Browsing Category

ସ୍ପେଶାଲ୍ ରିପୋର୍ଟ

ନ୍ୟାୟ ମାଗୁଛି ନାବାଳିକା : ଥାନା ସୀମା ବିବାଦରେ ପୀଡିତାଙ୍କ ପରିବାର

କନକ ବ୍ୟୁରୋ : ସରଳମନ କାନ୍ଦି ଉଠୁଛି । ଖୁବ୍ ବାଧିଛି । ତେଣୁ ବେଧଡକ୍ ସେ କହିଯାଉଛି ସେହି ଅଭାବନୀୟ ମୁହୁର୍ତ୍ତର କଥା। ଜୀବନ ବୁଝିବାର ବୟସ ହୋଇନି , ଲଜ୍ଜା ସଂକୋଚ କଥା ବୁଝିବ ବା କେମିତି । ତଥାପି ତାକୁ ମନେ ପଡିଯାଉଛି ରାକ୍ଷସର ବର୍ବରରୂପ । ଏ ନାବାଳିକାର ଘର ଭୁବନେଶ୍ୱର…
Read More...

ଡ୍ରମ୍ ବଜାଇ ବିଶ୍ୱ ରେକର୍ଡ : ୨୪ ବର୍ଷୀୟା ଶ୍ରୀଷ୍ଟି ୩୧ଘଣ୍ଟା ଧରି କଲେ କମାଲ୍

ରେକର୍ଡ ବୁକରେ ସ୍ଥାନ ପାଇବାକୁ କାହାର ବା ଇଚ୍ଛା ନଥାଏ। ଯେତେବେଳେ ଗିନିଜ ୱାଲର୍ଡ ରେକର୍ଡ କଥା ଉଠେ ସେତେବେଳେ ମନ ଭିତରେ ଏକ ଅପୂର୍ବ ଉନ୍ମାଦନା ଖେଳିଯାଏ । କିଛି ଦିନ ପୂର୍ବରୁ ଭାରତର ଦୁଇ ଝିଅ ଅଲିମ୍ପିକ୍ସରେ ନିଜକୁ ବିଶ୍ୱ ଦରବାରରେ ପ୍ରତିପାଦିତ କରିଛନ୍ତି । ଏବେ ଆଉ ଜଣେ ଝିଅ…
Read More...

ମା’ ବଦଳରେ ମା’ ! ଯେବେ ଭଡାରେ ମିଳେ ଗର୍ଭ

ସରୋଗେଟ ମଦର । ସିଧା ସିଧା କହିବାକୁ ଗଲେ ସରୋଗେଟ୍ ମଦର ଅର୍ଥ ଅନ୍ୟ ଦମ୍ପତିଙ୍କ ଶିଶୁଙ୍କୁ ନିଜ ଗର୍ଭରେ ଧାରଣ କରିବା ଓ ତାକୁ ଜନ୍ମ ଦେବା । କଥାଟା  ଶୁଣିବାକୁ ଯେତିକି ସହଜ ଲାଗୁଛି, ହୁଏତ ବୁଝିବା ବା ତାକୁ ଅନୁଭବ କରିବା ଏତେଟା ସହଜ ନୁହେଁ । କାରଣ ଏମିତି କୌଣସି ମା’ ନାହିଁ ଯିଏ ୯ ମାସର…
Read More...

ୟୁସ୍ରା ମାର୍ଦିନୀ ଜଣେ ସାହାସୀ ଝିଅର କାହାଣୀ

ରିଓ ଅଲିମ୍ପିକ୍ସରେ ଗୋଟିଏ ୧୮ ବର୍ଷର ଝିଅ , ନାଁ ୟୁସ୍ରା ମାର୍ଦିନୀ । ରିଓ ଅଲିମ୍ପିକ୍ସରେ ସବୁ ପ୍ରତିଯୋଗୀ ନିଜ ନିଜ ଦେଶର ପ୍ରତିନିଧିତ୍ୱ କରୁଥିବା ବେଳେ ୟୁସ୍ରାର କୈାଣସି ଦେଶ ନଥିଲା। ଦେଶ ନଥିବା ଶରଣାର୍ଥୀ ମାନଙ୍କର ପ୍ରତିନିଧି ଭାବରେ ୟୁସ୍ରା ଅଲିମ୍ପିକ୍ସରେ ଯୋଗଦାନ କରିଥିଲେ ।…
Read More...

ଛେଳି ଜଗୁଆଳିରୁ ଫ୍ରାନ୍ସର ଶିକ୍ଷା ମନ୍ତ୍ରୀ

ଫ୍ରାନ୍ସର ଶିକ୍ଷା ମନ୍ତ୍ରୀ ନଜାତ ବେଲକେମ, ଜଣେ ସଫଳ ମହିଳା ଭାବେ ବେଶ ପରିଚିତ । କିନ୍ତୁ ତାଙ୍କ ଅତୀତ ବିଷୟରେ ଜାଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ । ନଜାତଙ୍କ ପିଲାଦିନ ବିତିଥିଲା ଜଣେ ଛେଳି ଜଗୁଆଳି ଭାବରେ । ୧୯୭୭ ରେ ଜନ୍ମ ନେଇଥିବା ଏହି ମହିଳା ଜଣଙ୍କର ବାପା ଜଣେ ଦିନ ମଜୁରିଆ…
Read More...

