Browsing Category

ସ୍ପେଶାଲ୍ ରିପୋର୍ଟ

ଆଜି ବନ୍ଧୁତ୍ୱ ଦିବସ ! ବନ୍ଧୁ ପାଇଁ ଦିନଟିଏ  । 

ଆଜି ଫ୍ରେଣ୍ଡସିପ୍ ଡେ ବା ବନ୍ଧୁତା ଦିବସ ଅର୍ଥାତ୍ ବନ୍ଧୁଙ୍କ ପାଇଁ ଦିନି ଟିଏ । ବନ୍ଧୁତ୍ୱର ଏହି ପବିତ୍ର ବନ୍ଧନ ଆଜି କି କାଲି ନୁହେଁ ବରଂ ବହୁ ପୁରାତନ କାଳରୁ ଚାଲିଆସିଛି । ଦେଶର ବିଭିନ୍ନ ସ୍ଥାନରେ ଆଜି ଫ୍ରେଣ୍ଡସିପ୍ ଡେ ବା ବନ୍ଧୁତା ଦିବସଟି ବହୁ ଆଡମ୍ବରେ ପାଳନ କରାଯାଉଛି । ବିଶେଷ…
Read More...

ୟୁପିଆଇ, ଭୀମ୍ ଓ ରୂପେ କାର୍ଡରେ ପେମେଣ୍ଟ କଲେ ମିଳିବ କ୍ୟାସବ୍ୟାକ୍ ! ଜିଏସଟିରେ ୨୦% ରିହାତି ଦେବେ ସରକାର ।

ଜିଏସଟି(ଦ୍ରବ୍ୟ ଓ ସେବା କର) ପରିଷଦର ବୈଠକରେ ଶନିବାର ହୋଇଥିବା ନିଷ୍ପତ୍ତି ଅନୁସାରେ କେନ୍ଦ୍ର ସରକାର ଡିଜିଟାଲ ପେମେଣ୍ଟକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ସରକାର ଡିଜିଟାଲ ପେମେଣ୍ଟ ଉପରେ ଜିଏସଟିରେ ୨୦ ପ୍ରତିଶତ ରିହାତି ଦେବା ପାଇଁ ଘୋଷଣା କରିଛନ୍ତି । ଜିଏସଟି ପରିଷଦର ବୈଠକ ପରେ…
Read More...

ହାତରେ ନୁହେଁ, ଆଖିରେ ! ୧୨ ବର୍ଷର ଏହି ଶିଶୁ ଆଖିରେ ଲେଖିଲା ପୁରା ପୁସ୍ତକ, ହାର ମାନିଲା ଶାରୀରିକ ଅକ୍ଷମତା ।

ଦୁନିଆରେ ଏମିତି କିଛି ଲୋକ ଅଛନ୍ତି ଯାହାଙ୍କ ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ଶିଶୁ ନିଜର ଶାରୀରିକ ଅକ୍ଷମତାକୁ ନିଜ ରାସ୍ତାରେ ଆସିବାକୁ ଦେଇ ନାହିଁ । ୧୨ବର୍ଷ ବୟସରେ ଏହି ଶିଶୁ ଏଭଳି ଏକ କାମ କରିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ୟ୍ୟ ହୋଇଯିବେ । ପ୍ରକାଶିତ ଖବର ମୁତାବକ,…
Read More...

କାର୍ଡ କି କ୍ୟାସ୍ ନୁହେଁ ! ଏଣିକି ପେଟ୍ରୋଲ ପମ୍ପରେ କେବଳ ଟିପ ଦେଇ ତେଲ ଭରିପାରିବେ ଗ୍ରାହକ, ଖୁବ ଶିଘ୍ର ଲାଗୁ ହେବ…

