ଉତ୍କଳ ଦିବସ! କଟକରେ ଆୟୋଜିତ ହୋଇଛି ଏକ ସ୍ୱତନ୍ତ୍ର ମିନି ମାରାଥନ

58

କନକ ବ୍ୟୁରୋ : ସାରା ରାଜ୍ୟରେ ଉତ୍କଳ ଦିବସ ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଉଛି । ଏହି କ୍ରମରେ କଟକରେ କିଛି ସ୍ୱତନ୍ତ୍ରତା କରାଯାଇଛି । ଉତ୍କଳ ପ୍ରଦେଶ ଦିବସ ଅବସରରେ ମିନି ମାରାଥନର ଆୟୋଜନ କରାଯାଇଛି । ମିନି ମାରାଥନରେ ଶତାଧିକ ପ୍ରତିଯୋଗୀ ବାରବାଟୀ ଦୁର୍ଗ ପାଖରୁ ବାହାରି ସହର ପରିକ୍ରମା କରିଛନ୍ତି । ଏଥିରେ ଡିସିପି ସଂଜୀବ ଆରୋରା, ଜିଲ୍ଲାପାଳ ବିମଳ ଚନ୍ଦ୍ର ମିଶ୍ର, ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ସାମିଲ ହୋଇଥିଲେ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-