କନକ ବ୍ୟୁରୋ: ଋଷି ମୃତ୍ୟୁ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ମେୟରଙ୍କ ବିରୋଧରେ ଆସିଥିବା ସେକ୍ସ ଭିଡିଓ ଅଭିଯୋଗ ସହ ଏହାର ଲିଙ୍କ୍ ଥିବା ଅଭିଯୋଗ ହେବା ପରେ ଏବେ ଋଷିଙ୍କ ସାଂଗଙ୍କ ବୟାନ ଘଟଣାକୁ ଆହୁରି ସଂଦେହ ଘେରକୁ ନେଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଆଜି ଋଷିଙ୍କ ଆଉ ତିନିଜଣ ବନ୍ଧୁ ହାଜର ହୋଇଛନ୍ତି ତଦନ୍ତକାରୀ ଅଧିକାରୀଙ୍କ ନିକଟରେ । ଭୁବନେଶ୍ୱର କମିସନରେଟ୍ ପୁଲିସର ଜୋନ-ଥ୍ରୀ ଏସିପିଙ୍କ ନିକଟରେ ସେମାନଙ୍କ ବୟାନ ରେକର୍ଡ ହେବ । ସେମାନଙ୍କ ବୟାନ ଏହି ମାମଲାରେ ଗୁରୁତ୍ୱପୂର୍ଣ୍ଣ ମୋଡ ଆଣିବ ବୋଲି ଆଶା କରାଯାଉଛି ।
ଏହା ସହ ଦେଖନ୍ତୁ ଏହି ଭିଡିଓକୁ-