Browsing Category

Top 2

କାଶୀପୁରରେ ଖାରବେଳଙ୍କୁ ଆକ୍ରମଣ ଘଟଣା : କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଉତ୍କଳ ଭାରତ ସଭାପତି ଖାରବେଳ ସ୍ବାଇଁଙ୍କ ଉପରେ ଆକ୍ରମଣ ହୋଇଛି। ଭାଗ୍ୟ ପରିବର୍ତନ ସଭାରେ ସୁମନ୍ତ ନାୟକ ନାମକ ଜଣେ ଯୁବକ ଆକ୍ରମଣ କରିଥିବା ଜଣାପଡ଼ିଛି। ପୁଲିସ ହେପାଜତରେ ରହିଛି ଅଭିଯୁକ୍ତ  । କେଉଁ କାରଣରୁ ଯୁବକ ଜଣକ ସାଧାରଣ ସଭାରେ ଏମିତି…
Read More...

କାଲି ଦାମଙ୍କ ରାଜନୀତିର ନୂଆ ଇନିଂସ । କାର୍ତ୍ତିକ ପୂର୍ଣ୍ଣମୀରେ ଘୋଷଣା ହେବ ବିଜୁ କ୍ରାନ୍ତି ଦଳ 

କନକ ବ୍ୟୁରୋ : ଆସନ୍ତାକାଲି ନୂଆ ଦଳ ଘୋଷଣା କରିବେ ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ । କାଲି ଅପରାହ୍ନରେ ସାମ୍ବାଦିକ ସମ୍ମିଳନୀରେ ବିଧିବଦ୍ଧ ଭାବେ ନୂଆ ଦଳର ଘୋଷଣା କରିବେ ଦାମ ରାଉତ । ଆଉ ଏହାସହ ରାଜ୍ୟ ରାଜନୀତିରେ ଆଉ ଏକ ନୂଆ ଇନିଂସ ଖେଳିବାକୁ ଯାଉଛନ୍ତି ରାଜନୀତିର ପୋଖତ ଖେଳାଳୀ…
Read More...

ମହାନଦୀ ବ୍ରିଜରେ ମୃତ୍ୟୁର ମୁହୂର୍ତ୍ତ । ବର୍ତ୍ତିଯାଇଥିବା ଯାତ୍ରୀ କହିଲେ ଲୋମଟାଙ୍କୁରା ସତ ।

କନକ ବ୍ୟୁରୋ:  ଏସି ସ୍ଲିପର ବସରେ ବେଶ ଆରାମରେ ଆସୁଥିଲେ ଯାତ୍ରୀ। ଆଉ ମାତ୍ର କେତେ ମିନିଟ ଭିତରେ କଟକରେ ଓହ୍ଲାଇଥାନ୍ତେ ପ୍ରାୟ ଅଧା ଯାତ୍ରୀ। କିନ୍ତୁ ସବୁ ଓଲଟପାଲଟ ହେଇଗଲା। ମହାନଦୀ ପୋଲ ମଝିରେ ହାବୁଡି ଗଲା ମଇଁଷି। ଅପେକ୍ଷାକୃତ ଦ୍ରୁତ ଗତିରେ ଆସୁଥିବା ବସଟି ମଇଁଷିକୁ ଧକ୍କା ଦେଇ…
Read More...

ରଙ୍ଗୀନ ଆଲୁଅରେ ଝଲସୁଛି ରାଜଧାନୀ ! ଭୁବନେଶ୍ୱର ଚାରିଆଡ଼େ ସ୍ୱତନ୍ତ୍ର ଆଲୋକ ବ୍ୟବସ୍ଥା

କନକ ବ୍ୟୁରୋ : ରଙ୍ଗୀନ ଆଲୁଅରେ ଆଲୋକିତ ହୋଇଯାଇଛି ପୁରା ରାଜଧାନୀ । ବିଡ଼ିଏର ଆଲୋକ ଭାସ୍କର୍ଯ୍ୟ ପ୍ରକଳ୍ପ ଯୋଗୁଁ ରଙ୍ଗୀନ ଆଲୁଅରେ ରଙ୍ଗେଇ ହୋଇଛି ଭୁବନେଶ୍ୱର । ରାଜଧାନୀର ୩ଟି ମୁଖ୍ୟ ଫ୍ଲାଏଓଭର ବାଣୀବିହାର, ଆଚାର୍ଯ୍ୟ ବିହାର ଓ ଜୟଦେବ ବିହାରର ସମେତ କିଛି ପାର୍କ, ପୁରୁଣା ଭୁବନେଶ୍ୱରର…
Read More...

ଫିଟିଲା ବ୍ରହ୍ମ ବିଭ୍ରାଟର ଗୁମର: ପଢନ୍ତୁ କାହିଁକି ପ୍ରେମାନନ୍ଦଙ୍କୁ ଦାୟୀ କଲା ପ୍ରଶାସନ? ଅଧ ରାତିରେ କଣ କରିଥିଲେ…

କନକ ବ୍ୟୁରୋ: ନବକଳେବରରେ ବ୍ରହ୍ମବିଭ୍ରାଟ ପାଇଁ ଦଇତାପତି ନିଯୋଗ ସମ୍ପାଦକ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କୁ ଦାୟୀ କରିଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ପ୍ରେମାନନ୍ଦଙ୍କୁ ଲେଖିଥିବା ଚିଠିରେ ଏହା ବିଷୟରେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି । ଏ…
Read More...

