Browsing Category

ସ୍ପେଶାଲ୍ ରିପୋର୍ଟ

ଚଳନ୍ତା ଟ୍ରେନରେ ଗର୍ଭବତୀ ମହିଳାଙ୍କୁ ପ୍ରସବ କରାଇ ଚର୍ଚ୍ଚାରେ ଟିଟି ! ରେଳ ମନ୍ତ୍ରାଳୟ ଏବଂ ସୋସିଆଇ ମିଡିଆରୁ ଛୁଟୁଛି…

ଆପଣ ଏଭଳି ଖବର ଶୁଣିଥିବେ ଯେ ଟ୍ରେନରେ ଯାତାୟତ କରୁଥିବା ସମୟରେ ଟିଟିଆଇ ଟଙ୍କା ନେଇ ସିଟ୍ ବିକ୍ରି କରିଥିବେ କିମ୍ବା ଯାତ୍ରୀଙ୍କୁ ଖରାପ ବ୍ୟବହାର କରିଥିବା ଘଟଣା ଶୁଣିଥିବେ । କିନ୍ତୁ କେହି ଟିଟି ଭଗବାନ ହୋଇ ଯାତ୍ରୀଙ୍କ ପାଇଁ ଆସିଥିବା କଥା କେବେ ଶୁଣିଛନ୍ତି । ଘଟଣାଟି କିଛି ଏଭଳି ।…
Read More...

ପଙ୍କରୁ ପଦ୍ମ : ଇଚ୍ଛା ଆଗରେ ପ୍ରତିବନ୍ଧକ ସାଜିପାରିନି ଅର୍ଥ, ପାଠ ପଢ଼ିବା ପାଇଁ ମଜୁରି ଖଟୁଛି ବଣ୍ଡାଘାଟିର ବଣ୍ଡାଝିଅ

ମେଧା ଆଗରେ ଅର୍ଥ ସାଜି ପାରନାହିଁ ବାଧକ । ଏକଥା ପ୍ରମାଣ କରିଛନ୍ତି ବଣ୍ଡାଘାଟିର ଝିଅ । ଶିକ୍ଷା ଓ ଆଧୁନିକ ସଭ୍ୟତାଠାରୁ ବହୁତ ପଛରେ ବଣ୍ଡାଘାଟି । ଅନ୍ଧାରୀ ମୂଲକ ଭାବେ ପରିଚିତ ଏହି ଅଞ୍ଚଳରେ ଏକ ପ୍ରକାର ଦୁର୍ବିସହ ଜୀବନ ବିତାଉଛନ୍ତି ଆଦିମ ଜନଜାତି ବଣ୍ଡା । ଯଦିଓ କିଛିଟା ସଚେତନତା…
Read More...

ରଜପାନର ବିଶେଷତ୍ୱ କ’ଣ ?

ରଜ ଓଡ଼ିଶାର ଏକ ପାରମ୍ପରିକ ପର୍ବ ଓ ରାଜ୍ୟର ଗଣପର୍ବ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ଵିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଆରମ୍ଭ ହୁଏ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ଵିତୀୟ ଦିବସ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିବସ ହେଉଛି ଭୂମିଦାହ ବା…
Read More...

ଆଜି ପହିଲି ରଜ : ରଜ ପାନ ଓ ପୋଡ଼ପିଠାରେ ମହକୁଛି ଓଡିଶା, ଅଳତା ଓ କୁଙ୍କୁମ ଲଗାଇ ସଜେଇ ହେଉଛନ୍ତି ଝିଅବୋହୂ

କନକ ବ୍ୟୁରୋ : ଆଜି ପହିଲି ରଜ । ରଜ ଓଡିଆଙ୍କ ନିଜସ୍ୱ ପର୍ବ । ମିଥୁନ ସଂକ୍ରାନ୍ତିକୁ ନେଇ ଏହି ପର୍ବ ଅନୁଷ୍ଠିତ ହୁଏ । ବୃଷ ମାସର ଶେଷ ଦିନ, ମିଥୁନ ମାସର ଆରମ୍ଭ ଓ ତା ପରଦିନ - ଏହି ଦିନରେ ପାଳିତ ହୁଏ ରଜ ପର୍ବ । ଏହି ଦିନ ଗୁଡିକୁ ପହିଲି ରଜ, ରଜ ସଂକ୍ରାନ୍ତି ଓ ଭୂମି ଦହନ ବୋଲି କୁହାଯାଏ…
Read More...

