Daily Archives

November 15, 2018

ପ୍ରେମ ଅନ୍ଧ ! କେହି କାହାକୁ ଦେଖିନଥିଲେ ବି ସାରା ଜୀବନ ପାଇଁ ସାଥୀ ବନିଲେ ଦୃଷ୍ଟିହୀନ, ମନର ଆଖିରେ ମାପିଲେ ସର୍ମ୍ପକର…

କନକ ବ୍ୟୁରୋ :  ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ପରସ୍ପରଙ୍କ ମୁହଁ ଦେଖିନଥିବା ଦୁଇ ପ୍ରେମୀଯୁଗଳ । କଥାବାର୍ତାରୁ ଆରମ୍ଭ ହୋଇଥିବା ପ୍ରେମ ଏବେ ପରିଚୟ ପାଇଛି । ଦୁହେଁ ଦୁହିଁଙ୍କୁ ଦେଖିନଥିଲେ ବି ପରସ୍ପରର ହାତ ଧରି ସାରା ଜୀବନ ଚାଲିବା ପାଇଁ ପଣ କରିଛନ୍ତି । ଆଉ ଏଥିପାଇଁ ତ ସାତ ଦୀପ ଆଠ…

କମ୍ପ୍ୟୁଟର ବାବାଙ୍କ ଭବିଷ୍ୟବାଣୀ : ନା ନିର୍ବାଚନ ଜିତିବ ବିଜେପି, ନା ନିର୍ମାଣ କରିବ ରାମ ମନ୍ଦିର

ଦିନେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ବହୁତ ଖାସ୍ ଥିଲେ, କିନ୍ତୁ ଏବେ ଚୌହାନ ସରକାରଙ୍କ ଉପରେ ଅସନ୍ତୁଷ୍ଟ ଥିବା ଜଣାପଡୁଛନ୍ତି । ନିକଟରେ ବାବା କହିଛନ୍ତି କି, ପ୍ରଦେଶ ସରକାର ମଠ, ମନ୍ଦିର, ନର୍ମଦା ବିରୋଧୀ ଏବଂ ଏଥର ବିଜେପି ଜିତିବନି । ଏହା ସହିତ ରାମ ମନ୍ଦିର…

ନେତାଙ୍କୁ ମାଓବାଦୀଙ୍କ ଚେତାବନୀ ! ମନ୍ତ୍ରୀଙ୍କର ମୁଣ୍ଡ କାଟ କରିବାକୁ ପୋଷ୍ଟରରେ ଧମକ । 

ମାଓବାଦୀଙ୍କ ସହ ସମ୍ପୃକ୍ତି ଥିବା ଅଭିଯୋଗରେ ପଶ୍ଚିମବଙ୍ଗର ପଶ୍ଚିମ ମେଦିନାପୁର ଜିଲ୍ଲାରୁ ଚାରି ଜଣ ଲୋକ ଗିରଫ ହେବାର ଠିକ୍ ୨୪ ଘଣ୍ଟା ପରେ ଗୁରୁବାର ସକାଳେ ମୁରକତା ବଣରେ କେତେଗୁଡ଼ିଏ ନକ୍ସଲ୍ ପୋଷ୍ଟର୍ ଦେଖା ଯାଇଛି। ଗୁର୍ଗୁରିପାଲ ଥାନା ଅନ୍ତର୍ଗତ ମୁରକତା ଜଙ୍ଗଲ ପାଖ ରାସ୍ତାରେ ପୋଷ୍ଟର୍…

ନେସଲେ କମ୍ପାନିର ଜବରଦସ୍ତ ଅଫର : ମ୍ୟାଗିର ୧୦ଟି ଖାଲି ପ୍ୟାକେଟ ଫେରାଇଲେ, ଗୋଟିଏ ମ୍ୟାଗି ପ୍ୟାକେଟ ମିଳିବ ଫ୍ରୀ !

ପଲିଥିନ ନଷ୍ଟକୁ ରୋକିବାକୁ ନେସଲେ କମ୍ପାନି ଏକ ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛି । ମ୍ୟାଗି ପ୍ରସ୍ତୁତ କରୁଥିବା ନେସେଲେ କମ୍ପାନି ଏନେଇ ‘ମ୍ୟାଗି ରେପର୍ସ ରିଟର୍ଣ୍ଣ’ ଭଳି ଏକ ଯୋଜନା ଆରମ୍ଭ କରିଛନ୍ତି । ଯେଉଁଥିରେ ମାଗଣାରେ ମ୍ୟାଗି ପାଇପାରିବେ ଖାଉଟି । କିନ୍ତୁ ଏଥିପାଇଁ ଖାଉଟିଙ୍କୁ…

ଆଗାମୀ ନିର୍ବାଚନରେ ରହିବ କି ଅଫିସରଙ୍କ ଦବଦବା ! ନିର୍ବାଚନ ମଇଦାନରେ ପ୍ରଶାସକଙ୍କ ମଧ୍ୟରେ ହୋଇପାରେ ଲଢ଼େଇ ।

କନକ ବ୍ୟୁରୋ: ୨୦୧୯ ନିର୍ବାଚନ ମଇଦାନରେ ଶାସକ ବିରୋଧୀଙ୍କ ମଧ୍ୟରେ ଲଢ଼େଇ ଜୋରଦାର ହେବ । ତେବେ ଆସନ୍ତା ନିର୍ବାଚନ ପାଇଁ କେଉଁ ଦଳକୁ ପୁରୁଖା ଓ ଯୁବ ନେତା ଭରସା ଅଛନ୍ତି ତ ଆଉ କାହାକୁ ପ୍ରଶାସକମାନେ ଲୋଡ଼ା । ଆସନ୍ତା ୨୦୧୯ ନିର୍ବାଚନୀ ମଇଦାନରେ ନଜର ଆସିବେ କିଛି ବରିଷ୍ଠ ପ୍ରଶାସକ । ତେବେ…

ଓଡିଶାରେ କ୍ଷୀର ଏଟିଏମ୍ : କାର୍ଡ ପୁରାଇ ବଟମ ଚିପିଲେ ବାହାରୁଛି କ୍ଷୀର

କନକ ବ୍ୟୁରୋ : ସମ୍ବଲପୁର ସହରର ଯୁବ ବ୍ୟବସାୟୀ ଅଶ୍ୱିନୀ କୁମାର ନାୟକ ଆରମ୍ଭ କରିଛନ୍ତି ମିଲ୍କ ଏଟିଏମ । ଏଟିଏମ କାର୍ଡ ଭଳି ମିଲ୍କ ଏଟିଏମ କାର୍ଡକୁ ସ୍ୱାଇପ୍ କଲେ ବାହାରୁଛି ମେସିନରୁ କ୍ଷୀର । ଯାହା ଶୁଦ୍ଧ ଗାଈକ୍ଷୀର । ଆଉ ଏହି ମେସିନ ଦ୍ୱାରା ଯୁବ ବ୍ୟବସାୟୀ ଜଣକ ଦିନକୁ ୭୫ଲିଟର କ୍ଷୀର…