Browsing Category

ଦେଶ ବିଦେଶ

ଗୃହମନ୍ତ୍ରୀଙ୍କ ନାଁରେ ଏତଲା ଦେଲା କର୍ଣ୍ଣାଟକ କଂଗ୍ରେସ : ଯଦି କଂଗ୍ରେସ ସରକାରକୁ ଆସେ, ତେବେ ସାମ୍ପ୍ରଦାୟିକ ଦଙ୍ଗା…

କନକ ବ୍ୟୁରୋ : ଗୃହମନ୍ତ୍ରୀ ଅମିତ ଶାହାଙ୍କ ନାଁରେ ଏତଲା ଦେଇଛି କର୍ଣ୍ଣାଟକ କଂଗ୍ରେସ । ରାଜ୍ୟ କଂଗ୍ରେସ ମୁଖ୍ୟ ଡି.କେ ଶିବକୁମାର ଶାହାଙ୍କ ବିରୋଧରେ ବେଙ୍ଗାଲୁରର ହାଇ ଗ୍ରାଉଣ୍ଡ ଥାନାରେ ଏତଲା ଦେଇଛନ୍ତି । ଉସୁକାଇବା ଭଳି ଭାଷଣ, ଶତ୍ରୁତା ବଢାଇବା, ଘୃଣା ଭାଷଣ ନେଇ ଥାନାରେ ଅଭିଯୋଗ…
Read More...

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ,  କହିଲେ ..

କନକ ବ୍ୟୁରୋ : କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ସୁସାଇଡ୍ ସମ୍ବନ୍ଧୀୟ ଏକ ଜୋକକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଘେରିଛନ୍ତି ପ୍ରିୟଙ୍କା । କହିଛନ୍ତି, ପ୍ରଧାନମନ୍ତ୍ରୀ ଓ ଯେଉଁମାନେ ତାଙ୍କ ଜୋକକୁ ନେଇ…
Read More...

ଦିଲ୍ଲୀରେ ଏସସିଓ ରାଷ୍ଟ୍ରର ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକ ଜାରି। ଅଧ୍ୟକ୍ଷତା କରୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ…

କନକ ବ୍ୟୁରୋ: ସଂଘାଇ ସହଯୋଗ ସଂଗଠନ (ଏସସିଓ)ର ସଦସ୍ୟ ରାଷ୍ଟ୍ରର ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକ ଜାରିରହିଛି । ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ବୈଠକରେ ଅଧ୍ୟକ୍ଷତା କରୁଛନ୍ତି । ବୈଠକକୁ ସମ୍ବୋଧିତ କରି ସେ ବିଭିନ୍ନ ଦେଶର ପ୍ରତିରକ୍ଷା ମନ୍ତ୍ରୀ ସ୍ୱାଗତ କରିଛନ୍ତି ।…
Read More...

ସୁପ୍ରିମକୋର୍ଟରୁ ସୁଖବୀର ସିଂହ ବାଦଲଙ୍କୁ ମିଳିଲା ଆଶ୍ୱସ୍ତି। ଶିରୋମଣି ଅକାଳୀ ଦଳରେ ଦୁଇଟି ସମ୍ବିଧାନ ମାମଲାରେ…

କନକ ବ୍ୟୁରୋ: ଶିରୋମଣି ଅକାଳୀ ଦଳରେ ଦୁଇଟି ସମ୍ବିଧାନ ମାମଲା । ପଞ୍ଜାବ ହୋସିଆରପୁର ଅଦାଲତରେ ପଡିରହିଥିବା ଏହି ମାମଲାକୁ ନେଇ ସୁଖବୀର ସିଂହ ବାଦଲ. ପ୍ରକାଶ ସିଂହ ବାଦଲ ଏବଂ ଦଲଜୀତ ସିଂହ ଚୀମାଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିଲା । ଆବେଦନ ଉପରେ ସୁପ୍ରିମକୋର୍ଟ ନିଜ ଫଇସଲା…
Read More...

‘ମୋ ଝିଅ ତା’ ସ୍ୱାମୀଙ୍କୁ ପ୍ରଧାନମନ୍ତ୍ରୀ ବନେଇଛି..’ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଶାଶୁ ବଖାଣିଲେ…

କନକ ବ୍ୟୁରୋ: ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଶାଶୁ ତଥା ଇନଫୋସିସ୍ ସହ ପ୍ରତିଷ୍ଠାତା ସୁଧା ମୂର୍ତ୍ତି ଏବେ ସୋସିଆଲ ମିିଡିଆରେ ଭାଇରାଲ ହେଉଛନ୍ତି । ତାଙ୍କର ଏକ ମନ୍ତବ୍ୟକୁ ନେଇ ଚର୍ଚ୍ଚା ହେଉଛି । ‘ ଜ୍ୱାଇଁ ଋଷି ସୁନକ୍ ଏତେ କମ୍ ବୟସରେ ବ୍ରିଟେର ପ୍ରଧାନମନ୍ତ୍ରୀ ହୋଇପାରିଲେ ।…
Read More...