ଅପରାଜିତାଙ୍କ ଟ୍ୱିଟକୁ ନେଇ ସରଗରମ ରାଜ୍ୟ ରାଜନୀତି ! ପଲିଟିକାଲ ଚ୍ୟାଲେଞ୍ଜ ପାଇଁ ଇସାରା ଦେଲେ ବ୍ୟୁରୋକ୍ରାଟ୍ ।

କନକ ବ୍ୟୁରୋ : ବରିଷ୍ଠ ପ୍ରଶାସକ ଅପରାଜିତା ଷଡ଼ଙ୍ଗୀ ବିଜେପିରେ ମିଶି ତାଙ୍କର ରାଜନୈତିକ କ୍ୟାରିୟର ଆରମ୍ଭ କରିବା ଚର୍ଚ୍ଚା ଯେତିକି ବଢୁଛି, ସେତିକି ସରଗରମ ହେବାରେ ଲାଗିଛି ରାଜ୍ୟ ରାଜନୀତି । ବିଜେପି ଏନେଇ ମାପିଚୁପି ମନ୍ତବ୍ୟ ରଖୁଥିବା ବେଳେ ପୂରା ଘଟଣା ଉପରେ ତୀକ୍ଷଣ ନଜର ରଖିଛି ବିଜେଡି…
Read More...

ମଧ୍ୟପ୍ରଦେଶର ଯୁବରାଜ ମହାବୀର ସାତକୋଶିଆର ମହାରାଜ ହୋଇପାରିଲାନି ।

ଚାରି ମାସ ତଳେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଓଡିଶା ଚର୍ଚ୍ଚାର କେନ୍ଦ୍ରକୁ ଆସିଲା ଯେତେବେଳେ ଦେଶରେ ପ୍ରଥମ ଥର ପାଇଁ ରାଜ୍ୟ ସୀମା ଡିଆଁଇ ମହାବଳ ମହାବୀରକୁ ଓଡିଶାର ସାତକୋଶିଆ ଅଣାଯାଇଥିଲା । ମନ୍ତ୍ରୀ, ଅଧିକାରୀ ବାଘ ବଂଶ ବୃଦ୍ଧି କ୍ଷେତ୍ରରେ ଯୁଗାନ୍ତକାରୀ ପଦକ୍ଷେପ କହି ପ୍ରଶଂସା…
Read More...

ଶିଳ୍ପପତିଙ୍କ ପ୍ରଶ୍ନର ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ । ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଶିଳ୍ପପତିଙ୍କ ସହ ନବୀନଙ୍କ…

କନକ ବ୍ୟୁରୋ: ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଶିଳ୍ପପତିଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶର ପ୍ରତିଷ୍ଠିତ ବିଜନେସ୍ ଟାଇକୁନମାନେ ଓଡ଼ିଶାର ଅଗ୍ରଗତି , ଉନ୍ନତି ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ନେଇ ନବୀନଙ୍କୁ ପ୍ରଶ୍ନ କରିଥିଲେ । ଏବଂ ଯାହାର ଗୋଟି…
Read More...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଦାମଙ୍କ ବୟାନ । ବୈଜୟନ୍ତଙ୍କ ସର୍ମ୍ପକରେ ଦେଇଛନ୍ତି ବଡ ବୟାନ

କନକ ବ୍ୟୁରୋ : ବୈଜୟନ୍ତଙ୍କୁ ନେଇ ଦାମଙ୍କ ବଡ ବୟାନ । ଗତକାଲି ନୂଆ ଦଳ ଗଢିଥିବା ଦାମଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ବାବୁ ବୈଜୟନ୍ତଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ଦାମ ରାଉତ । ଏପରିକି ତାଙ୍କୁ ବେପାରୀ କହିବାକୁ ମଧ୍ୟ ପଛାଇ ନାହାନ୍ତି । ଏନଏନଏସ ଓଡିଆ ୱେବ…
Read More...

ବିପଦରେ ବିଶ୍ୱ ଐତିହ୍ୟ କୋଣାର୍କର କାରୁକାର୍ଯ୍ୟ : ହଟୁଛି ସୂକ୍ଷ୍ମ କାରୁକାର୍ଯ୍ୟ, ଲାଗୁଛି ସାଧା ପଥର

କନକ ବ୍ୟୁରୋ : କୋଣାର୍କ ମନ୍ଦିରରେ ଶୋଭା ପାଉଥିବା କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତ୍ତି ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି । ସୂକ୍ଷ୍ମ କାରୁକାର୍ଯ୍ୟ ହଜିଯାଇ ସେ ସ୍ଥାନରେ ଶୋଭା ପାଇଲାଣି ସାଧା ପଥର । ଲୁହା ରଡ ଭାରାରେ ଘୋଡ଼େଇ ରଖି ବର୍ଷ ବର୍ଷ ଧରି କି ମରାମତି କରାଯାଉଛି କେଜାଣି, ବିଶ୍ୱ…
Read More...