ଏଣିକି ପେଟ୍ରୋଲ ପମ୍ପରେ କେବଳ ଟିପ ଦେଇ ତେଲ ଭରିପାରିବେ ଗ୍ରାହକ । ଖୁବ ଶୀଘ୍ର ଏହା କାର୍ୟ୍ୟକାରୀ ହେବାକୁ ଯାଉଛି । ପେଟ୍ରୋଲ-ଡିଜେଲ ଭରିବା ପାଇଁ ପେଟ୍ରୋଲ ପମ୍ପକୁ ଆଉ ନଗଦ ଟଙ୍କା କିମ୍ବା ଡେବିଟ ବା କ୍ରେଡିଟ କାର୍ଡ ଧରି ଯିବାକୁ ପଡିବ ନାହିଁ । କାରଣ ଏହି କାମ ଆପଣ କେବଳ ଟିପ ଦେଇ ହିଁ…
Read More...

୩୭ କୋଟି ଟଙ୍କାର ଗାଡି ଉପରେ ଚାଲିଲା ବୁଲଡୋଜର ! ଜାଣନ୍ତୁ କାହିଁକି ଏଭଳି ନିର୍ଦ୍ଦେଶ ଦେଲେ ରାଷ୍ଟ୍ରପତି ।

ଫିଲିଫାଇନ୍ସର ରାଷ୍ଟ୍ରପତି ରାଁଡ୍ରିଗୋ ଦୁତର୍ତି ନିଜର ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି । କିନ୍ତୁ ଏହି ଥରକ ସେ ଏକ ଅଦ୍ଭୁତ ନିର୍ଦ୍ଦେଶ ଦେଇଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ରାଷ୍ଟ୍ରପତି ରାଁଡ୍ରିଗୋ ଦୁତର୍ତିଙ୍କ ନିର୍ଦ୍ଦେଶରେ ଫିଲିଫାଇନ୍ସର କାଗାୟନ୍…
Read More...

ବ୍ୟାଙ୍କ ଖାତାରୁ ଗାଏବ ହୋଇଯାଉଛି ଲକ୍ଷ ଲକ୍ଷ ଟଙ୍କା ! ସଚେତନ ରୁହନ୍ତୁ, ନଚେତ୍ ଆପଣ ବି ହୋଇପାରନ୍ତି ଏହି ଫ୍ରଡର…

କାନାରା ବ୍ୟାଙ୍କ ପରେ ଏବେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ମଧ୍ୟ ଏଟିଏମ୍ ଫ୍ରଡର ପର୍ଦ୍ଦାଫାସ ହୋଇଛି । ପିଏନବିର ୧୨ ଜଣ ଅଧିକାରୀ ଏବଂ କର୍ମଚାରୀମାନଙ୍କ ବ୍ୟତୀତ ୧୯ ଜଣ ଗ୍ରାହକଙ୍କର ଏଟିଏମରୁ ଲକ୍ଷ ଲକ୍ଷ ଟଙ୍କାର ଫ୍ରଡ ହୋଇଥିବା ଜଣାପଡିଛି । ବ୍ୟାଙ୍କ ପକ୍ଷରୁ ଘଟଣାର ରିପୋର୍ଟ ନେଇ ଥାନାରେ…
Read More...

ପେଟ୍ରୋଲ ଦର ୧୦ ପ୍ରତିଶତ ପର୍ଯ୍ୟନ୍ତ କମିଯାଇପାରେ, ଯଦି ମୋଦି ସରକାର ଏହି ସୁପାରିଶକୁ ଦିଅନ୍ତି ମଂଜୁରୀ

ନୀତି ଆୟୋଗ ଏମିତି ନୀତି ପ୍ରସ୍ତୁତ କରୁଛନ୍ତି, ଯଦ୍ୱାରା ପେଟ୍ରୋଲ କାର ଉପରେ ଖର୍ଚ୍ଚ ୧୦ ପ୍ରତିଶତ ପର୍ଯ୍ୟନ୍ତ କମ୍ ହୋଇପାରିବ । ଏହା ଅଧିନରେ ପେଟ୍ରୋଲରେ ଚାଲୁଥିବା ଯାତ୍ରୀ ବାହାନରେ ୧୫ ପ୍ରତିଶତ ମିଥାନଲ ମିଶାଯିବ । ଏବେ ଏହାକୁ ଅନିର୍ବାର୍ଯ୍ୟ ବନାଇବା ପାଇଁ କ୍ୟାବିନେଟ୍ ଅତି ଶୀଘ୍ର…
Read More...

