ମଦ ବିରୋଧର ତାତିଲେ ମହିଳା ! କାମାକ୍ଷାନଗର ଭାଲୁମୁଣ୍ଡାରେ ପୋଲିସ-ମହିଳା ଧସ୍ତାଧସ୍ତି

38

କନକ ବ୍ୟୁରୋ : ମଦ ବିରୋଧରେ ତାତିଲେ ମହିଳା । ମୁହାଁମୁହିଁ ହୋଇଛନ୍ତି ପୁଲିସ ଓ ମହିଳା । ଢେଙ୍କାନାଳ କାମାକ୍ଷାନଗର ଭାଲୁମୁଣ୍ଡାରେ ମଦ ଭାଟି ଭାଙ୍ଗିବା ବେଳେ ଉତେଜନା ପ୍ରକାଶ ପାଇଛି । ମଦ ଭାଟି ଭାଙ୍ଗିବା ପାଇଁ ମହିଳା ମାନେ ମଦଭାଟି ଉପରକୁ ଢେଲାମାଡ କରିଛନ୍ତି । ସ୍ଥାନୀୟ ଅଂଚଳରେ ଉତେଜନା ଦେଖାଦେଇଛି ।