ଅନଲାଇନ୍ ସାଇଟରୁ ମଗାଇଥିଲେ ଫୋନ ! ପ୍ୟାକିଙ୍ଗ ଖୋଲି ଦେଖିବା ପରେ ଉଡିଗଲା ହୋସ ।
ଅନଲାଇନରୁ ସପିଙ୍ଗ କରି ପୂର୍ବରୁ ମଧ୍ୟ ଅନେକ ଲୋକ ହଟହଟା ହୋଇଥିବାର ନଜିର ସାମ୍ନାକୁ ଆସିଛି । କେତେବେଳେ ଫୋନ ବକ୍ସ ମଧ୍ୟରୁ ଲାଇଫ୍ ବଏ ସାବୁନ ବାହାରିଛି ତ ଆଉ କେଉଁଠି ପ୍ୟାକିଙ୍ଗ ଭିତରୁ ମୃତ କୁମ୍ଭିର ମିଳିଛି । ଏହି ଭଳି ଅନେକ ଘଟଣା ଦେଖିବାକୁ ମିଳିଥିବା ବେଳେ ଏବେ ମଧ୍ୟ ପୂନର୍ବ…