ମୋଦି ସରକାରଙ୍କୁ ପ୍ରଶଂସା କଲେ ବୈଜୟନ୍ତ

କନକ ବ୍ୟୁରୋ : ମୋଦିଙ୍କ ନେତୃତ୍ୱକୁ ବିଜେଡି ସାଂସଦଙ୍କ ଭୁରି ଭୁରି ପ୍ରଶଂସା । ମାତ୍ର ୩ ଦିନ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ ଡାକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୋଦିଙ୍କୁ ଟାର୍ଗେଟ କରିବା ପରେ ଆଜି ତାଙ୍କ ଦଳର ସାଂସଦ ମୋଦିଙ୍କୁ ପ୍ରଶଂସା କରିଛନ୍ତି । ସାଂସଦ ବୈଜୟନ୍ତ ପଣ୍ଡା…

ଭୁଷୁଡିପାରେ ପୁରୀ ସମଯାଜପୁର ଓଭରବ୍ରିଜ୍ : ଏନଏଚଏଆଇ

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଠାକୁରଙ୍କୁ ଠକିଦେଲେ । ଧରାପଡିଗଲା ନବକଳେବର ସ୍କାମ୍ । ଯେକୌଣସି ସମୟରେ ଭୁଷୁଡିପଡିବ ପୁରୀ ସମଯାଜପୁର ଓଭରବ୍ରିଜ । ଏଭଳି ଆଶଙ୍କା କରିଛି ଏନ୍ଏଚ୍ଏଆଇ । ବର୍ତମାନ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ଓଭରବ୍ରିଜ । ଅତିଶୀଘ୍ର ଏହାର ମରାମତି ଆବଶ୍ୟକ । ଜାତୀୟ ରାଜପଥ…

ବାଉଁଶରାଣୀରୁ ବିଜୁସେତୁ : ରାଜ୍ୟ ସରକାରଙ୍କ ବିଚିତ୍ର ବ୍ୟବସ୍ଥା

ଯାଜପୁର : ଦୁର୍ଗମ ଓ ଅପହଂଚ ଅଂଚଳକୁ ଯୋଡିବାକୁ ସରକାରଙ୍କ ବିଜୁ ସେତୁ ଯୋଜନା । ଆଜି ସଚିବାଳୟରୁ ଆଉ ଶହେଟି ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ହେଲେ ସରକାରଙ୍କ ବିଜୁ ସେତୁର ଗ୍ରାଉଣ୍ଡ ରିଆଲିଟି କିନ୍ତୁ ଭିନ୍ନ ଏକ କଥା କହୁଛି । ସାମ୍ନାକୁ ଆସିଛି ଯାଜପୁରର ଏଭଳି ଏକ ଦୃଶ୍ୟ ।…

ବାନା ସାମ୍ରାଜ୍ୟର ସୂର୍ଯ୍ୟାସ୍ତ

ବାବାଙ୍କର ବହୁରୂପୀ ବେଶ  । ବାହାରେ ଆଧ୍ୟାତ୍ମିକତାର ଚାଦର  । ଭିତରେ ବିଳାସ ପାଇଁ ବ୍ୟଗ୍ରତା  । ଭକ୍ତଙ୍କ ମତରେ ଇଏ ଭଗବାନଙ୍କ ଅବତାର । ମହାଶୟ ଜଣକ ନିଜକୁ ବୋଲାଇଥାନ୍ତି ଭଗବାନଙ୍କ ପାଖ ଲୋକ ବା ଖୋଦ ଭଗବାନ ବୋଲି । ନିଜର ଦିବ୍ୟ ପ୍ରବଚନ ଓ ଅଲୌକିକ ଉପଲବ୍ଧି ବଳରେ ଭକ୍ତଙ୍କ ମନରେ ସେ…

ପଳାତକ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ଦେଲା ଡାକ ପିଅନର ଆଖ୍ୟା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପଳାତକ ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ଦେଲା ଡାକ ପିଅନର ଆଖ୍ୟା । ଓଡିଶାରୁ ପରାଜିତ ହେବା ପରେ ବାହାର ରାଜ୍ୟରୁ ରାଜ୍ୟସଭାକୁ ମନୋନିତ ହୋଇଥିବା ଧର୍ମେନ୍ଦ୍ରଙ୍କୁ ଓଡିଶା ସରକାର କି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଟିପ୍ପଣୀ ଦେବାର…

୪୫ଲକ୍ଷ ଟଙ୍କାର ବିବାଦୀୟ ଅଧ୍ୟାୟରେ ବିତର୍କିତ ନାୟକ ସବ୍ୟସାଚୀ : ଦିନକ ଭିତରେ ଦେଲେ ତିନିଟି ବୟାନ

