ଏଲଏସିରେ ଚୀନ ସେନା ସୀମା ଟପିବା ପରେ ସଜାଗ ଭାରତ । ସୀମାରେ ମୁତୟନ କଲା ଲଢ଼ୁଆ ବିମାନ 

108

କନକ ବ୍ୟୁରୋ: ସେପଟେ ତୱାଙ୍ଗ ଘଟଣା ପରେ ସୀମାରେ ଉତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଚୀନ ସେନାକୁ ପାନେ ଚଖେଇବା ପାଇଁ ସୀମାରେ ଲଢ଼ୁଆ ବିମାନ ମୂତୟନ କରିଛି ଭାରତୀୟ ସେନା ।

ଅନ୍ୟପଟେ ଭାରତ ସରକାର ଓ ଅରୁଣାଚଳ ପ୍ରଦେଶ ସରକାର ବି ଚୀନକୁ ଚରମବାଣୀ ଶୁଣାଇଛନ୍ତି । ଅରୁଣାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜିର ଭାରତ ୧୯୬୨ ମସିହାର ଭାରତ ନୁହେଁ ।