ପାଶ୍ଚାତ୍ୟ ସଂସ୍କୃତି କାହାର ଆମର ନା ଆମେରିକାର?

38

ଆମେରିକା ଗସ୍ତରେ ଅଛନ୍ତି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଗସ୍ତଭିତରେ ଗତକାଲି କୋଣାର୍କକୁ ନେଇ ମୋଦିଙ୍କର ଯେଉଁ ମନ୍ତବ୍ୟ ସାମ୍ନାକୁ ଆସିଛି, ତାକୁ ଦୁଇଟି ଭାଗରେ ନେଇ ବର୍ତମାନ ବିତର୍କ ଜୋର ଧରିଛି । ଗୋଟିଏ ହେଉଛି ମୋଦୀଙ୍କର ଭୁଲତଥ୍ୟ ଏବଂ ଅନ୍ୟଟି ହେଉଛି ସଂସ୍କୃତି ଓ କଳାକାରୀର କଥା । କିନ୍ତୁ ଏହାରି ଭିତରେ ଏକ ବଡବିତର୍କର ବିଷୟ ସାମ୍ନାକୁ ଆସିଛି, ସ୍କର୍ଟ ଓ ପର୍ସ ଆମ ସଂସ୍କୃତି କି? ୭୦୦ ବର୍ଷ ପୂର୍ବେ ଏହା ଆମ ସଂସ୍କୃତିରେ ସାମିଲ ହୋଇରହିଥିଲା କି ?ଆମେରିକା କୁ ଯିବା ଆଗରୁ ଏହା ଆମ ସଂସୃତି ସହିତ ଜଡିତ ଥିଲା କି? ଏ ସମସ୍ତ ବିର୍ତକିତ ପ୍ରସଙ୍ଗ ଉପରେ ଦେଖିବା କନକ ନ୍ୟୁଜର ବିଗ୍ ଡିବେଟ୍