କନକ ବ୍ୟୁରୋ : ସବ୍ୟସାଚୀ ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କୁ ବିଜେଡି ଏକାଉଂଟରୁ ୪୫ ଲକ୍ଷ ଟଙ୍କା ଟ୍ରାନ୍ସଫର ପ୍ରସଙ୍ଗ ଆହୁରି ରହସ୍ୟ ଭିତରକୁ ଠେଲି ହୋଇଯାଇଛି । ପୁରା ଘଟଣାକୁ ଆହୁରି ସନ୍ଦେହଘେରକୁ ଆଣିଛି ସବ୍ୟସାଚୀ ପଣ୍ଡାଙ୍କ ଭିନ୍ନ ଭିନ୍ନ ବୟାନ । କେତେବେଳେ ସବ୍ୟସାଚୀ କହୁଛନ୍ତି, ବିଜେଡି…

ସ୍ନାନବେଦୀରେ ଜଗାକୁ ଛୁଇଁ ପାରିବେନି ଭକ୍ତ

ପୁରୀ ବ୍ୟୁରୋ,କନକ ନ୍ୟୁଜ୍ : ହାତୀବେଶରେ ଜଗାକୁ ଏଥର ଛୁଇଁପାରିବେନି ଭକ୍ତ । ଆଜି ନୀତି ସମନ୍ୱୟ ବୈଠକରେ ଶ୍ରୀମନ୍ଦିର ପ୍ରଶାସନ ଜଗାକୁ ଛୁଇଁବା ଉପରେ ଲଗାଇଛି କଟକଣା । ଫଳରେ ସ୍ନାନ ଯାତ୍ରାରେ ଶ୍ରୀଜିଉଙ୍କୁ ସ୍ପର୍ଶ ନେଇ ଆରମ୍ଭ ହୋଇଛି ବିବାଦ । ମୁହାଁମୁହିଁ ହୋଇଛନ୍ତି ଶ୍ରୀମନ୍ଦିର…

ସ୍ନେହୀ ସଲମାନþ

ବଲିଉଡ ସୁପରଷ୍ଟାର ସଲମାନþ ଖାନ୍ ଜଣେ ସ୍ନେହୀ ଓ ଶିଶୁ ପ୍ରେମୀ ଏକଥା ସମସ୍ତେ ଜାଣନ୍ତି । ଛୋଟ ଛୋଟ ପିଲାଙ୍କୁ ସେ ଖୁବ୍ ଭଲ ପାଆନ୍ତି । ସୁଟିଂର ବ୍ୟସ୍ତତା ଭିତରେ ବି ଛୋଟ ପିଲାଙ୍କ ସହ ସମୟ କଟାନ୍ତି । ସଲମାନ ଅନେକ ଥର କହିଛନ୍ତି ସେ ବିବାହ କେବଳ ପିଲାଟିଏ ପାଇଁ କରିବେ । ରୋମାଂନ୍ସ ପାଇଁ…

ଯାଜପୁର ଠିକା ସଂସ୍ଥାର ଅପହୃତ ଜିଏମ୍ ମୂର୍ତି ଶ୍ରୀନିବାସ ଉଦ୍ଧାର : ମୁଖ୍ୟ ଅଭିଯୁକ୍ତ ଆଲ୍ଲାଉଦ୍ଦିନ ଗିରଫ

ଯାଜପୁର : ଅପହୃତ ପିଆରଏସ୍ କନଷ୍ଟ୍ରକସନର ଜିଏମ ମୂର୍ତି ଶ୍ରୀନିବାସଙ୍କୁ ଉଦ୍ଧାର କଲା ଯାଜପୁର ପୁଲିସ୍ । କେନ୍ଦୁଝର ଜିଲ୍ଲା ଘସିପୁରା କୋଚିଆନନ୍ଦୀ ଗାଁରୁ ଶ୍ରୀନିବାସଙ୍କୁ  ପୁଲିସ୍ ଉଦ୍ଧାର କରିଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ଆଲ୍ଲାଉଦ୍ଦିନ ଓ କୃଷ୍ଣିଆ ବାରିକଙ୍କ ସମେତ ମୋଟ୍ ୩ ଜଣଙ୍କୁ…

ବାରବାଟୀକୁ ବିସିସିଆଇ ଝଟକା : ଟେଷ୍ଟ ଭେନ୍ୟୁରେ ହେଲାନି ସାମିଲ

କଟକ ବ୍ୟୁରୋ, କନକ ନ୍ୟୁଜ୍ : ମହଙ୍ଗା ପଡ଼ିଲା ବୋତଲ ମାଡ ଘଟଣା । ନୂଆ ଟେଷ୍ଟ ଭେନ୍ୟୁ ତାଲିକାରୁ ବାଦ୍ ପଡ଼ିଲା ବାରବାଟୀ । ତେବେ ନୂଆ ଭେନ୍ୟୁ ତାଲିକାରୁ ବାଦ୍ ପଡ଼ିଥିବା ବାରବାଟୀ ପାଇଁ କିନ୍ତୁ ଆଶ୍ୱସ୍ତି ଆଣି ଦେଇଛି ଭାରତ-ଇଂଲଣ୍ଡ ଦିନିକିଆ ସିରିଜ୍ । ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ…