Browsing Category

ସ୍ପେଶାଲ୍ ରିପୋର୍ଟ

ଏଣିକି ଅତି ସହଜରେ ବଦଳ କରିହେବ ଚିରା ଫଟା ନୋଟ ! ଜାଣନ୍ତୁ କେଉଁଠି ଏବଂ କିପରି ।

ପୂର୍ବରୁ ନିୟମ ଥିଲା ଚିରି ଯାଇଥିବା ଟଙ୍କା ପୁନର୍ବାର ବ୍ୟବହାର ଉପଯୋଗୀ ହୋଇପାରିବ ନାହିଁ । କିନ୍ତୁ ଏବେ ଏହି ସମସ୍ୟା ଦୁର କରିଛି ଆରବିଆଇ । ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଚିରା ଫଟା ନୋଟକୁ ବଦଳ କରିବା ପାଇଁ ଗାଇଡଲାଇନ ଜାରି କରିଛି । ଏହି ନିୟମ ଅନ୍ତର୍ଗତ, ଚିରା ଫଟା ନୋଟ ସମେତ…
Read More...

ବୈଜ୍ଞାନିକଙ୍କୁ ମିଳିଲା ଦୁନିଆର ସବୁଠାରୁ ପୁରୁଣା ରଙ୍ଗ : ଜାଣନ୍ତୁ କ’ଣ ?

ବୈଜ୍ଞାନିକମାନେ ଭୁଗର୍ଭ ରେକର୍ଡରୁ ଜ୍ଞାତ ଦୁନିଆର ସବୁଠାରୁ ପୁରୁଣା ରଙ୍ଗର ଗବେଷଣା କରିଛନ୍ତି । ପାଖାପାଖି ୧.୧ ଅରବ ବର୍ଷ ପୁରୁଣା ଏହି ଚଟଖା ଗୋଲାପି ରଙ୍ଗ ଆଫ୍ରିକାର ସାହାରା ମରୁଭୂମିରେ ବହୁତ ଗଭୀରରୁ ମିଳିଥିବା ପଥରରୁ ବାହାର କରାଯାଇଛି । ଅଷ୍ଟ୍ରେଲିଆର ନ୍ୟାସନାଲ ୟୁନିଭର୍ସିଟିର ନୂର…
Read More...

ବଡ଼ଠାକୁରଙ୍କ ରଥ ତାଳଧ୍ୱଜ ବାବଦରେ ଜାଣନ୍ତୁ କିଛି ତଥ୍ୟ . . . . . .

ଆଗକୁ ରଥଯାତ୍ରା । ଏଥିପାଇଁ ଚଳଚଞ୍ଚଳ ପୁରପଲ୍ଲୀ । କେବଳ ପୁରୀ ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରେ ହେବ ରଥଯାତ୍ରା । ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଏବେଠାରୁ ପବିତ୍ର ଧାମ ପୁରୀରେ ଜନଗହଳି ଦେଖିବା ପାଇଁ ମିଳୁଛି । ଦେଶ ବିଦେଶରୁ ଭକ୍ତମାନେ ଏବେ ଠାରୁ ଗହଳି ଆରମ୍ଭ କରିଦେଲେଣି । ରଥରେ…
Read More...

ଏଣିକି ଆପଣ ଶସ୍ତାରେ ପାଇପାରିବେ ମୂଲ୍ୟବାନ ମେଡିସିନ୍ ! ଖୋଲିବ ସ୍ୱତନ୍ତ୍ର କାଉଣ୍ଟର, ଖୁବ ଶୀଘ୍ର ଜାରି ହୋଇପାରେ ନିୟମ…

