Browsing Category

ଦେଶ ବିଦେଶ

ଆୟକର ରିଟର୍ଣ୍ଣ ଦାଖଲ ସମୟସୀମା ବଢ଼ିବନି: ସିବିଡିଟି

କନକ ବ୍ୟୁରୋ: ଆୟକର ରିଟର୍ଣ୍ଣ ଦାଖଲ ସମୟ ସୀମା ବୃଦ୍ଧି ହେବା ନେଇ ରିପୋର୍ଟମାନ ପ୍ରକାଶ ପାଉଥିବାବେଳେ ଏହାକୁ ଖଣ୍ଡନ କରିଛି କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) । ଏପରି କୌଣସି ପ୍ରସ୍ତାବ ନାହିଁ ବୋଲି ସିବିଡିଟି କହିଛି । ତେଣୁ ଆୟକର ରିଟର୍ଣ୍ଣ ଦାଖଲର ଶେଷ ତାରିଖ ଜୁଲାଇ ୩୧…
Read More...

ଚାଳକ ବିହୀନ ଟ୍ୟାଙ୍କ୍ ! ସେନାର ନୂଆ ଶକ୍ତି ଡିଆରଡିଓ ‘ମନ୍ତ୍ର’ . . ଶତ୍ରୁ ଇଲାକାରେ ଶତ୍ରୁକୁ ଦେବ ଚକମା

କନକ ବ୍ୟୁରୋ : ଶତ୍ରୁକୁ ଠାବ କରିବା ଓ ଶତ୍ରୁ ଇଲାକାରେ ତାକୁ ମାତ୍ ଦେବାକୁ ଡିଆରଡିଓ ବିକାଶ କରିଛି ଦେଶର ସର୍ବପ୍ରଥମ ମାନବରହିତ ଟ୍ୟାଙ୍କ ‘ମନ୍ତ୍ର’ । ଏହି ପର୍ଯ୍ୟାୟର ସବୁଠାରୁ ଶକ୍ତିଶାଳୀ କୁହାଯାଉଥିବା ମନ୍ତ୍ର ଟ୍ୟାଙ୍କ ୧୫ କିଲୋମିଟର ଦୁରରୁ ଶତ୍ରକୁ ଠାବ କରିବା ସହ ଲେଜର୍ ଗାଇଡେଡ୍…
Read More...

ଦୁଷ୍କର୍ମରୁ ରକ୍ଷା କରିବ ସେନ୍ସର୍ ! ଜବରଦସ୍ତ ସ୍ପର୍ଶ କରୁ କରୁ ବାଜି ଉଠିବ ସାଇରନ୍ . . ଭାରତୀୟ ବୈଜ୍ଞାନିକ ନିଆରା…

ଦିନକୁ ଦିନ ବଢି ଚାଲିଛି ଦୁଷ୍କର୍ମ ଏବଂ ଯୌନ ନିର୍ଯାତନା ପରି ଘଟଣା । ଏହି ସବୁ ଘଟଣାକୁ ଆଖି ଆଗରେ ରଖି ଆମେରିକାରେ କାର୍ଯ୍ୟରତ ଭାରତୀୟ ବୈଜ୍ଞାନିକ ମନୀଷା ମୋହନ ଏକ ସେନ୍ସର୍ ନିର୍ମାଣ କରିଛନ୍ତି । ଏହି ସେନ୍ସରକୁ ପିନ୍ଧା କପଡାର ଯେକୌଣସି ସ୍ଥାନରେ ଲଗାଯାଇ ପାରିବ । ଯଦି କେହି ଜବରଦସ୍ତ…
Read More...