ବନ୍ଧୁତା ଦିବସ ପାଇଁ ରାଜଧାନୀର ତାରକା ହୋଟେଲ ଗୁଡ଼ିକରେ ପ୍ରସ୍ତୁତି ଜୋରଜାର : ଉତ୍ସାହିତ ଯୁବପୀଢ଼ି, ନାମୀଦାମୀ କେକ୍…

ବନ୍ଧୁତ୍ୱ ଦିବସକୁ ନେଇ ଯୁବପୀଢ଼ିଙ୍କ ମଧ୍ୟରେ ବେଶ୍‌ ଉତ୍ସାହ । ତାରକା ହୋଟେଲ୍‌ଠାରୁ ଆରମ୍ଭ କରି ରେସ୍ତୋରାଁ, କେକ୍‌ ସପ୍‌, ସବୁଠି ସ୍ୱତନ୍ତ୍ର ପ୍ରସ୍ତୁତି ଆରମ୍ଭ ହୋଇଛି । ମାନ-ଅଭିମାନ, ରାଗ-ରୁଷା ଓ ପ୍ରେମ-ବିଶ୍ୱାସକୁ ନେଇ ଗଢ଼ି ଉଠିଥିବା ବନ୍ଧୁତ୍ୱକୁ ଆଉ ଦୁଇ ପାଦ ଆଗକୁ ନେବା ପାଇଁ…
Read More...

ବନ୍ଧୁତାର ସମ୍ପର୍କ : ଇତିହାସରୁ ବର୍ତ୍ତମାନ ଏବଂ ବାସ୍ତବରୁ ବଲିଉଡ଼ ଯାଏଁ

ବନ୍ଧୁତାରେ ନଥାଏ ଆବିଳତା । ଜଣେ ପ୍ରକୃତ ବନ୍ଧୁ ବିପଦ ଆପଦ, ସବୁ ସମୟରେ ପାଖରେ ଛିଡ଼ା ହୁଏ । ସମସ୍ତଙ୍କ ଜୀବନରେ ବନ୍ଧୁ ଏକ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରେ । ଏହି ବନ୍ଧୁତାକୁ ବଜାୟ ରଖିବା ପାଇଁ ଓ ନିଜର ଭଲ ବନ୍ଧୁଙ୍କୁ ଏହାର ଅନୁଭବ କରାଇବା ପାଇଁ ପ୍ରତି ବର୍ଷ ଅଗଷ୍ଟ ମାସର ପ୍ରଥମ…
Read More...

ଭାରତରେ ପ୍ରଥମ ଥର ପାଇଁ ତିଆରି ହେଲା ମଣିଷ ପରି ରୋବଟ ‘ରଶ୍ମି’ ! ଶୁଦ୍ଧ ହିନ୍ଦୀ ସହ ଭୋଜପୁରୀ ଓ ମରାଠିରେ କରିପାରେ…

ରୋବଟ ସୋଫିଆ ପରେ ଭାରତରେ ମଧ୍ୟ ମଣିଷ ପରି ରୋବଟ ତିଆରି କରାଯାଉଛି । ଆଗାମୀ ସମୟରେ ରୋବଟ ଦ୍ୱାରା ସବୁ କାମ କମ ସମୟରେ ହୋଇପାରିବ । ସୀମାରେ ମୁତୟନ ହେବା ସହ ଘରୋଇ କାମରେ ମଧ୍ୟ ସାହାଯ୍ୟ କରିବ ରୋବଟ୍ । ଏହାସହ ମିଣିଷର ଏକୁଟିଆପଣକୁ ମଧ୍ୟ ଦୂର କରିବ ରୋବଟ୍ । ଏହାସହ ମଣିଷ ଜାଗାରେ ରୋବଟ…
Read More...