ଆଜି ମହାମାୟାଙ୍କ ମହାନବମୀ : ପୂଜା ମଣ୍ଡପରେ ଚାଲିଛି କୁଆଁରୀ କନ୍ୟା ପୂଜା

73

କନକ ବ୍ୟୁରୋ : ଆଜି ମହାନବମୀରେ ଚାଲିଛି ମାଆ ଦୁର୍ଗାଙ୍କ ପୂଜା । ସମ୍ପୂର୍ଣ୍ଣର ରୀତିନୀତିର ସହ କରାଯାଉଛି ମାଆଙ୍କ ପୂଜାର୍ଚ୍ଚନା । ଏହି ନବମୀ ଅବସରରେ ମାଆ ମହାମାୟାଙ୍କ ନିକଟରେ କନ୍ୟା ପୂଜନର ରହିଛି ପରମ୍ପରା । ମାଆଙ୍କ ନିକଟରେ କୁଆଁରୀ କନ୍ୟା ମାନଙ୍କୁ ଏକାଠି ବସାଯାଇ ବିଧି ଅନୁସାରେ ମାଆ ଦୁର୍ଗାଙ୍କ ରୂପରେ ସଜାଯାଇ ପୂଜା କରାଯାଉଛିି । ଭୁବନେଶ୍ୱରର ଅଟଳା ପଞ୍ଚମୁଖୀ ପୂଜା ମଣ୍ଡମପରେ କନ୍ୟା ପୂଜନ କରାଯାଉଛି ।