ଚାଇନାରେ ଭାଇରାଲ ହେଲା ଇଣ୍ଡିଆ ଟୁଡେ ମାଗାଜିନର କଭର ପେଜ୍ ! ଚୀନ ହେଲା କୁକୁଡ଼ା, ପାକିସ୍ତାନ ହେଲା ଚିଆଁ

ଇଣ୍ଡିଆ ଟୁଡେ ମାଗାଜିନର ପ୍ରଚ୍ଛଦ ପୃଷ୍ଠା ସର୍ବଦା ଚର୍ଚ୍ଚାର ବିଷୟ ହୋଇଥାଏ । ଅନେକ ସମୟରେ ଏହାକୁ ନେଇ ମଧ୍ୟ ବିବାଦ ଉପୁଜିଥାଏ । ଏଥରକ ବି ମାଗାଜିନର ୩୧ ଜୁଲାଇ ପ୍ରଚ୍ଛଦ ପୃଷ୍ଠା ଚର୍ଚ୍ଚାରେ ରହିଛି ଏବଂ ସେ ପୁଣି ଚୀନରେ । ଆପଣଙ୍କୁ ଜଣାଥିବା କି କିଛି ଦିନହେଲା ଭାରତ ଏବଂ ଚୀନ ମଧ୍ୟରେ…
Read More...

ପୁଣି ଟ୍ରମ୍ପ୍ ସରକାରଙ୍କୁ ଚ୍ୟାଲେଂଜ କଲା ଉତ୍ତର କୋରିଆ ! ଅନ୍ତର୍ଜାତୀୟ ଚାପ ସତ୍ୱେ ପରୀକ୍ଷଣ କଲା ବାଲାଷ୍ଟିକ୍…

କନକ ବ୍ୟୁରୋ : ପୁଣି ବାଲାଷ୍ଟିକ୍ ମିସାଇଲ ପରୀକ୍ଷଣ କରିଛି ଉତ୍ତର କୋରିଆ । ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ୍ ଜୋଙ୍ଗ ବାଲାଷ୍ଟିକ୍ ମିସାଇଲ ପରୀକ୍ଷଣ କରି ପୁଣି ଥରେ ଟ୍ରମ୍ପ ସରକାରଙ୍କୁ ଚ୍ୟାଲେଂଜ ଦେଇଛନ୍ତି । ଏହାକୁ ମୁପୟୋଙ୍ଗ ନି’ରୁ ଲଂଚ୍ କରାଯାଇଥିବାବେଳେ ଏହାର ଲକ୍ଷ୍ୟଭେଦି…
Read More...

ଗାଲେ ଟେଷ୍ଟରେ ଶ୍ରୀଲଙ୍କା ଆଗରେ ୫୫୦ରନର ବିରାଟ ବିଜୟ ଲକ୍ଷ୍ୟ ! ୨୪୦ରନରେ ଭାରତର ଦ୍ୱିତୀୟ ଇନିଂସ ଘୋଷଣା

କନକ ବ୍ୟୁରୋ: ଗାଲେ ଟେଷ୍ଟରେ ଶ୍ରୀଲଙ୍କା ଆଗରେ ରହିଛି ୫୫୦ରନର ବିରାଟ ବିଜୟ ଲକ୍ଷ୍ୟ । ଦ୍ୱିତୀୟ ଇନିଂସରେ ୩ ୱିକେଟରେ ୨୪୦ରନରେ ପାଳି ଘୋଷଣା କରିଛି ଭାରତ । ଭାରତ ପକ୍ଷରୁ ଅଧିନାୟକ କୋହଲି ୧୦୩ ରନ କରି ଅପରାଜିତ ରହିଥିବା ବେଳେ କ୍ୟାରିୟରରେ ୧୭ତମ ଟେଷ୍ଟ ଶତକ ହାସଲ କରିଛନ୍ତି । ଏହାସହ ସେ…
Read More...

