Browsing Category

ଦେଶ ବିଦେଶ

ମଝି ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦକୁ ଲାଗିଲା ଝଟକା । ପୂରା ସିଜିନରୁ ବାଦ୍ ପଡିଲେ ୮.୭୫ କୋଟି ଟଙ୍କାର ଖେଳାଳୀ ।

କନକ ବ୍ୟୁରୋ : ଆଇପିଏଲ ଅଧାରୁ ସନରାଇଜର୍ସ ହାଇଦ୍ରାବାଦକୁ ବଡ ଝଟକା । ପୂରା ଆଇପିଏଲ ସିଜିନରୁ ବାଦ୍ ପଡିଲେ ୮.୭୫ କୋଟି ଟଙ୍କାରେ ହାଇଦ୍ରାବାଦ ସହ ଯୋଡି ହୋଇଥିବା ଷ୍ଟାର ଅଲରାଉଣ୍ଡର ୱାସିଂଟନ ସୁନ୍ଦର । କହୁଣୀରେ ଆଘାତ କାରଣରୁ ପୂରା ସିଜିନରୁ ବାଦ୍ ପଡିଛନ୍ତି ୱାସିଂଟନ । ଏନେଇ ସନରାଇଜର୍ସ…
Read More...

ଦନ୍ତେୱାଡା ନକ୍ସଲ ଆକ୍ରମଣ, ମାଓବାଦୀଙ୍କ ଚାପରେ ସହିଦଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେଲେ ନାହିଁ ଗ୍ରାମବାସୀ

କନକ ବ୍ୟୁରୋ : ଚତିଶଗଡ ଦନ୍ତେୱାଡା ଜିଲ୍ଲାରେ ବୁଧବାର ହୋଇଥିବା ମାଓବାଦୀ ଆକ୍ରମଣରେ ୧୦ ଜଣ ଯବାନଙ୍କ ସମେତ ଜଣେ ଡ୍ରାଇଭର ପ୍ରାଣ ହରାଇଛନ୍ତି । ହେଲେ ଏହି ୧୦ ଜଣ ଯବାନଙ୍କ ମଧ୍ୟରୁ ଜଣେ ଯବାନ ଏମିତି ଅଛନ୍ତି ଯାହାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବାକୁ ଗ୍ରାମବାସୀ ମନା କରିଦେଇଛନ୍ତି ।…
Read More...

ଘରୁ ମିଳିଲା ମହିଳା ସବ୍ ଇନ୍ସପେକ୍ଟରଙ୍କ ମୃତଦେହ । ବର୍ଷେ ହେବ ଛୁଟିରେ ଥିଲେ ଶୀତଲ

କନକ ବ୍ୟୁରୋ: ମୁମ୍ବାଇରେ ଜଣେ ମହିଳା ପୁଲିସ ଅଧିକାରୀଙ୍କ ମୃତଦେହ ତାଙ୍କ ଘରୁ ସନ୍ଦିଗ୍ଧ ଅବସ୍ଥାରେ ଉଦ୍ଧାର ହୋଇଛି । ମୃତ ମହିଳା ଇନ୍ସପେକ୍ଟର ହେଉଛନ୍ତି ଶୀତଲ ୟେଦକେ । ସେ ମୁମ୍ବାଇ ପୁଲିସରେ ସବ୍‌-ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଥିଲେ। ମିଳିଥିବା ସୂଚନା ମୁତାବକ, ଶୀତଲ ପ୍ରାୟ ଦେଢ…
Read More...

