ନୂଆ ଯୁବରାଜଙ୍କ ରାଜ୍ୟାଭିଷେକ ! ପାରିକୁଦଗଡ ରାଜଉଆସରେ ସନ୍ତୋଷ ଚନ୍ଦ୍ର ଦେଓଙ୍କ ରାଜତିଳକ

54

କନକ ବ୍ୟୁରୋ: ରାଜପ୍ରାସାଦରେ ରାଜତିଳକ । କଳାହାଣ୍ଡି ପାରିକୁଦ ଗଡ ରାଜାଙ୍କ ରାଜତିଳକ ଉତ୍ସବ । କୃଷ୍ଣପ୍ରସାଦ ପାରିକୁଦ ଗଡ ରାଜ ଉଆସରେ ରାଜା ସନ୍ତୋଷ ଚନ୍ଦ୍ର ଦେଓଙ୍କ ତିଳକ ଉତ୍ସବ ପାଳିତ ହୋଇଯାଇଛି । ଉତ୍ସବରେ ରାଜାଙ୍କ ତିଳକ ଲାଗି ବିଧି ବିଧାନ ଅନୁଯାୟୀ ସମାପନ ହୋଇଛି । ଏହି ଉତ୍ସବରେ ରାଜ ପରିବାରର ସମସ୍ତ ସଂପର୍କୀୟ ଯୋଗ ଦେଇଥିଲେ । ରାଜତିଳକ ଉତ୍ସବରେ ରାଜ ଉଆସରେ ଭୋଜି ଭାତର ଆୟୋଜନ କରାଯାଇଥିଲା ।