ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ : ଯାଜପୁର ଜିଲ୍ଲାର ଧର୍ମଶାଳା ଓ ଯାଜପୁର ବ୍ଲକରେ ମତଦାନ ସକାଳ ୭ଟାରୁ ଆରମ୍ଭ

46

ଯାଜପୁର : ଯାଜପୁର ଜିଲ୍ଲାର ଧର୍ମଶାଳା ଓ ଯାଜପୁର ବ୍ଲକରେ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଛି । ଧର୍ମଶାଳା ବ୍ଲକର ୬୩୭ଟି ବୁଥରେ ୬୩୭ ୱାର୍ଡ ମେମ୍ବର, ୫ଟି ଜିଲାପରିଷଦ ସଭ୍ୟ, ୪୫ଟି ସରପଂଚ,୪୫ଟି ସମିତିସଭ୍ୟ ପାଇଁ ଭୋଟ ଦେଉଛନ୍ତି ଭୋଟର । ଧର୍ମଶାଳା ବ୍ଳକରେ ୧ଲକ୍ଷ ୬୧ ହଜାର ୧୫୯ଜଣ ଭୋଟର ସେମାନଙ୍କ ପ୍ରତିନିଧି ଆସନ୍ତା ୫ ବର୍ଷ ପାଇଁ ବାଛିବେ ।