ହିଟ କମେଡି ସିନେମା ‘ଜଲି ଏଲଏଲବି ୨’ର ହେବ ତେଲୁଗୁ ରିମେକ୍ ! ଅଭିନୟ କରିବେ ସାଉଥ ସୁପରଷ୍ଟାର ପୱନ କଲ୍ୟାଣ

42

ବଲିଉଡର ହିଟ କମେଡି ସିନେମା ‘ଜଲି ଏଲଏଲବି ୨’ର ହେବ ତେଲଗୁ ରିମେକ । ହିନ୍ଦୀ ଭର୍ସନରେ ଅକ୍ଷୟ କୁମାରଙ୍କ ଅଭିନୟ ଦେଖିବାକୁ ମିଳିଥିବାବେଳେ ତେଲୁଗୁ ଭାଷାରେ ଅଭିନୟ କରିବେ ସାଉଥ ସୁପରଷ୍ଟାର ପୱନ କଲ୍ୟାଣ । ତେବେ ପୱନଙ୍କ ବିପକ୍ଷରେ ନାୟିକା କିଏ ହେବେ ସେନେଇ କୌଣସି ଖବର ମିଳିପାରିନି । ସାଉଥର ପ୍ରସିଦ୍ଧ ନିର୍ଦ୍ଦେଶକ ଏସ.ରାଧାକ୍ରିଷ୍ଣ । ଏହି ରିମେକର ନିର୍ଦ୍ଦେଶନା ଦେବେ ।