କ୍ଲିନିକାଲ୍ ଆକ୍ଟ ଉଲଂଘନ ଅଭିଯୋଗରେ ବିବେକାନନ୍ଦ ହସ୍ପିଟାଲ ଉପରେ ଡିଏମଇଟିର କାର୍ଯ୍ୟାନୁଷ୍ଠାନ

49

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିବେକାନନ୍ଦ ହସ୍ପିଟାଲ ଉପରେ ଡିଏମଇଟିର କାର୍ଯ୍ୟାନୁଷ୍ଠାନ । ଅପରେସନ ଥିଏଟର ସହ କ୍ୟାଂଟିନ ସିଲ କରିଛି ଡିଏମଇଟି । ୮ ଘଂଟାରୁ ଅଧିକ ସମୟ ଧରି କାଗଜପତ୍ର ଯାଂଚ ପରେ ସିଲ୍ କରିଛି ଡିଏମଇଟି । ତେବେ କ୍ଲିନିକାଲ ଆକ୍ଟ ଉଲଂଘନ ଅଭିଯୋଗରେ ଏହି ରେଡ୍ ହୋଇଛି ।