Browsing Category

ସ୍ପେଶାଲ୍ ରିପୋର୍ଟ

କାଉଂଟରରୁ କିଣିଥିବା ଟିକେଟକୁ ମୋବାଇଲରୁ କରିପାରିବେ କ୍ୟାନସେଲ ! ଜାଣନ୍ତୁ ପୂରା ପ୍ରକ୍ରିୟା

ଅଧିକାଂଶ ଲୋକେ ଟ୍ରେନରେ ଯାତ୍ରା କରିବାକୁ ବେଶି ପସନ୍ଦ କରିଥାନ୍ତି । ହେଲେ ଅନେକ ସମୟରେ କୌଣସି କାରଣରୁ ଆମକୁ କରିଥିବା ଟିକେଟକୁ କ୍ୟାନସେଲ କରିବାକୁ ପଡିଥାଏ । ଏଥିପାଇଁ ଆମକୁ ପୁଣି ଥରେ ଷ୍ଟେସନ କାଉଂଟରକୁ ଦୌଡିବାକୁ ପଡିଥାଏ । ତେବେ ଏହି କାମ ଆପଣ ଘରେ ବସି ବି କରିପାରିବେ, ସେ ପୁଣି…
Read More...

ଏ ହେଉଛି ପୃଥିବୀର ପାତାଳ ଲୋକ ! ଯେଉଁଠି ମାଟି ତଳେ ଲୋକ କରନ୍ତି ବସବାସ ।

ମନେ ଅଛି ଛୋଟ ପିଲାବେଳେ ବୁଢୀ ମା’ କାହାଣୀ ଶୁଣିଲା ବେଳେ ମା’ ପାତାଳ ଲୋକ କଥା କହି ଖୁଆଇ ଦେଉଥିଲେ । ସେତେବେଳେ ବାଚାଳ ମନରେ ମଧ୍ୟ ଏଭଳି କଥା ସବୁ ସତ ଲାଗୁଥିଲା । କିନ୍ତୁ ବୟସ ବଢିବା ସହ ଏଭଳି ଅବାନ୍ତର କଥାକୁ ଗପର ନାଁ ଦେଇ ଦିଆଯାଉଥିଲା । କିନ୍ତୁ ଯଦି ଏଭଳି ଗପକୁ ଦେଖିବେ ତେବେ…
Read More...

ସାବଧାନ । ବଜାରରେ ବୁଲୁଛି ନକଲି ନୋଟ୍, ବ୍ରହ୍ମପୁରରୁ ଭୁବନେଶ୍ୱର ଲମ୍ବିଛି ଚେର । ମୋବାଇଲ ଆପରୁ ଜାଣନ୍ତୁ ଆପଣଙ୍କ…

ବ୍ରହ୍ମପୁରରେ ଚାଲିଥିଲା ଜାଲ୍ ନୋଟ୍ କାରଖାନା । ପ୍ରସ୍ତୁତ ହେଉଥିଲା ଲକ୍ଷ ଲକ୍ଷ ଟଙ୍କାର ନକଲି ନୋଟ୍ । ସେସବୁକୁ ରାଜଧାନୀର ତମାଣ୍ଡୋ ଥାନା ଅନ୍ତର୍ଗତ ମହୁରା ବଜାର ପର୍ଯ୍ୟନ୍ତ ଆଣି ବଜାରକୁ ଛଡାଯାଉଥିଲା । ଏମିତି ଏକ ଜାଲ ନୋଟ୍ କାରବାର କରୁଥିବା ଏକ ଗ୍ୟାଙ୍ଗ୍ କମିଶନରେଟ୍ ପୋଲିସ୍ ହାତରେ…
Read More...

