ବଢିବ ସୁନା ଦର : ଗ୍ରାହକଙ୍କ ଉପରେ ପଡିବ କି ପ୍ରଭାବ?

188

କନକ ବ୍ୟୁରୋ : ଦୀପାବଳିରେ ବଢିବ ସୁନା ଦର । ଦେଶରେ ୧୦ ଗ୍ରାମ ସୁନା ଦର ପିଛା ୫୩ ହଜାର ଛୁଇଁପାରେ ବୋଲି ଆଶଙ୍କା କରାଯାଉଛି । ବିଶେଷଜ୍ଞଙ୍କ କହିବାନୁଯାୟୀ, ପ୍ରଫିଟ୍ ବୁକିଂ ବି ସୁନା ଦରକୁ ବଢାଇପାରେ । ସମ୍ପ୍ରତି ଡଲାର ତୁଳନାରେ ଟଙ୍କାର ହ୍ରାସ ଘଟୁଥିବାରୁ ସୁନା ଦର ମହଙ୍ଗା ହେଉଛି । ଫଳରେ ଆମଦାନୀ ମହାଙ୍ଗା ହେଉଛି, ଏହାର ପ୍ରଭାବ ସୁନା ଦର ଉପରେ ପଡୁଛି ।