କଥିତ ବୀମା ଦୁର୍ନୀତି ମାମଲା, ସତ୍ୟପାଲ ମଲ୍ଲିକଙ୍କ ଘରେ ପହଞ୍ଚିଲା ସିବିଆଇ

କନକ ବ୍ୟୁରୋ : କଥିତ ବୀମା ଦୁର୍ନୀତି ମାମଲାରେ ଶୁକ୍ରବାର ଦିନ ସିବିଆଇର ଏକ ଟିମ୍ ଯାଂଚ ପାଇଁ ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ପହଂଚିଛି । ଅଧିକାରୀଙ୍କ କହିବା ମୁତାବକ ବୀମା ଦୁର୍ନୀତି ନେଇ ସତ୍ୟପାଲ ମଲ୍ଲିକ ଯେଉଁ ଅଭିଯୋଗ କରୁଛନ୍ତି…
Read More...

କାହା ପାଖକୁ ଯିବ ଶିବସେନାର ସମ୍ପତ୍ତି, ସିନ୍ଦେ ଗ୍ରୁପର ଆବେଦନ ଉପରେ ସୁପ୍ରିମକୋର୍ଟ ରଖିଲେ ଏଭଳି ବୟାନ

କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତିରେ ବିଜେପି ମୁଖ୍ୟ ଦଳ ହୋଇ ରହିଥିଲେ ବି ଶିବସେନାର ଦୁଇଗୋଷ୍ଠୀ ମଧ୍ୟରେ ଲାଗିଥିବା ବିବାଦ ରାଜ୍ୟ ରାଜନୀତିକୁ ସରଗରମ କରି ରଖିଛି । ମୂଳ ଶିବସେନାରୁ ଅଲଗା ହୋଇ ଏକନାଥ ସିନ୍ଦେ ଗୋଷ୍ଠୀ ଏବେ ବିଜେପି ସହ ସରକାର ଗଠନ କରିଛନ୍ତି । ଏହି କ୍ରମରେ ସିନ୍ଦେ…
Read More...

ଜିଆ ଖାନ ଆତ୍ମହତ୍ୟା ମାମଲା : ଅଭିନେତା ସୂରଜ ପାଞ୍ଚୋଲିଙ୍କୁ ବଡ ଆଶ୍ୱସ୍ତି; ନିର୍ଦ୍ଦୋଷରେ ଖଲାସ କଲେ ସିବିଆଇ କୋର୍ଟ

କନକ ବ୍ୟୁରୋ : ଜିଆ ଖାନ ଆତ୍ମହତ୍ୟା ମାମଲା । ଅଭିନେତା ସୂରଜ ପାଞ୍ଚୋଲିଙ୍କୁ ବଡ ଆଶ୍ୱସ୍ତି । ଏହି ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ସିବିଆଇ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ତାଙ୍କ ବିରୁଦ୍ଧରେ ଆତ୍ମହତ୍ୟା ପାଇଁ ଉସୁକାଇଥିବା ଅଭିଯୋଗ ଥିଲା । ୨୦୧୩ ଜୁନ ୩ରେ…
Read More...

ସତରେ ନାଗ ମୃତ୍ୟୁରେ ନାଗୁଣୀ ନେଇଥାଏ କି ପ୍ରତିଶୋଧ ? ଏହା ପଛରେ କ’ଣ ରହିଛି ମୁଖ୍ୟ କାରଣ ? ଚମକାଇ ଦେବ ବିଶେଷଜ୍ଞଙ୍କ…

କନକ ବ୍ୟୁରୋ : ଆପଣମାନେ ଅନେକ ବଲିଉଡ ଫିଲ୍ମରେ ଦେଖିଥିବେ କି, ନାଗ ମୃତ୍ୟୁର ପ୍ରତିଶୋଧ ନେଇଥାଏ ନାଗୁଣୀ । ୯୦ ଦଶକରେ ନାଗ ନାଗୁଣୀଙ୍କୁ ନେଇ ବହୁ ଫିଲ୍ମ ନିର୍ମାଣ କରାଯାଇଛି । କୁହାଯାଏ ଫିଲ୍ମର କିଛି ଦୃଶ୍ୟ ବା ଚଳଚିତ୍ର ସମାଜରେ ପରିବର୍ତନ ଆଣେ ବା ଶିକ୍ଷା ଦେଇଥାଏ । ତାହା ଭଲ ହେଉ ବା…
Read More...

‘ଆମ ଖେଳାଳିଙ୍କୁ ରାସ୍ତାକଡରେ ଦେଖି ଦୁଃଖ ଲାଗୁଛି’ । କୁସ୍ତି ଖେଳାଳିଙ୍କ ସମର୍ଥନରେ ଗୋଲ୍ଡେନ ବୟ ନୀରଜ ଚୋପ୍ରା,…

କନକ ବ୍ୟୁରୋ: ବଜରଙ୍ଗ ପୁନିଆଁ , ବିନେଶ ଫୋଗାଟ୍, ସାକ୍ଷୀ ମଲ୍ଲିକଙ୍କ ସମେତ ଭାରତର ଖ୍ୟାତନାମା କୁସ୍ତି ଖେଳାଳି ଏବେ ନ୍ୟାୟ ପାଇଁ ରାସ୍ତା କଡରେ ଦେଇଛନ୍ତି ଧାରଣା । କୁସ୍ତି ଫେଡେରେସନ ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂହଙ୍କ ଉପରେ ଲାଗିଥିବା ଯୌନ ଉତ୍ପୀଡନର ଅଭିଯୋଗରେ ନ୍ୟାୟ ଦାବୀ କରି…
Read More...