ପୂର୍ବରୁ ୩ ଗୋଟି ରଥ ପରିବର୍ତ୍ତେ ୬ଗୋଟି ରଥରେ ହେଉଥିଲା ରଥଯାତ୍ରା : ଅସୁବିଧା ସୃଷ୍ଟି କରୁଥିଲା ମାଳିନୀ ନଦୀ

ଆଉ ଅଳ୍ପ ଦିନ ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏବେଠାରୁ ପବିତ୍ର ଧାମ ପୁରୀରେ ଜନଗହଳି ଦେଖିବା ପାଇଁ ମିଳୁଛି । ଦେଶ ବିଦେଶରୁ ଭକ୍ତମାନେ ଏବେ ଠାରୁ ଗହଳି ଆରମ୍ଭ କରିଦେଲେଣି । ରଥରେ ମହାପ୍ରଭୁଙ୍କୁ ଦେଖି ମୋକ୍ଷପ୍ରାପ୍ତି ପାଇଁ ଦେଶର କୋଣ ଅନୁକୋଣରୁ ପୁରୀକୁ ଅନେକ ଭକ୍ତ ଧାଇଁ ଆସନ୍ତି ।…
Read More...

ନିର୍ଭୟାଙ୍କ ଶେଷ ଚିଠି: ସହି ହେଉନି ଏତେ ଯନ୍ତ୍ରଣା । ମା’ ମୋତେ ଟିକିଏ ଶୋଇବାକୁ ଦିଅ…….

ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ । ଯାହା ଥରାଇ ଦେଇଥିଲା ଭାରତ ସମେତ ସାରା ବିଶ୍ୱକୁ । ଦୁଷ୍କର୍ମକାରୀଙ୍କ ପଶୁତ୍ୱର ନଗ୍ନ ପ୍ରତିଛବି ଦେଖିବାକୁ ମିଳିଥିଲା ଏ ଘଟଣାରୁ । ଏହି ମାମଲାରେ ଫାଶୀ ଦଣ୍ଡ ପାଇଥିବା ଅଭିଯୁକ୍ତଙ୍କ ଆବେଦନ ଉପରେ ଆଜି ମାନ୍ୟବର ସୁପ୍ରିମକୋର୍ଟ ନିଷ୍ପତି ଶୁଣାଇବେ ।…
Read More...

ନିର୍ଭୟା କାଣ୍ଡରେ ସମ୍ପୃକ୍ତ ନାବାଳକ ଅଛି କେଉଁଠି ? ମଜା କରୁଛି ନା ମୃତ୍ୟୁ ଠାରୁ ଜୀବନ ବଞ୍ଚାଇବା ପାଇଁ କରୁଛି…

ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଆଜି ସୁପ୍ରିମକୋର୍ଟ ୪ ଦୋଷୀମାନଙ୍କ ମଧ୍ୟରୁ ୩ ଜଣଙ୍କ ରାୟ ଶୁଣାଇବାକୁ ଯାଉଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ଜଣାପଡିବ ଯେ ଦୋଷୀମାନଙ୍କୁ ଫାସୀଦଣ୍ଡ ବଳବତ୍ତର ରହିବ ଅବା ଏହି ଦଣ୍ଡରୁ ସେମାନଙ୍କୁ ମୁକ୍ତି ମିଳିବ । ତେବେ ସୁତ୍ରରୁ ଯାହା ଜଣାପଡିଛି…
Read More...

ଯଦି କେହି ବିଷ ପିଇଦେଇଥିବେ ତେବେ ତୁରନ୍ତ କରନ୍ତୁ ଏହି ଗୋଟିଏ କାମ ! ମେଡିକାଲ ନେବା ପର୍ଯ୍ୟନ୍ତ ବଂଚିଯାଇପାରେ ଜୀବନ

ଯଦି କୌଣସି ବ୍ୟକ୍ତି କୌଣସି କାରଣରୁ ବିଷ ପିଇ ଦେଇଥାନ୍ତି ତେବେ ଏଭଳି ପରିସ୍ଥ୍ିତିରେ ଡାକ୍ତରଖାନା ଯିବା ପୂର୍ବରୁ କିଛି ପ୍ରାଥମିକ ଚିକିତ୍ସା କରିବା ଦ୍ୱାରା ଉକ୍ତ ବ୍ୟକ୍ତିଙ୍କୁ ମେଡିକାଲରେ ପହଂଚିବା ପର୍ଯ୍ୟନ୍ତ ସୁସ୍ଥ ରଖାଯାଇପାରିବ । ଆଜି ଆମେ ଆପଣଙ୍କୁ ଏଭଳି କିଛି ପ୍ରାଥମିକ ଉପଚାର…
Read More...