ଟମାଟୋ ପରେ ଏବେ ପିଆଜ ପାଳି ! ଜାଣନ୍ତୁ ମହଙ୍ଗା ପଛରେ କଣ ରହିଛି ବାସ୍ତବ କାରଣ

ଜୁଲାଇରେ ଯେଉଁଠି ଗୋଟିଏ ପଟେ ଟମାଟୋର ଅଭାବୀ ବିକ୍ରୀ ବଜାରରେ ସେଂଚୁରୀ ମାରିଛି ଅନ୍ୟପଟେ ସେହିପରି ପୁଣି ଏକ ବଡ ସମସ୍ୟା ବାନା ବାନ୍ଧୁଛି । ଅର୍ଥାତ୍ ଆଗାମୀ ଦିନରେ ପିଆଜ ମଧ୍ୟ ଖାଉଟିଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । ସୂଚନା ମୁତାବକ, ସାରା ଦେଶରେ ସପ୍ତାହେ ହେଲା ପିଆଜର ଦର ୧୦୦…
Read More...

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର ! ଯାତ୍ରା କାଳରେ ମିଳିବ ୱାଇ-ଫାଇ ସୁବିଧା,ଚଲାଇ ପାରିବେ ଫେସବୁକ୍, ହ୍ୱାଟସଆପ ଓ…

ଏଣିକି ରେଳରେ ଯାତ୍ରା କାଳରେ ଯାତ୍ରୀଙ୍କୁ ମିଳିବ ୱାଇ-ଫାଇ ସେବା । ଦେଶର ପ୍ରମୁଖ ରେଳ ଷ୍ଟେସନମାନଙ୍କରେ ୱାଇ-ଫାଇ ସେବାର ଆରମ୍ଭ କରିବାପରେ ରେଳ ମନ୍ତ୍ରଣାଳୟ ଏବେ ସାରା ଦେଶରେ ଚାଲୁଥିବା ପ୍ରମୁଖ ମେଲ୍-ଏକ୍ସପ୍ରେସ ଟ୍ରେନଗୁଡିକରେ ମଧ୍ୟ ଏହି ସେବା ଆରମ୍ଭ କରିବାକୁ ଯାଉଛି । ଯଦିଓ ଏବେ ଏହି…
Read More...

ଡୋକଲାମ ବିବାଦ ! ଚୀନ ରାଷ୍ଟ୍ରପତିଙ୍କୁ ଭେଟିଲେ ଡୋଭାଲ

କନକ ବ୍ୟୁରୋ : ଡୋକଲାମଠାରେ ସୀମା ବିବାଦକୁ ନେଇ ଭାରତ-ଚୀନ୍ ସେନା ମୁହାଁମୁହିଁ ରହିଥିବାବେଳେ ଗତକାଲି ଭାରତର ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ ଚୀନ୍ ରାଷ୍ଟ୍ରପତି ଜି ଜିନପିଙ୍ଗଙ୍କୁ ସାକ୍ଷାତ କରିଛନ୍ତି । ପୂର୍ବରୁ ମଧ୍ୟ ଚୀନର ଷ୍ଟେଟ କାଉନସିଲର ୟାଙ୍ଗ ଜିଏଚିଙ୍କ ସହ ତାଙ୍କର…
Read More...

ଖଣିଜ ପ୍ରଦୂଷଣ ଉପରେ ନଜର: ୩୯ଟି ସ୍ୱୟଂକ୍ରିୟ କେନ୍ଦ୍ର ସ୍ଥାପିତ

କନକ ବ୍ୟୁରୋ: ଖଣି ଏବଂ ଖଣିଜ ପଦାର୍ଥ ପରିବହନ ଯୋଗୁଁ ହେଉଥିବା ପ୍ରଦୂଷଣ ଉପରେ ରାଜ୍ୟ ସରକାର ନଜର ରଖିବେ । ପ୍ରଦୂଷଣ ବିଷୟରେ ଜାଣିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ୩୯ଟି ସ୍ୱୟଂକ୍ରିୟ ବାୟୁମାନ ପରିମାପକ କେନ୍ଦ୍ର ସ୍ଥାପନ କରାଯାଇଛି । ଏହି କେନ୍ଦ୍ର ଜରିଆରେ ସଂଗ୍ରହ କରାଯାଇଥିବା…
Read More...