ସନ୍ନିଙ୍କ ମନି ସିକ୍ରେଟ୍ : ବଲିଉଡ ଷ୍ଟାର ସନ୍ନି ଲିଓନି କେମିତି ଖର୍ଚ୍ଚ କରନ୍ତି ଟଙ୍କା

ହଲିଉଡର ପର୍ଣ୍ଣଷ୍ଟାର୍ ଏବେ ବଲିଉଡର ବୋଲଡ ଆକ୍ଟ୍ରେସ୍ । ଫିଲ୍ମ ଜିସ୍ମ – ୨ ସଫଳତା ହିନ୍ଦି ଫିଲ୍ମ ଜଗତରେ ନାମୀ କଳାକାର ସାଜିଛନ୍ତି ସନ୍ନି । ଭାରତୀୟ ବଂଶୋଭବ ସନ୍ନିଙ୍କୁ ଅତି ସହଜରେ ଗ୍ରହଣ କରି ସାରିଛନ୍ତି ଭାରତୀୟ ଦର୍ଶକ । ଆଉ ଏବେ ଫିଲ୍ମ ଦୁନିଆରୁ ଖୁବ୍ ଭଲ ଇନକମ୍ ବି କରୁଛନ୍ତି ସନ୍ନି…
Read More...

ଫିକା ଜୀବନରେ ରଙ୍ଗୀନ୍ ମୋଡ : ସୁନ୍ଦରୀ ପ୍ରତିଯୋଗୀତାରେ ଦୃଷ୍ଟିହୀନ

ସୁନ୍ଦରୀ ପ୍ରତିଯୋଗିତା କଥା ଆସିଲେ ଆଖି ସାମ୍ନାରେ ଝଲସି ଉଠେ ସୁନ୍ଦରୀ ତରୁଣୀଙ୍କ ଚେହେରା । ଯେଉଁମାନଙ୍କ ଷ୍ଟାଇଲସ ପୋଷାକ ସହ କ୍ୟାଟ୍ ୱାକ୍ ଦର୍ଶକଙ୍କୁ କରିଥାଏ ମତୁଆଲା । ତେବେ କେବଳ ଦୃଷ୍ଟି ଶକ୍ତି ଥିବା ତରୁଣୀ ମାନେ ହିଁ ଏପରି ପ୍ରତିଯୋଗୀତାରେ ଭାଗ ନେଇ ପାରିବେ ଏହାକୁ ଭୁଲ୍ ବୋଲି…
Read More...

ଜର୍ମାନୀର ଜିଦି ଝିଅ : ବାଇକ୍ ଉପରେ ବିଶ୍ୱ ଭ୍ରମଣର କାହାଣୀ

ଅନେକ ଲୋକ ଜୀବନ ପାଇଁ ଚାକିରୀ କରନ୍ତି । ହେଲେ ଚାକିରୀ ଛାଡି ଜୀବନ ଖୋଜୁଥିବା ଲୋକଙ୍କ କଥା କେବେ ଶୁଣିଛନ୍ତି । ଏମିତି ଜଣେ ଚରିତ୍ର ଏବେ ସାରା ବିଶ୍ୱକୁ ଶୁଣାଉଛି ଏକ ଜିଦି ଝିଅର କାହାଣୀ । ଜର୍ମାନୀର ଲି ରିକ୍ । ଯାହାଙ୍କ ମନ ଭରୁନଥିଲା ବିଭିନ୍ନ ଦେଶର ମାନଚିତ୍ରକୁ ଗ୍ଲୋବରେ ଦେଖି ।…
Read More...

କେରଳରେ ବୁଲା କୁକୁରଙ୍କ ଆତଙ୍କ : ଯୁବତୀଙ୍କୁ ଗୋଡାଉଥିବା ଭିଡିଓ ହେଲା ଭାଇରାଲ୍

କେରଳରେ ବୁଲା କୁକୁରଙ୍କ ଆତଙ୍କ ବଢି ବଢି ଚାଲିଛି । ଲୋକେ ଭୟରେ ରାସ୍ତାରେ ଯିବା ଆସିବା କରୁଛନ୍ତି । ଜଣେ ଯୁବତୀ ମନ୍ଦିରରୁ ଘରକୁ ଫେରୁଥିବା ବେଳେ ବୁଲା କୁକୁରର କବଳରେ ପଡିଯାଇଥିଲେ । କୁକୁରଟି ସେଠାରେ ଥିବା ଅନ୍ୟ ଲୋକଙ୍କୁ ଛାଡି ଏକ ଲକ୍ଷ୍ୟରେ ଯୁବତୀ ପଛରେ ଗୋଡାଇଥିଲା । ଯୁବତୀ ଜଣଙ୍କ…
Read More...

ସେଲଫି ପାଇଁ ଜୀବନ ଲାଗୁଛି ବାଜି : ଚର୍ଚ୍ଚାରେ ରୁଷିଆର ଆଂଜେଲା ନିକୋଲା

ଏବେ ଚାରିଆଡେ ସେଲଫିର ମାନିଆ। ସେଲଫି ସହ ସୋସିଆଲ ମିଡିଆରେ ରାଜ କରିବାର ପ୍ରବଳ ଆଗ୍ରହ ସମସ୍ତଙ୍କର । ଏକ ବିଂଶ ଶତାଦ୍ଦୀରେ ଏହା ଏକ ଟ୍ରେଣ୍ଡ ହୋଇଗଲାଣି। ପ୍ରତ୍ୟେକ ଆଜି ଅନଲାଇନରେ ବ୍ୟସ୍ତ । ଆମେରିକା ରାଷ୍ଟ୍ରପତି ବାରାକ ଓବାମଙ୍କ ଠାରୁ ପପ୍ ଷ୍ଟାର ଟେଲର ସ୍ୱିଫ୍ଟ । ନିଜର ସେଲଫି ଉଠାଇ…
Read More...