ଆଜି ପହିଲି ରଜ : ଗାଁଠାରୁ ସହର ସବୁଠି ଉତ୍ସବ ମୁଖର ପରିବେଶ

କନକ ବ୍ୟୁରୋ : ଆଜି ପହିଲି ରଜ । ଗାଁରୁ ସହର, ପଲ୍ଲୀରୁ ଦିଲ୍ଲୀ , ସବୁଠି ଉତ୍ସବର ମାହୋଲ୍ । ପିଲା, ବୁଢା ସମସ୍ତେ ପାଳୁଛନ୍ତି ଏହି ପାରମ୍ପରିକ ପର୍ବ । ବନ୍ଧୁବାନ୍ଧବରେ ଘରଦ୍ୱାର ପୁରି ଉଠିଛି । ଘରେ ଘରେ ଏବେ ପୋଡ ପିଠାର ମହକ । ପୋଡ ପିଠା, ନଡିଆ କୋରାଠୁ ଆରମ୍ଭ କରି ଜନ୍ତା ଯାଏଁ ପିଠାର…
Read More...

ଏଣିକି ଡ୍ରୋନରେ ଫୁଡ ଡେଲିଭରି କରିବ ଜୋମାଟୋ : ଉଡି ଉଡି ଅଳ୍ପ ସମୟରେ ଆପଣଙ୍କ ପାଖରେ ପହଂଚିବ ଖାଦ୍ୟ

ଅନଲାଇନ ଅର୍ଡର ଓ ଫୁଡ ଡେଲିଭରି ପ୍ଲାଟଫର୍ମ ଜୋମାଟୋ ଡ୍ରୋନ ଜରିଆରେ ଖାଦ୍ୟ ଡେଲିଭରି କରିବାକୁ ଘୋଷଣା କରିଛି । କମ୍ପାନୀ ତରଫରୁ କୁହାଯାଇଛି କି ଡ୍ରୋନ୍ ଡେଲିଭରି ଟେକନୋଲୋଜିର ସଫଳତାପୂର୍ବକ ପରୀକ୍ଷଣ କରାଯାଇଛି । ପରୀକ୍ଷଣ ପାଇଁ ଜୋମାଟୋ ଏକ ହାଇବ୍ରିଡ୍ ଡ୍ରୋନର ବ୍ୟବହାର କରିଛି । ଏହା…
Read More...

ପୁଣି ଏକ ଲଜ୍ଜା ! ଗାଧୋଇବା ସମୟରେ ନାବାଳିକାଙ୍କୁ ଦୁଷ୍କର୍ମ କଲେ ୨ ନାବାଳକ ।

ମଧ୍ୟ ପ୍ରଦେଶରେ ଗତ କିଛି ଦିନ ହେବ ନାବାଳିକାଙ୍କ ସହ ଦୁଷ୍କର୍ମ ଘଟୁଥିବା ଘଟଣା ଶେଷ ହେବାର ନାଆଁ ନେଉ ନାହିଁ। ଯେମିତି ଲାଗୁଛି ଅପରାଧୀମାନଙ୍କ ମନରେ ପୁଲିସ ବା ସରକାରଙ୍କୁ ଡର ନାହିଁ। ନିକଟରେ ମଧ୍ୟପ୍ରଦେଶର ସିଙ୍ଗରୌଲାଠାରେ ଦୁଇ ଜଣ ନାବାଳକ ଜଣେ ୮ ବର୍ଷୀୟା ନାବାଳିକା ସହ ଦୁଷ୍କର୍ମ…
Read More...

