ସକାଳୁ ସକାଳୁ ସାରା ରାଜ୍ୟରେ ନିଆଁ ବର୍ଷା : ୮ଟା ୩୦ ସୁଦ୍ଧା ଝାରସୁଗୁଡା ତାପମାତ୍ରା ୩୭.୨ ଡିଗ୍ରୀ

146

କନକ ବ୍ୟୁରୋ : ସକାଳୁ ସକାଳୁ ସାରା ରାଜ୍ୟରେ ନିଆଁ ବର୍ଷା । ୮ଟା ୩୦ ସୁଦ୍ଧା ଝାରସୁଗୁଡା ତାପମାତ୍ରା ୩୭.୨ ଡିଗ୍ରୀ । ସେହିପରି ସମ୍ବଲପୁର  ୩୬.୬ ଡ଼ିଗ୍ରୀ, ହୀରାକୁଦ ୩୫.୪ ଡ଼ିଗ୍ରୀ, ଭୁବନେଶ୍ୱର ୩୫ ଡ଼ିଗ୍ରୀ, କେନ୍ଦୁଝର ୩୫ ଡ଼ିଗ୍ରୀ, ପୁରୀ ୩୪.୬ ଡ଼ିଗ୍ରୀ, ବାଲେଶ୍ୱର ୩୪.୨ ଡ଼ିଗ୍ରୀ,  ଚାନ୍ଦବାଲି ୩୪ ଡ଼ିଗ୍ରୀ, ପାରାଦୀପ ୩୨.୪ ଡ଼ିଗ୍ରୀ, ଗୋପାଳପୁର ୩୨.୪ ଡ଼ିଗ୍ରୀ ରେକର୍ଡ କରାଯାଇଛି ।

ଆଜି ସକାଳ ୮.୩୦ ସୁଦ୍ଧା ରେକର୍ଡ ଆଦ୍ରତା

ପାରାଦୀପ : ୮୩%
ଚାନ୍ଦବାଲି : ୮୦%
ଗୋପାଳପୁର : ୭୯%
ପୁରୀ : ୭୬%
ବାଲେଶ୍ୱର : ୭୧%
ଭୁବନେଶ୍ୱର : ୬୫%
ହୀରାକୁଦ : ୪୯%
କେନ୍ଦୁଝର : ୪୪%
ସମ୍ବଲପୁର : ୪୧%
ଝାରସୁଗୁଡା : ୩୩%