Daily Archives

November 15, 2018

ବିଧାନସଭାର ଶେଷ ଅଧିବେଶନ ଦେଖିବ ଆସନ ପରିବର୍ତ୍ତନ ।

କନକ ବ୍ୟୁରୋ: ଆସନ୍ତା କାଲିଠୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ । ଦୀର୍ଘ ୧ ମାସ ପର୍ଯ୍ୟନ୍ତ ହେବାକୁଥିବା ଏହି ଅଧିବେସନରେ ଦେଖିବାକୁ ମିଳିବ ଅନେକ ରାଜନୈତିକ ଘଟ ପରିବର୍ତ୍ତନ । ସେଥି ମଧ୍ୟରୁ ସମସ୍ତଙ୍କ ନଜର ରହିଛି କଂଗ୍ରେସର କୋରାପୁଟ ବିଧାୟକ କୃଷ୍ଣ ସଗରିଆଙ୍କ ଆସନ ଉପରେ ।…

ରାଜ୍ୟ ସରକାରଙ୍କ ମରୁଡ଼ି ପ୍ୟାକେଜ । ୩୩ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ପାଇଁ ସହାୟତା ଘୋଷଣା ।

କନକ ବ୍ୟୁରୋ: ରାଜ୍ୟର ମରୁଡ଼ି ପ୍ରଭାବିତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା । ୩୩ ପ୍ରତିଶତ ବା ଏହାଠାରୁ ଅଧିକ ଫସଲ ନଷ୍ଟ ହୋଇଥିଲେ ପ୍ରଭାବିତ ଚାଷୀଙ୍କୁ ମିଳିବ ସହାୟତା ରାଶି । ତେବେ ଅଣଜଳସେଚିତ ଓ ନାମବାତ୍ର ଚାଷୀଙ୍କୁ ହେକ୍ଟର ପିଛା ୬ ହଜାର ୮୦୦ ଟଙ୍କା ମିଳିବ ।…

ବାଘ ମରୁଛି, ହାତୀ ମରୁଛି । ଜଙ୍ଗଲ ବିଭାଗ ଶୋଇ ରହିଛି?

କନକ ବ୍ୟୁରୋ : ଜଙ୍ଗଲ ବିଭାଗ ଉପରେ ଉପରେ ଏବେ ଶନିଙ୍କର କୋପ ପଡିଥିବା ଚର୍ଚ୍ଚା ହେଉଛି । କେତେବେଳେ ଯେ କେଉଁ ଜଙ୍ଗଲ ଉପରେ ବିପଦ ମାଡି ଆସୁଛି ତାହାର ଟେର ପାଉନାହିଁ ଜଙ୍ଗଲ ବିଭାଗ । ବାଘ ଓ ହାତୀଙ୍କୁ ନେଇ ଏବେ ହଲପଟା ହେଉଛି ଜଙ୍ଗଲବିଭାଗ । ଗୋଟିଏ ମାସ ମଧ୍ୟରେ ଦୁଇଟି ବାଘ ଓ ୭ଟି ହାତୀ…

ମାଟି ପାତ୍ର ଭଳି ତମ୍ବା ପାତ୍ରରେ ମଧ୍ୟ ରହିଛି ଉପକାରୀ ଗୁଣ : ଏନିମିୟା ଠାରୁ ଆରମ୍ଭ କରି କ୍ୟାନସର ପର୍ଯ୍ୟନ୍ତ ସବୁ…

ଆପଣ ଭାବୁଥିବେ ବାସନ ତ ବାସନ ସିଏ ପୁଣି ତମ୍ବା ବାସନ କ’ଣ ପାଇଁ । କିନ୍ତୁ ଥରେ ମାତ୍ର ମନେ ପକାନ୍ତୁ ଆପଣ କେବେ ନା କେବେ ଶୁଣିଥିବେ ଯେ ମାଟି ପାତ୍ର ଆଦିରେ ଖାଇବା ଏବଂ ଜଳ ପିଇବା ଦ୍ୱାରା ଶରୀରରୁ କେତେକ ରୋଗ ଦୂର ହୋଇଯାଇଥାଏ । ଠିକ ସେହିଭଳି ହେଉଛି ତମ୍ବା ବାସନ । ତମ୍ବା ବାସନରେ ମାଟି…

ଚୋରୀ ହେଉଛି ବରଗଡ ବାଲି ! ବିନା ଲିଜ୍ରେ ପ୍ରଶାସନ ନଜର ଆଢୁଆଳରେ ବେଆଇନ୍ ବାଲି ଚାଲାଣ କରି ମାଲାମାଲ୍ ମାଫିଆ ।

ନଦୀରୁ ଜେସିବି ସାହାର୍ଯ୍ୟ ଉତୋଳନ ହେଉଛି ଟ୍ରିପ୍ ଟ୍ରିପ୍ ବାଲି । ବଡ ବଡ ଗାଡିରେ ଭର୍ତି କରି ଜିଲ୍ଲା ବାହାରକୁ ଚାଲାଣ କରି ମାଲାମାଲ ହେଉଛନ୍ତି ବାଲି ମାଫିଆ । ଆଉ ରାଜସ୍ୱ ହରାଉଛି ପ୍ରଶାସନ । ଏଭଳି ବାଲି ଚୋରା କାରବାର ଚାଲିଛି ବରଗଡ ଜିଲ୍ଲା ପ୍ରଶାସନ ନଜର ଆଢୁଆଳରେ ଥିବା ବରଗଡ ସଦର ବ୍ଲକ…

ଅପେକ୍ଷାର ହେଲା ଅନ୍ତ : ଆଜି ଏହି ସମୟରେ ବିବାହର ପ୍ରଥମ ଫଟୋ ସେୟାର କରିବେ ଦୀପିକା ଓ ରଣବୀର

ରଣବୀର ସିଂ ଏବଂ ଦୀପିକା ପାଦୁକୋଣ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇସାରିଛନ୍ତି, ପତି-ପତ୍ନୀ ହୋଇସାରିଛନ୍ତି । ଦୁହେଁ ବୁଧବାର କୋଙ୍କଣୀ ପରମ୍ପରାରେ ବିବାହ କରିଛନ୍ତି । ଫ୍ୟାନ୍ସ ମଧ୍ୟ ତାଙ୍କ ବିବାହକୁ ନେଇ ଖୁବ ଉତ୍ସୁକ ଅଛନ୍ତି । ଲୋକେ ଉତ୍ସାହର ସହିତ ଦୀପବୀରଙ୍କ ଅଫିସିଆଲ ୱେଡିଂ ଫଟୋକୁ…