‘ଜନ-ଗଣ-ମନ’ ର ଅବମାନନା ! ଜାତୀୟ ସଙ୍ଗୀତକୁ ଅଧା ଗାଇ ‘ବନ୍ଦେ ମାତରମ୍’ ଗାଇବାକୁ ଲାଗିଲେ କାଉନସିଲର୍ , ବିଜେପି ମେୟର୍…

ଇନ୍ଦୋର ନଗର ନିଗମର ବଜେଟ୍ ସମ୍ମିଳନୀରେ କିଛି ଲୋକଙ୍କ ଭୁଲ୍ କାରଣରୁ ବୁଧବାର ଏକ ବଡ଼ ବିବାଦ ଠିଆହୋଇଛି । ବିବାଦ ସେତେବେଳେ ଠିଆ ହୋଇଥିଲା ଯେତେବେଳେ ଜାତୀୟ ସଙ୍ଗୀତ ‘ଜନ-ଗଣ-ମନ’ ଗାଇ ଅଧାରୁ ଛାଡି ଅଚାନକ ରାଷ୍ଟ୍ରଗୀତ ‘ବନ୍ଦେ ମାତରମ୍’ ଗାଇବା ଆରମ୍ଭ ହୋଇଥିଲା । ଏହାର ଭିଡିଓ ଏବେ ସୋସିଆଲ୍…
Read More...

ବିବାହବାର୍ଷିକୀରେ ସାବତ ବାପା ଏବଂ ଜନ୍ମଦାତ୍ରୀ ମା’ଙ୍କୁ ଏଭଳି ଭାବେ ଶୁଭେଚ୍ଛା ଜଣାଇଲେ ପୁଅ ! ସୋସିଆଲ୍ ମିଡିଆରେ…

ନିଜ ମାଆଙ୍କ ଦ୍ୱିତୀୟ ବିବାହର ଦ୍ୱିତୀୟ ବାର୍ଷିକୀ ଅବସରରେ କେରଳର ଯୁବକ ଗୋକୁଲ ଶ୍ରୀଧର ତାଙ୍କ ମାଆଙ୍କ ପାଇଁ ଫେସବୁକରେ ଲେଖିଥିବା ଭାବପ୍ରବଣ ଫୋଷ୍ଟ୍ ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛି। ଗୋକୁଲ ନିଜ ମାଆଙ୍କ ଦ୍ୱିତୀୟ ବିବାହ ନିଷ୍ପତ୍ତିକୁ ପ୍ରଶଂସା କରିବା ସହ ତାଙ୍କ ମାଆ କେଉଁ ଭଳି ଭାବେ…
Read More...

ଧୋନିଙ୍କ ଫ୍ୟାନଙ୍କ ପାଇଁ ଖୁସିଖବର । ଏହି ରେଷ୍ଟୁରାଣ୍ଟରେ ମାଗଣାରେ ମିଳୁଛି ପେଟପୂରା ଖାଦ୍ୟ ।

ଏବେ ଦେଶର ବିଶ୍ୱକପ ଫିଭର । ଦେଶର ଚାରିଆଡେ ଏବେ ବିଶ୍ୱକପର ଉତ୍ସବ ଚାଲିଛି । ଆଉ ଏସବୁ ଭିତରେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ପ୍ରଂଶସକଙ୍କ ପାଇଁ ଖୁସି ଖବର ସାମ୍ନାକୁ ଆସିଛି । ଯଦି ଆପଣ ଧୋନିଙ୍କ ପ୍ରଂଶସକ ତେବେ ପଶ୍ଚିମବଙ୍ଗର ଶମ୍ଭୁ ରେଷ୍ଟୁରାଣ୍ଟରେ ବିନା ଟଙ୍କାରେ…
Read More...