କଟକ : ଦେଶୀ ମଦ ଭାଟି ଭଙ୍ଗାରୁଜା ଓ ପୋଡାଜଳା କଲେ ମହିଳା

30

କଟକ : କଟକ ଗାନ୍ଧିପଲ୍ଲୀ ଅଂଚଳରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ । ଦେଶୀ ମଦ ଭାଟିରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ସ୍ଥାନୀୟ ଅଂଚଳର ଶତାଧିକ ମହିଳା । ଏପରିକି ସେମାନେ ମଦ ଭାଟିରେ ନିଆଁ ଲଗାଇଦେଇଛନ୍ତି । ଚାଉଳିଆଗଂଜ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ କରିଛି ।