ସ୍ନାନବେଦୀରେ ଜଗାକୁ ଛୁଇଁ ପାରିବେନି ଭକ୍ତ

ପୁରୀ ବ୍ୟୁରୋ,କନକ ନ୍ୟୁଜ୍ : ହାତୀବେଶରେ ଜଗାକୁ ଏଥର ଛୁଇଁପାରିବେନି ଭକ୍ତ । ଆଜି ନୀତି ସମନ୍ୱୟ ବୈଠକରେ ଶ୍ରୀମନ୍ଦିର ପ୍ରଶାସନ ଜଗାକୁ ଛୁଇଁବା ଉପରେ ଲଗାଇଛି କଟକଣା । ଫଳରେ ସ୍ନାନ ଯାତ୍ରାରେ ଶ୍ରୀଜିଉଙ୍କୁ ସ୍ପର୍ଶ ନେଇ ଆରମ୍ଭ ହୋଇଛି ବିବାଦ । ମୁହାଁମୁହିଁ ହୋଇଛନ୍ତି ଶ୍ରୀମନ୍ଦିର…

ସ୍ନେହୀ ସଲମାନþ

ବଲିଉଡ ସୁପରଷ୍ଟାର ସଲମାନþ ଖାନ୍ ଜଣେ ସ୍ନେହୀ ଓ ଶିଶୁ ପ୍ରେମୀ ଏକଥା ସମସ୍ତେ ଜାଣନ୍ତି । ଛୋଟ ଛୋଟ ପିଲାଙ୍କୁ ସେ ଖୁବ୍ ଭଲ ପାଆନ୍ତି । ସୁଟିଂର ବ୍ୟସ୍ତତା ଭିତରେ ବି ଛୋଟ ପିଲାଙ୍କ ସହ ସମୟ କଟାନ୍ତି । ସଲମାନ ଅନେକ ଥର କହିଛନ୍ତି ସେ ବିବାହ କେବଳ ପିଲାଟିଏ ପାଇଁ କରିବେ । ରୋମାଂନ୍ସ ପାଇଁ…

ଯାଜପୁର ଠିକା ସଂସ୍ଥାର ଅପହୃତ ଜିଏମ୍ ମୂର୍ତି ଶ୍ରୀନିବାସ ଉଦ୍ଧାର : ମୁଖ୍ୟ ଅଭିଯୁକ୍ତ ଆଲ୍ଲାଉଦ୍ଦିନ ଗିରଫ

ଯାଜପୁର : ଅପହୃତ ପିଆରଏସ୍ କନଷ୍ଟ୍ରକସନର ଜିଏମ ମୂର୍ତି ଶ୍ରୀନିବାସଙ୍କୁ ଉଦ୍ଧାର କଲା ଯାଜପୁର ପୁଲିସ୍ । କେନ୍ଦୁଝର ଜିଲ୍ଲା ଘସିପୁରା କୋଚିଆନନ୍ଦୀ ଗାଁରୁ ଶ୍ରୀନିବାସଙ୍କୁ  ପୁଲିସ୍ ଉଦ୍ଧାର କରିଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ଆଲ୍ଲାଉଦ୍ଦିନ ଓ କୃଷ୍ଣିଆ ବାରିକଙ୍କ ସମେତ ମୋଟ୍ ୩ ଜଣଙ୍କୁ…

ବାରବାଟୀକୁ ବିସିସିଆଇ ଝଟକା : ଟେଷ୍ଟ ଭେନ୍ୟୁରେ ହେଲାନି ସାମିଲ

କଟକ ବ୍ୟୁରୋ, କନକ ନ୍ୟୁଜ୍ : ମହଙ୍ଗା ପଡ଼ିଲା ବୋତଲ ମାଡ ଘଟଣା । ନୂଆ ଟେଷ୍ଟ ଭେନ୍ୟୁ ତାଲିକାରୁ ବାଦ୍ ପଡ଼ିଲା ବାରବାଟୀ । ତେବେ ନୂଆ ଭେନ୍ୟୁ ତାଲିକାରୁ ବାଦ୍ ପଡ଼ିଥିବା ବାରବାଟୀ ପାଇଁ କିନ୍ତୁ ଆଶ୍ୱସ୍ତି ଆଣି ଦେଇଛି ଭାରତ-ଇଂଲଣ୍ଡ ଦିନିକିଆ ସିରିଜ୍ । ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ…

ଭୁଷୁଡୁଛି ଲାଲଗଡ : ୮ ମାଓବାଦୀ ମାଲକାନଗିରି ଏସପିଙ୍କ ନିକଟରେ କଲେ ଆତ୍ମସମର୍ପଣ

ମାଲକାନଗିରି : ଭୁଷୁଡୁଛି ଲାଲଗଡ । ମାଲକାନଗିରିରେ ୮ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରେ ୨ ଜଣ କ୍ୟାଡର ମାଓବାଦୀ ଥିବା ଜଣାପଡିଛି । ସେମାନଙ୍କ ନାଁରେ ଲକ୍ଷେ ଟଙ୍କା ଲେଖାଁଏ ପୁରସ୍କାର ରାଶି ଘୋଷଣା ଥିଲା । ସମନ୍ତେ କାଲିମେଳା ଦଳମ୍ ପାଇଁ କାମ କରୁଥିଲେ । ଏହା ସହ  ୬…

ପାଶ୍ଚାତ୍ୟ ସଂସ୍କୃତି କାହାର ଆମର ନା ଆମେରିକାର?