ଯେଉଁମାନେ ନିୟମିତ ଭାବେ ନିଜ ପରିବାର ପାଇଁ ଔଷଧ କିଣୁଛନ୍ତି, ସେମାନଙ୍କ ପାଇଁ ଖୁସି ଖବର । ଯଦି ଆପଣ ସାମାନ୍ୟ ସତର୍କ ରହିବେ, ତେବେ ଆପଣ ଚାହୁଁଥିବା ମେଡିସିନ୍ ଶସ୍ତାରେ ଉପଲବ୍ଧ ହୋଇପାରିବ । ଖୁବ୍ ଶୀଘ୍ର ଔଷଧ ବିକ୍ରେତାମାନେ ନିଜର ଦୋକାନରେ ଜେନେରିକ୍ ଔଷଧ ପାଇଁ ଏକ କାଉଣ୍ଟର ଖୋଲିବେ ।…
Read More...

କେନ୍ଦ୍ର ସରକାରଙ୍କ ତାଗିଦ ପରେ ପଦକ୍ଷେପ ନେଲା ହ୍ୱାଟ୍ସଆପ୍ : ଲୋକଙ୍କୁ ସଚେତନ କରିବା ପାଇଁ ପ୍ରକାଶ କଲା ବିଜ୍ଞାପନ,…

କନକ ବ୍ୟୁରୋ : ଦେଶରେ ଗୁଜବକୁ ନେଇ ବୃଦ୍ଧି ପାଉଥିବା ଆକ୍ରମଣ ଘଟଣାରେ କେନ୍ଦ୍ରସରକାରଙ୍କ ନୋଟିସ ପରେ ତତ୍ପରତା ଦେଖାଇଛି ହ୍ୱାଟ୍ସଆପ୍ । ଲୋକଙ୍କୁ ସଚେତନ କରିବା ପାଇଁ ଖବର କାଗଜରେ ହ୍ୱାଟ୍ସଆପ୍ ପକ୍ଷରୁ ଏକ ବିଜ୍ଞାପନ ଦିଆଯାଇଛି । ମଙ୍ଗଳବାର ଦିନ ଖବର କାଗଜରେ ଦିଆଯାଇଥିବା ବିଜ୍ଞାପନରେ…
Read More...

ଝାରଖଣ୍ଡର ପ୍ରଥମ ଆଦର୍ଶ ନିଶାମୁକ୍ତ ଗାଁ : ମିଳିମିଶି ବିକାଶର ଗାଥା ଲେଖିଲେ ଗ୍ରାମବାସୀ

ଆରା-କେରମ ଗାଁ ଝାରଖଣ୍ଡ ରାଜ୍ୟର ପ୍ରଥମ ଏମିତି ଗାଁ ଯାହା ସମ୍ପୁର୍ଣ୍ଣ ଭାବେ ନିଶାମୁକ୍ତ ଗାଁ । ଗାଁକୁ ଆଦର୍ଶ ବନାଇବା ପାଇଁ ଓ ନିଶାମୁକ୍ତ କରିବା ପାଇଁ ସରକାରଙ୍କ କୈାଣସି ଅଧିକାରୀ ନୁହେଁ ବରଂ ଗାଁର ଲୋକମାନେ ମିଳିମିଶି ବିକାଶର ଗାଥା ଲେଖିଛନ୍ତି । ଏହି ଗାଁକୁ ଦେଖି ମୁଖ୍ୟମନ୍ତ୍ରୀ…
Read More...

ମହାପ୍ରଭୁ ଜଗନ୍ନାଥଙ୍କ ପୁରୁଣା ରଥ କାଠରେ ରହିଥାଏ ଅଦ୍ଭୁତ ଚମତ୍କାର ! ଜାଣନ୍ତୁ ରଥଯାତ୍ରା ସରିଲା ପରେ କଣ ହୋଇଥାଏ…

ଆଉ ମାତ୍ର ଦିନ କେଇଟା ପରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା । ଶ୍ରୀବିଗ୍ରହଙ୍କ ଏହି ପ୍ରସିଦ୍ଧ ରଥଯାତ୍ରା ପର୍ବଟି ସଂପୂର୍ଣ୍ଣ ରୀତି ନୀତିରେ ଅନୁଷ୍ଠିତ ହୋଇଥାଏ । ଆଉ ଏହି ପର୍ବରେ ସାମିଲ ହେବାକୁ ବିଶ୍ୱର କୋଣ ଅନୁକୋଣରୁ ଲକ୍ଷାଧିକ ସଂଖ୍ୟକ ଶ୍ରଦ୍ଧାଳୁ ଛୁଟି…
Read More...

