ନିର୍ଭୟା ଗଣଧର୍ଷଣ ମାମଲା: ଦୋଷୀ ବିନୟ ଶର୍ମାଙ୍କ ତିହାର ଜେଲରେ ଆତ୍ମହତ୍ୟା ଉଦ୍ୟମ

21

କନକ ବ୍ୟୁରୋ : ନିର୍ଭୟା ଗଣଧର୍ଷଣ ମାମଲା । ଦୋଷୀ ବିନୟ ଶର୍ମା ତିହାର ଜେଲରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ତାଙ୍କ ସ୍ଥିତି ବହୁତ ଗମ୍ଭୀର ଅବସ୍ଥାରେ ।

କାଲି ରାତି ୧.୩୦ସମୟରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ପ୍ରଥମେ କିଛି ମେଡିସିନ ଖାଇଥିଲେ ଏବଂ ପରେ ବେକରେ ଗାମୁଛା ବାନ୍ଧି ଫାଶି ଲଗେଇବାକୁ ଚେଷ୍ଟା କରୁଥିଲେ।