ଜାପାନି ଜ୍ୱରର ମୃତ୍ୟୁ ତାଲିକାରୁ ଆସିଲା ଆଶ୍ଚର୍ଯ୍ୟକର ତଥ୍ୟ : ମୃତ ୪୫ଶିଶୁଙ୍କ ମଧ୍ୟରେ ଅଛନ୍ତି ୩୨ଝିଅ

20

କନକ ବ୍ୟୁରୋ : ଜାପାନି ଜ୍ୱରରେ ମାସକରେ ୪୫ ଶିଶୁ ପ୍ରାଣ ହରାଇ ସାରିଲେଣି । ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଏମାନଙ୍କ ମଧ୍ୟରୁ ୩୨ ଜଣ ହେଉଛନ୍ତି ଝିଅ । ପ୍ରଶ୍ନ ଉଠୁଛି ମହାମାରୀରେ କାହିଁକି ଅଧିକ ସଂଖ୍ୟାରେ କନ୍ୟା ସନ୍ତାନ ପ୍ରାଣ ହରାଉଛନ୍ତି । ଏହାପଛରେ କିଛି ବିଜ୍ଞାନସମ୍ମତ କାରଣ ରହିଛି ନା ଆମ ଲିଙ୍ଗଗତ ମାନସିକତାର ଶୀକାର ହୋଇ କନ୍ୟା ସନ୍ତାନ ବିଳମ୍ବରେ ଚିକିତ୍ସିତ ହେଉଛି । ଅଭିଜ୍ଞ ଡାକ୍ତରଙ୍କ ମତକୁ ନେଇ ଦେଖନ୍ତୁ ଏହି ରିପୋର୍ଟ –