କନକ ବ୍ୟୁରୋ: ନକ୍ସଲ ବାଡି ଆନ୍ଦୋଳନକୁ ପୂରୁଛି ୫୦ ବର୍ଷ । ଏହି ଅବସରରେ ସପ୍ତାହ ବ୍ୟାପୀ ସ୍ୱର୍ଣ୍ଣ ଜୟନ୍ତି ପାଳନ କରୁଛି ଲାଲ ସଂଗଠନ । ମାଓ ପ୍ରଭାବିତ ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଂଳରେ ମାଓବାଦୀମାନେ ଏକତ୍ରିତ ହେଉଥିବା ନେଇ ସୂଚନା ମିଳିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ବିଭିନ୍ନ ସ୍ଥାନରେ ମାଓବାଦୀମାନେ ପୋଷ୍ଟର ଓ ବ୍ୟାନର ମାରି ସ୍ୱର୍ଣ୍ଣ ଜୟନ୍ତୀ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ମାଲକାନଗିରିରେ ହାଇଆଲର୍ଟ ଜାରି କରାଯାଇଛି । ଜିଲ୍ଲାରେ ସରକାରୀ ବସ୍ ଚଳାଚଳ ବନ୍ଦ ରହିଛି ।
ଏହା ସହ ଦେଖନ୍ତୁ ଏହି ଭିଡିଓ –