ଭୁଷୁଡୁଛି ଲାଲଗଡ : ବିଚ୍ଛିନ୍ନାଂଚଳ ବିଏସଏଫ କ୍ୟାମ୍ପରେ ଆତ୍ମସମର୍ପଣ କଲେ ୫ ମିଲିସିଆ ମାଓବାଦୀ

34

ମାଲକାନଗିରି : ଭୁଷୁଡୁଛି ଲାଲଗଡ । ସଂଗଠନ ଛାଡୁଛନ୍ତି ମାଓବାଦୀ । ପଣସପୁଟ ଏନକାଉଂଟର ପରେ ଲାଲଗଡ ଦୁର୍ବଳ ହେଉଛି । ଗତକାଲି ବିଳମ୍ବିତ ରାତିରେ ୫ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ବିଚ୍ଛିନ୍ନାଂଚଳ ବିଏସଏଫ କ୍ୟାମ୍ପରେ  କଲେ ୫ ମିଲିସିଆ ମାଓବାଦୀ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ସମସ୍ତ ଆତ୍ମସମର୍ପଣକାରୀ ମାଓବାଦୀ ପଣସପୁଟ ଅଂଚଳର ବୋଲି ଜଣାପଡିଛି ।