୧୦ ବର୍ଷିୟ ଅୟାନ ରଚିଲେ ଇତିହାସ, ସବୁଠାରୁ କମ୍ ବୟସରେ ପାସ୍ କଲେ ଉତ୍ତର ପ୍ରଦେଶ ବୋର୍ଡ ପରୀକ୍ଷା

କନକ ବ୍ୟୁରୋ : ଉତ୍ତର ପ୍ରଦେଶ ବୋର୍ଡର ଦଶମ ଶ୍ରେଣୀ ପରୀକ୍ଷାରେ ଚଳିତ ବର୍ଷ ଅୟାନ ସମସ୍ତ ରେକର୍ଡ ଭାଙ୍ଗିଛନ୍ତି । ୧୦ ବର୍ଷ ବୟସରେ ଅୟାନ ଉତ୍ତର ପ୍ରଦେଶ ବୋର୍ଡର ଦଶମ ପରୀକ୍ଷା ପାସ୍ କରିଛନ୍ତି । କେବଳ ଏତିକି ନୁହେଁ ଅୟାନ ଦଶମ ବୋର୍ଡ ପରୀକ୍ଷାରେ ଭଲ ମାର୍କ ମଧ୍ୟ ରଖିଛନ୍ତି । ସେ ଚଳିତ…
Read More...

ନିଲାମ ହୋଇଗଲା ଅନିଲ ଅମ୍ବାନୀଙ୍କ ରିଲିଆନ୍ସ କ୍ୟାପିଟାଲ । ଜାଣନ୍ତୁ କିଏ ଓ କେତେ ଟଙ୍କାରେ କିଣିଲା ଏହି କମ୍ପାନୀ ?

କନକ ବ୍ୟୁରୋ : ଦେଶରେ ଥିବା କିଛି ହାତଗଣତି ଶିଳ୍ପପତିଙ୍କ ମଧ୍ୟରେ ଅନୀଲ ଅମ୍ବାନୀ ଅନ୍ୟତମ । ଗୋଟିଏ ସମୟରେ ତାଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ରିଲିଆନ୍ସ ଗ୍ରୁପ ସାରା ଭାରତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ବେଳେ ଏବେ କିନ୍ତୁ ଅନୀଲ ଅମ୍ବାନୀ କରଜରେ ବୁଡି ଦେବାଳିଆ…
Read More...

ଶାହାରୁଖ-ସଲମାନଙ୍କ ଠାରୁ ଆଗରେ ଅମୀର । କେହି ବି ଭାଙ୍ଗି ପାରିନାହାନ୍ତି ଅମୀରଙ୍କ ଏହି ରେକର୍ଡ, ଜାଣନ୍ତୁ କ’ଣ ରହିଛି…

କନକ ବ୍ୟୁରୋ : ଅମୀର ଖାନ୍ । ଏହି ନାମ ହିଁ ଯଥେଷ୍ଟ । ଅନେକ ସିନେପ୍ରେମୀଙ୍କ ହୃଦୟ ଜିତିଥିବା ଅମୀରଙ୍କ ସମ୍ପର୍କରେ ସମସ୍ତଙ୍କୁ ବେଶ ଭଲଭାବେ ଜଣା । ବ୍ୟକ୍ତିଗତ ଜୀବନ ହେଉ ବା ସ୍କ୍ରିନରେ ଦମଦାର ଅଭିନୟ । ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଅମୀର । ତେବେ ଆପଣ ଜାଣିଛନ୍ତି କି, ଅମୀର ଖାନଙ୍କ…
Read More...

ବିଜ୍ଞାନ ଉପରେ ଭାରି ପଡୁଛି ଅନ୍ଧ ବିଶ୍ୱାସ । କାଳ ହେଲା ପାଦ୍ରୀଙ୍କ କୁମନ୍ତ୍ରଣା, ସ୍ୱର୍ଗପ୍ରାପ୍ତି ପାଇବାକୁ ଏଭଳି…

କନକ ବ୍ୟୁରୋ : ଅନ୍ଧ ବିଶ୍ୱାସର ଅନ୍ଧଗଳିରେ ଏବେ ବି ଝୁଣ୍ଟୁଛିି ମଣିଷ । ଧର୍ମ ଭଳି ଏକ ପବିତ୍ର ବିଶ୍ୱାସ ଆଳରେ ଲୋକମାନଙ୍କୁ ମରଣ ମୁହଁକୁ ଠେଲି ଦେଉଛନ୍ତି କିଛି ଧର୍ମାନ୍ଧମାନେ । ନିରିହ ମଣିଷର ବିଶ୍ୱାସରେ ବିଷ ଦେଇ ସେମାନଙ୍କୁ ଶୋଷଣ କରିବାରେ ଲାଗିଛନ୍ତି ମିଥ୍ୟା ଧର୍ମପ୍ରଚାରକ ଗଣ । ଏଭଳି…
Read More...