ଆମେରିକା ଗସ୍ତରେ ଅଛନ୍ତି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଗସ୍ତଭିତରେ ଗତକାଲି କୋଣାର୍କକୁ ନେଇ ମୋଦିଙ୍କର ଯେଉଁ ମନ୍ତବ୍ୟ ସାମ୍ନାକୁ ଆସିଛି, ତାକୁ ଦୁଇଟି ଭାଗରେ ନେଇ ବର୍ତମାନ ବିତର୍କ ଜୋର ଧରିଛି । ଗୋଟିଏ ହେଉଛି ମୋଦୀଙ୍କର ଭୁଲତଥ୍ୟ ଏବଂ ଅନ୍ୟଟି ହେଉଛି ସଂସ୍କୃତି ଓ…

ପୁରୀରେ ନୀତି ସମନ୍ୱୟ କମିଟି ବୈଠକ ଆରମ୍ଭ : ସ୍ନାନପୂର୍ଣ୍ଣମୀ ଓ ରଥଯାତ୍ରା ନେଇ ଆଲୋଚନା

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ନୀତି ସମନ୍ୱୟ କମିଟି ବୈଠକ ଆରମ୍ଭ ହୋଇଛି । ଏଥିରେ ୧୧ଟି ନିଯୋଗ ସଭାପତି ଓ ସଂପାଦକ ସାମିଲ ହୋଇଛନ୍ତି । ସ୍ନାନପୂର୍ଣ୍ଣମୀ ଓ ରଥଯାତ୍ରା ନେଇ ଆଲୋଚନା ଜାରି ରହିଛି । ଦଇତାପତି…

ବିଜେଡି ମୁହାଁ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଜେପି ଓ କଂଗ୍ରେସ ଛାଡି ବିଜେଡିରେ ସାମିଲ ହେଲେ ଶତାଧୀକ କର୍ମୀ । ଏନେଇ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ କର୍ମୀମାନେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ଏମାନେ ସମସ୍ତେ କୋରାପୁଟ ଓ ଜୟପୁର ନିର୍ବାଚନ ମଣ୍ଡଳୀର ଶତାଧିକ…

ହେମାନନ୍ଦ ବିଶ୍ୱାଳ ହାଇକମାଣ୍ଡଙ୍କୁ ଭେଟିବା ପ୍ରସଙ୍ଗ : ହେମାନନ୍ଦଙ୍କ ଅଭିଯୋଗ ପରେ ମୁହଁ ଖୋଲିଲେ ପିସିସି ସଭାପତି…

ଭୁବନେଶ୍ୱର ବ୍ୟୁରୋ .କନକ ନ୍ୟୁଜ୍ : ହେମାନନ୍ଦଙ୍କ ଅଭିଯୋଗ ପରେ ମୁହଁ ଖୋଲିଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ । କଂଗ୍ରେସ ହାଇକମାଣ୍ଡଙ୍କୁ ଭେଟିବାରେ କୌଣସି ଅସୁବିଧା ନାହିଁ । ଯଦି ହେମାନନ୍ଦଙ୍କର କୌଣସି ଅସନ୍ତୋଷ ଥାଏ ତେବେ ଏହାକୁ ଦୂର କରାଯିବ ବୋଲି ପିସିସି ସଭାପତି ପ୍ରସାଦ…

ବଢୁଛି ବିଲଡର ନିରଂଜନ ରାଣାଙ୍କ ନାଁରେ ଅଭିଯୋଗ ଫର୍ଦ୍ଦ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଲଡର ନିରଂଜନ ରଣାଙ୍କ ନାଁରେ ପୁଣି ଠକେଇ ଅଭିଯୋଗ । ନିରଂଜନଙ୍କ ବିରୋଧରେ ଲାଗିଲା ଓପିଆଇଡି ଆକ୍ଟ । ଫ୍ଲାଟ୍ ଦେବା ନାଁରେ ୪୦ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ । ଠକେଇ ନେଇ ସହିଦ ନଗର ଥାନାରେ ଏତଲା ।ଏହି ଆଇନ ବଳରେ ତାଙ୍କର ସମସ୍ତ ସ୍ଥାବର ଓ ଅସ୍ଥାବର…