଲେ ଶିଖ୍ ଭାଇ, ତିନିଜଣଙ୍କ ଆଖିରେ ଥିଲା ମିଳନର ଆନନ୍ଦାଶ୍ରୁ: ଦେଶ ବିଭାଜନ…

ପିଲାଦିନୁ ଅଲଗା ହୋଇଯାଇଥିବା ତିନି ଭାଇଭଉଣୀ ପରସ୍ପରକୁ ଭେଟିବାର ସୁଯୋଗ ପାଇଛନ୍ତି । ପାକିସ୍ତାନର ବାସିନ୍ଦା ଦୁଇ ମୁସଲମାନ ଭଉଣୀ ସେମାନଙ୍କର ଶିଖ୍‌ ଭାଇକୁ ପାକିସ୍ତାନର ଗୁରୁଦ୍ୱାରା ଜନମ୍‌ ଆସ୍ଥାନ ନାନକ ସାହିବଠାରେ ମିଳିତ ହେବାର ସୁଯୋଗ ପାଇଛନ୍ତି । ଭାଇଭଉଣୀ ପରସ୍ପରକୁ ଦୀର୍ଘ ବର୍ଷ…

ରାୟବରେଲି କାରଗାର ଭିତରେ ମଦ ସିଗାରେଟର ଆସର ! ଜେଲ ଭିତରେ ଥାଇ ମୋବାଇଲରେ ଦେଉଛନ୍ତି ଧମକ କଏଦୀ,ଭିଡିଓ ଭାଇରାଲ

କନକ ବ୍ୟୁରୋ : ଜେଲ ଭିତରେ ମଦ ପାର୍ଟି । ଜେଲଖାନା ଅପରାଧୀଙ୍କ ପାଇଁ ପାଲଟିଲା ବାର୍ । ଭିଡିଓକୁ ଦେଖିଲେ ସତେ ଯେମିତି ମନେ ହେବ ଯେ ଜେଲ ଭିତର ଅପରାଧୀଙ୍କ ପାଇଁ କୌଣସି ସ୍ୱର୍ଗଠାରୁ ବି କମ୍ ନୁହେଁ । ନିଦ ଉଡାଇଦେଲାଭଳି ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଘଟଣାଟି…