ଜଙ୍ଗଲରେ ବେଧଡକ ଭାବେ ଚାଲିଛି ଜୁଆ ଖେଳ : ନୂଆପଡା ଜୁନାନା ଜଙ୍ଗଲରେ ଜୁଆ ଆଡ୍ଡା ଉପରେ ପୁଲିସର ଚଢଉ

57

କନକ ବ୍ୟୁରୋ : ଜଙ୍ଗଲରେ ଜୁଆ । ନୂଆପଡା ଜୁନାନା ଜଙ୍ଗଲରେ ଜୁଆ ଖେଳ । ଗତକାଲି ନୂଆପଡା ପୁଲିସ ଖବର ପାଇ ଜଙ୍ଗଲରେ ଜୁଆ ଖେଳାଯାଉଥିବା ଖବର ପାଇଥିଲା । ଏହା ପରେ ପୁଲିସ ଅତର୍କିତ ଭାବେ ଚଢାଉ କରିଥିଲା । ୨ ଲକ୍ଷ ୧୦ ହଜାର ଟଙ୍କା ସହ ୧୪ଟି ମୋବାଇଲ ଓ ୧୪ଟି ଗାଡିକୁ ଜବତ କରିଥିଲା ପୁଲିସ । ଏହା ସହ ୧୪ ଜଣ ଜୁଆଡିଙ୍କୁ ବି ପୁଲିସ ଗିରଫ କରିଛି ।