ରଥଯାତ୍ରା ପାଇଁ ଅଗ୍ନିଶମ ବିଭାଗର ପ୍ରାକ୍‌ ପ୍ରସ୍ତୁତି : ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ନିୟୋଜିତ ହେବେ ୩୨୦ ଅଧିକାରୀ…

କନକ ବ୍ୟୁରୋ : ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ପାଞ୍ଚ ସୂତ୍ରୀ ବିପର୍ଯ୍ୟୟ ପରିଚାଳନା ତାଲିକା ପ୍ରସ୍ତୁତ କରାଯାଇଛି । ଜୁଲାଇ ୧୨ରୁ ୨୫ ତାରିଖ ପର୍ଯ୍ୟନ୍ତ ବିଭାଗର ପ୍ରାୟ ୩୨୦…
Read More...

କେବେ ପାଳିତ ହୁଏ ‘ଧୂଳିଆ ଗୁଣ୍ଡିଚା’ ଯାତ୍ରା ? ୧୫୦ ବର୍ଷର ପରମ୍ପରାକୁ ବେଶ୍ ଭକ୍ତି ସହକାରେ ପାଳନ କରନ୍ତି ସ୍ଥାନୀୟ…

ସାଧାରଣତଃ ଶ୍ରୀଗୁଣ୍ଡିଚା ପର ଦିନକୁ ‘ ଧୂଳିଆ ଗୁଣ୍ଡିଚା’ କୁହାଯାଏ । ରଥଯାତ୍ରା ସମ୍ପର୍କରେ ମିଳୁଥିବା ପ୍ରାଚୀନ ଗ୍ରନ୍ଥ, କାବ୍ୟ, କବିତାରୁ ଧୂଳିଆ ଗୁଣ୍ଡିଚା ବିଷୟରେ କୌଣସି ଉଲ୍ଲେଖ ଥିବାର ଦୃଷ୍ଟିକୁ ଆସିନାହିଁ । ଆଜକୁ ପ୍ରାୟ ୧୫୦ ବର୍ଷ ପୂର୍ବେ ‘ଉତ୍କଳ ଦୀପିକା’ ସମ୍ବାଦ ପତ୍ରରୁ…
Read More...

ତୃତୀୟ ଲିଙ୍ଗୀଙ୍କ ଅନ୍ତିମ ସଂସ୍କାର କିଭଳି ହୁଏ ଜାଣିଛନ୍ତି କି ? ଜାଣିଲେ ହତବାକ ହୋଇଉଠିବେ । 

କିନ୍ନର ମାନଙ୍କ ଦୁନିଆ ଅତ୍ୟନ୍ତ ରହସ୍ୟମୟ । ସେମାନଙ୍କ ବିଷୟରେ ଜାଣିବା ପାଇଁ ସମସ୍ତଙ୍କ ଆଗ୍ରହ ଥାଏ କିନ୍ତୁ ଏପର୍ୟ୍ୟନ୍ତ ତାଙ୍କ ବିଷୟରେ ବହୁତ କମ ଖବର ହିଁ ମିଳିପାରିଛି । କିନ୍ନରମାନଙ୍କ ସହ ଯୋଡି ହୋଇଥିବା ଏପରି ଏକ ବିଷୟ ଅଛି ଯାହାକୁ ଅତ୍ୟନ୍ତ ଗୋପନୀୟ ରଖାଯାଇଥାଏ । ଆଉ ତାହା ହେଉଛି…
Read More...