ସୁଦାନୁ ଫେରିବା ପରେ ସେଠାକାର ଛାତିଥରା କାହାଣୀ ଶୁଣାଇଲେ ଜଣେ ଯୁବକ । କହିଲେ, ମୃତ୍ୟୁର କୋଠରୀରେ ଥିଲୁ ଆମେ

କନକ ବ୍ୟୁରୋ : ସୁଦାନରେ ଭୟଙ୍କର ପରିସ୍ଥିତି ଭିତରେ ସୁଦାନରେ ଫସିଥିବା ଭରତୀୟଙ୍କ ଉଦ୍ଧାର  । ଗତ ୨୪ଘଣ୍ଟା ମଧ୍ୟରେ ୫ଶହ ଲୋକଙ୍କୁ ସୁଦାନରୁ ଭାରତ ଅଣାଯାଇଛି । ଭାରତରେ ପହଞ୍ଚିବା ପରେ ହରିଆଣାର ସୁଖବିନ୍ଦର ସିଂ ସେଠାରେ ବିତାଇଥିବା ଗୋଟି ଗୋଟି ମୁହୁର୍ତ୍ତର କାହାଣୀକୁ ବଖାଣିଛନ୍ତି ।…
Read More...

ଦାନ୍ତେୱାଡାରେ ସହିଦ ୧୦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି : ଶେଷ ସମ୍ମାନ ଜଣାଇଲେ ଛତିଶଗଡ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ଛତିଶଗଡ଼ ଦାନ୍ତେୱାଡାରେ ୧୦ ଯବାନ ସହିଦ ହେବା ପରେ ଶୋକରେ ପୂରା ଛତିଶଗଡ଼ । ଦାନ୍ତେୱାଡା ହସ୍ପିଟାଲରେ ଥିବା ଯବାନଙ୍କ ମର ଶରୀରକୁ ଦାନ୍ତେୱାଡା ପୋଲିସ ପଡ଼ିଆକୁ ନିଆଯାଇଛି । କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା ପୁରା ପରିବେଶ ସେଠାରେ ବୀର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।…
Read More...

ଫ୍ରାନ୍ସରେ ହେବାକୁ ଥିବା ସମରାଭ୍ୟାସରେ ଭାଗ ନେବେ ପ୍ରଥମ ଭାରତୀୟ ମହିଳା ରାଫେଲ ପାଇଲଟ୍ ଶିବାଙ୍ଗୀ

କନକ ବ୍ୟୁରୋ: ଫ୍ରାନ୍ସରେ ହେବାକୁ ଥିବା ବହୁଦେଶୀୟ ସମରାଭ୍ୟାସ ‘ଓରିୟନ୍‌’ରେ ଭାଗ ନେବେ ରାଫେଲ ପାଇଲଟ୍ ଶିବାଙ୍ଗୀ । ବହୁଦେଶୀୟ ସମରାଭ୍ୟାସ ‘ଓରିୟନ୍‌’ରେ ରାଫେଲ୍‌ ଲଢୁଆ ବିମାନ ଚଳାଉଥିବା ପ୍ରଥମ ଭାରତୀୟ ମହିଳା ପାଇଲଟ୍‌ ଶିବାଙ୍ଗୀ ସିଂହଙ୍କୁ ଭାରତୀୟ ବାୟୁସେନା ଟିମ୍‌ରେ ସାମିଲ କରାଯାଇଛି…
Read More...