କନକ ବ୍ୟୁରୋ: ସେସୁର କାର୍ଯ୍ୟନର୍ବାହୀ ଯନ୍ତ୍ରୀ ସ୍ୱାଧୀନ ଗୌଡଙ୍କ ଘରେ ଭିଜିଲାନ୍ସ ରେଡ ହୋଇଛି । ଭୁବନେଶ୍ୱର ବୈରାଗୀନଗର ଜଗନ୍ନାଥ କମପ୍ଲେକ୍ସରେ ଏହି ଚଢାଉ ଚାଲିଛି । ଆୟବର୍ହିଭୂତ ସମ୍ପତି ଠୁଳ ମାମଲାରେ ଏହି ରେଡ ହୋଇଛି । ଭୁବନେଶ୍ୱର ସମେତ ପୈତୃକ ଘର ଆସ୍କା, ବଲାଙ୍ଗୀରର ଶଶ୍ୱୁର ଘର ସହ ୬ଟି ସ୍ଥାନରେ ରେଡ ଚାଲିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହା ସହ ଦେଖନ୍ତୁ ଏହି ଭିଡିଓ –