ନଷ୍ଟ ହୋଇଯିବ କି କାଶୀ ? ଶିବଙ୍କ ବାସ୍ତୁ ଉପରେ ଖେଳ ଖେଳୁଛନ୍ତି ସରକାର,୫୦ ଟି ମନ୍ଦିରରେ ଚାଲିବ ବୁଲଡୋଜର ।

ପ୍ରଧାନମନ୍ତ୍ରୀ ମୋଦି ଯେତେବେଳେ ନିଜ ସଂସଦ କ୍ଷେତ୍ର କାଶୀକୁ ଜାପାନର ଏକ ସହର କ୍ୟୁଟୋ ଭଳି ପ୍ରସ୍ତୁତ କରିବାକୁ ଘୋଷଣା କଲେ , ସେତେବେଳେ ବିଜ୍ଞ ତଥା ପୁରୁଖା ଲୋକଙ୍କ ମନକୁ ଗୋଟିଏ କଥା ଆସିଥିଲା ଯେ ଇତିହାସରୁ ବି ପୁରୁଣା କାଶୀକୁ ୬୦୦ ବର୍ଷ ପୁରୁଣା କ୍ୟୁଟୋ ଭଳି କିଭଳି ଭାବେ ରୂପରେଖ…
Read More...

ବନ୍ଦ ହେଲା ୫ ଟଙ୍କିଆ କଏନ୍? ଜାଣନ୍ତୁ କେଉଁ ପ୍ରକାରର କଏନକୁ ଅଚଳ ଘୋଷଣା କଲା ଆରବିଆଇ

୧୦ ଟଙ୍କିଆ କଏନ ପରେ ଏବେ ୫ ଟଙ୍କିଆ କଏନ ବନ୍ଦ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ସୂଚନା ମୁତାବକ, କିଛି ଦିନ ହେଲା ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଡ ବଡ ଦୋକାନୀ ପର୍ଯ୍ୟନ୍ତ ଏହି ୫ ଟଙ୍କିଆ କଏନକୁ ଗ୍ରହଣ କରିବାକୁ ରୋକଠୋକ୍ ମନା କରିଦେଉଥିବା ଅଭିଯୋଗ ଆସୁଛି । ଖାଲି ୫ ଟଙ୍କିଆ କଏନ…
Read More...

ଗାଁର କ୍ଷେତରେ ହଠାତ ଦେଖିବାକୁ ମିଳିଲା ବୋଇଂ ୭୪୭ ବିମାନ, ଭିତରେ ପାଇଲଟ ନଥିଲେ କି ଯାତ୍ରୀ ମଧ୍ୟ ନଥିଲେ । ଆଶ୍ଚଯ୍ୟ…

ବିଲ ମଝିରେ ଉଡାଜାହାଜ । କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଥାଇଲାଣ୍ଡର ଚାଇ ନୈତ ଅଞ୍ଚଳର ଏକ ଗାଁରେ ଲୋକମାନେ ସେତେବେଳେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଯେତେବେଳେ ସକାଳୁ ସକାଳୁ ଗାଁର ଜଣେ ବ୍ୟକ୍ତିଙ୍କ ବିଲରେ ବୋଇଂ ୭୪୭ ବିମାନ ଛିଡା ହୋଇଥିବାର ଦେଖିଥିଲେ । କିଛି ଲୋକ ଏହି…
Read More...